Below header
Browsing Tag

mobile tower fraud

ମୋବାଇଲ୍ ଟାଓ୍ୱାର ଅଚଳ, କମ୍ପାନୀର ଖୋଜ ଖବର ନାହିଁ: ଏବେ ଚିନ୍ତାରେ ଜମି ମାଲିକ

ବାସୁଦେବପୁର(କେନ୍ୟୁଜ୍‌): ମୋବାଇଲ ନେଟଓ୍ୱର୍କ ବନ୍ଦ। କଂପାନୀର ଖୋଜ ଖବର ନାହିଁ। ବର୍ଷ ବର୍ଷ ହେଲା ସେମିତି ଏୟାରସେଲ ଟାଓ୍ୱାର ଛିଡା ହୋଇ ରହିଛି। ଟାଓ୍ୱାର ବସାଇବାକୁ ଜମି ଦେଇଥିବା ମାଲିକକୁ ଟଙ୍କାଟେ ବି ମିଳୁନାହିଁ। ଦୀର୍ଘ ୬ବର୍ଷ ହେବ ମୋବାଲ କଂପାନୀକୁ ଚାହିଁ ରହିଛନ୍ତି ଜମି ମାଲିକ।…

ପୁଣି ମୋବାଇଲ ଟାୱାର ବସାଇବା ନାଁରେ ଠକେଇ, ୫ଜଣଙ୍କୁ ଗିରଫ କଲା ରାଉରକେଲା ସାଇବର ପୋଲିସ

ରାଉରକେଲା: ପୁଣି ମୋବାଇଲ ଟାୱାର ବସାଇବା ନାଁରେ ଠକେଇ। ମୋବାଇଲ ଟାୱାର ଠକେଇ ନେଇ ୫ଜଣଙ୍କୁ ଗିରଫ କରିଛି ରାଉରକେଲା ସାଇବର ଥାନା ପୋଲିସ। ଜିଓ ମୋବାଇଲ ଟାୱାର ବସାଇବା ନାଁରେ ଏମାନେ ଲୋକଙ୍କ ଠାରୁ ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି। ସେମାନଙ୍କ ଠାରୁ ଲାପ୍‌ଟପ, କଂପ୍ୟୁଟର, ମୋବାଇଲ,…

ପୁଣି କରଞ୍ଜିଆରୁ ମୋବାଇଲ ଟାଓ୍ଵାର ଫ୍ରଡ୍‌ ଅଭିଯୋଗ, କୁଲୁନ୍ଦି ଗାଁର ଦୁର୍ଯ୍ୟୋଧନ ବାରିକଙ୍କଠାରୁ ଠକେଇ

ମୟୂରଭଂଜ: ଓଡ଼ିଶାରୁ ଆସାମ । ଲମ୍ବିଛି ମୋବାଇଲ ଫୋନ ଟାୱାର ଠକେଇ ର‍୍ୟାକେଟ ଚେର । ପୁଣି ମୟୂରଭଂଜ ଜିଲ୍ଲା କରଞ୍ଜିଆରୁ ମୋବାଇଲ ଟାଓ୍ଵାର ଫ୍ରଡ୍‌ ଅଭିଯୋଗ । ଯଶୀପୁର କୁଲୁନ୍ଦି ଗାଁର ଦୁର୍ଯ୍ୟୋଧନ ବାରିକଙ୍କଠାରୁ ଠକେଇ ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ମାମଲା ରୁଜୁ କରି…