Below header
Browsing Tag

Mla Sura routray

କଂଗ୍ରେସରୁ ବହିଷ୍କାର ପାଇଁ ମୋ ଆତ୍ମାକୁ ବାଧିଛି : ସୁର ରାଉତରାୟ

ଭୁବନେଶ୍ୱର : କଂଗ୍ରେସରୁ ବହିଷ୍କାର ପାଇଁ ମୋ ଆତ୍ମାକୁ ବାଧିଛି  । ୨ ରାତି ଶୋଇ ପାରିନାହିଁ  । ଏହା କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ  । ପୁଣି କଂଗ୍ରେସ ବିରୋଧରେ ସେ ବିଷୋଦଗାର କରିଛନ୍ତି । କହିଛନ୍ତି, ଭୁବନେଶ୍ୱର ଲୋକସଭା ଆସନ ପାଇଁ କଂଗ୍ରେସ ୟାଶିର ନୱାଜଙ୍କୁ ପ୍ରାର୍ଥୀ କରିଛି …

ବହିଷ୍କାର ପରେ କଂଗ୍ରେସ ପାଇଁ ଆଉ ପ୍ରଚାର କରିବି ନାହିଁ ବୋଲି କହିଲେ ସୁର

ଭୁବନେଶ୍ୱର : କଂଗ୍ରେସ ପାଇଁ ଆଉ ପ୍ରଚାର କରିବି ନାହିଁ । ସାନ ପୁଅ ମନ୍ମଥ ରାଉତରାୟ ପାଇଁ ପ୍ରଚାର କରିବି । ଏହା କହିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ । ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ କଂଗ୍ରେସ ୬ ବର୍ଷ ପାଇଁ ବହିଷ୍କୃତ କରିଥିବା ବେଳେ ସେ ଦଳ ଉପରେ ବର୍ଷିଛନ୍ତି । କହିଛନ୍ତି, ମୁଁ…

ସୁରଙ୍କ ଠାରେ ଲାଗିଲା କି ପୂର୍ଣ୍ଣଚ୍ଛେଦ, ଏବେ କୁଆଡ଼େ ମାଡ଼ିବେ ‘ମାଡ଼ି ଚାଲ..’ ସୁର ଭାଇ

ଆଜିର ସବୁଠାରୁ ବଡ଼ ଖବର । କଂଗ୍ରେସ ଦଳରୁ ବରିଷ୍ଠ ନେତା ସୁରେଶ ରାଉତରାୟ ବହିଷ୍କୃତ । ବିଶୃଙ୍ଖଳିତ ଅଚରଣ ଏବଂ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ୬ ବର୍ଷ ପାଇଁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଛି । ଏ ସମ୍ପର୍କରେ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ନିଜ ସାନ ପୁଅ ବିଜେଡିର…

କଂଗ୍ରେସରୁ ବିଦା ହେଲେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): କଂଗ୍ରେସ ଦଳରୁ ବରିଷ୍ଠ ନେତା ସୁରେଶ ରାଉତରାୟ ବହିଷ୍କୃତ । ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି । ଏ ସମ୍ପର୍କରେ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ନିଜ ସାନ ପୁଅ ବିଜେଡିର ଭୁବନେଶ୍ୱର ସାଂସଦ…

କଂଗ୍ରେସରୁ ସୁରଙ୍କ ଇନିଂସ ଶେଷ ! ଏଥର ଜଟଣୀରୁ ସନ୍ତୋଷ ଜେନା

ଭୁବନେଶ୍ୱର : କଂଗ୍ରେସରୁ ସୁରଙ୍କ ଇନିଂସ ଶେଷ । ଏଥର ଜଟଣୀରୁ ଲଢିବେ ସନ୍ତୋଷ ଜେନା । ୨୦୨୪ରେ ସୁରଙ୍କ ବଦଳରେ ସନ୍ତୋଷଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଦୀର୍ଘ ୪୪ ବର୍ଷ ଧରି ଗଡ଼ ବଜାୟ ରଖିଥିଲେ ବରିଷ୍ଠ କଂଗ୍ରେସ ନେତା । ୧୯୮୦ ମସିହାରୁ ସୁରେଶ ରାଉତରାୟ ଜଟଣୀରୁ ଲଢ଼ି ଆସୁଛନ୍ତି । ୬ ଥର…

ସୁରଙ୍କ ବିରୋଧରେ ହୋଇପାରେ ଆକ୍ସନ, କଂଗ୍ରେସରୁ ହୋଇପାରନ୍ତି ନିଲମ୍ବିତ

ଭୁବନେଶ୍ୱର : ସୁରଙ୍କ ବିରୋଧରେ ହୋଇପାରେ ଆକ୍ସନ । କଂଗ୍ରେସରୁ ନିଲମ୍ବିତ ହୋଇପାରନ୍ତି ବିଧାୟକ ସୁର ରାଉତରାୟ । ଏନେଇ ଏଆଇସିସି ପକ୍ଷରୁ ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି । ସାନପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ଓ ସାଂସଦ ପ୍ରାର୍ଥୀ ହେବା ପରେ…

ସୁରଙ୍କ ଉପରେ କଂଗ୍ରେସ ଖପ୍ପା, ହୋଇପାରେ ଆକ୍ସନ

ସୁରଙ୍କ ଉପରେ କଂଗ୍ରେସ ଖପ୍ପା । ତାଙ୍କ ଉପରେ ଆକ୍ସନ ହୋଇପାରେ । ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ଓ ସାଂସଦ ପ୍ରାର୍ଥୀ ହେବା ପରେ ସୁରେଶ ରାଉତରାୟଙ୍କ କାର୍ଯ୍ୟକଳାପରେ ଦଳ କ୍ଷୁବ୍ଧ ଅଛି ।   ଏହି ସୂଚନା ଦେଇଛନ୍ତି ବରିଷ୍ଠ ନେତା ନରସିଂହ ମିଶ୍ର । ସେପଟେ ୧୪ ତାରିଖ ସୁଦ୍ଧା ଆସିପାରେ…

ନା ବଡ଼ ପୁଅ ନା ସାନ ପୁଅ କାହା ପାଇଁ ପ୍ରଚାର କରିବିନି ; ସୁର ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): ସୋ କଜ ନୋଟିସର ଉତ୍ତର ରଖିଲେ ସୁର ରାଉତରାୟ । ଦୀର୍ଘ ୫୦ ବର୍ଷ ହେଲା ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେଉଛି। ମୁଁ କୌଣସି ଦଳ ପାଇଁ ପ୍ରଚାର କରିନାହିଁ। ମୋ ସାନ ପୁଅ ମନ୍ମଥ ରାଉତରାୟ ଭୁବନେଶ୍ବର ସାଂସଦ ପାଇଁ ନିର୍ବାଚନ ଲଢ଼ୁଛି । ତେଣୁ ମୁଁ…

କଂଗ୍ରେସର ସବୁ ପଦବୀରୁ ଇସ୍ତଫା ଦେଲେ ସୁର ରାଉତରାୟ

ଭୁବନେଶ୍ୱର (କେନ୍ୟୁଜ): କଂଗ୍ରେସର ବିଭିନ୍ନ ପଦ ପଦବୀ ଛାଡ଼ିଲେ ବରିଷ୍ଠ ନେତା ସୁରେଶ ରାଉତରାୟ । ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ ସୁର ଏଭଳି ପଦକ୍ଷେପ ନେଇଛନ୍ତି । ପିଇସି ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ସେହିଭଳି ରାଜନୈତିକ ବ୍ୟାପାର ସଦସ୍ୟ ପଦରୁ ମଧ୍ୟ ସୁର…