Below header
Browsing Tag

mohana

ଉପ ଜିଲ୍ଲାପାଳଙ୍କ ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ, ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ଅଯଥା ରାଜନୀତି ବନ୍ଦ କରିବାକୁ…

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ ଶନିବାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଆସିଥିଲେ।  ପ୍ରଥମେ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟାଳୟକୁ ଯାଇ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ନମିତା ପଣ୍ଡାଙ୍କ ସହ…

ପିଲା ପଳାଇଲେ ସ୍କୁଲ ହଷ୍ଟେଲ ଛାଡ଼ି, ଶିକ୍ଷକଙ୍କ ବିରୋଧରେ ଆଣିଲେ ଅଭିଯୋଗ

ମୋହନା (କେନ୍ୟୁଜ୍‌) : ହଷ୍ଟେଲ ଛାଡି ଚାଲି ଚାଲି ଯାଉଥିବା ଦୁଇ ନାବାଳକ ଛାତ୍ରଙ୍କୁ ଉଦ୍ଧାର କଲେ ଏକ୍ରିକୂପା ଗ୍ରାମବାସୀ । ସାର୍‌ ମଦ ପିଇ ମାଡ଼ ମାରିବା ଯୋଗୁଁ ହଷ୍ଟେଲ୍ ଛାଡିଥିବା ଅଭିଯୋଗ କରିଛନ୍ତି ଦୁଇ ଛାତ୍ର । ଏହି ଦୁଇଜଣ ହେଉଛନ୍ତି ଲୁଡୁରୁ ଆଶ୍ରମ ସ୍କୁଲ ଦ୍ଵିତୀୟ ଶ୍ରେଣୀର ଛାତ୍ର…

କାର ସହ ଅଟୋ ଓ ମୋଟର ସାଇକେଲରୁ ବିପୁଳ ଗଞ୍ଜେଇ ଜବତ, ୨ ନାବାଳକ ସହ ୬ ଅଭିଯୁକ୍ତ ଗିରଫ

ମୋହନା(କେନ୍ୟୁଜ୍):  ଗଜପତି ଜ଼ିଲ୍ଲା ମୋହନା ଏବଂ ଅଡବା ପୋଲିସକୁ ମିଳିଛି ବଡ଼ ସଫଳତା। ଉଭୟ ଥାନା ପୋଲିସର ପୃଥକ ପୃଥକ ଚଢ଼ାଉରେ ବିପୁଳ ଗଞ୍ଜେଇ ସହ କାର, ଅଟୋ, ମୋଟର ସାଇକେଲ ଜବତ କରିଛି ପୋଲିସ। ଏହା ସହ ଦୁଇ ନାବାଳକ ସମେତ ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସୂଚନା ପ୍ରକାରେ ଅଡବା ପୋଲିସ…

ମୋହନାରେ ନ୍ୟାସନାଲ ଜୋଗ୍ରାଫିକ୍ ଚ୍ୟାନେଲ ଟିମକୁ ଟିଙ୍କର ଆକ୍ରମଣ, ୭ ଆହତ

ମୋହନା(କେନ୍ୟୁଜ୍):ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବାଘମାରି ଗ୍ରାମ ପଞ୍ଚାୟତ ଶିକୁଳିପଦର ଗ୍ରାମ ଜଙ୍ଗଲରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ଚନ୍ଦ୍ରଗିରି ସଉରା ଉନ୍ନୟନ ସଂସ୍ଥା ତତ୍ୱାବଧାନରେ ନେସନାଲ୍ ଜୋଗ୍ରାଫିକ୍ ଚେନେଲର କିଛି କର୍ମଚାରୀ ଦିଲ୍ଲୀ ରୁ ଆସି…

ଧର୍ମକୁ ନେଇ ସୋସିଆଲ ମିଡିଆରେ କଟୁ ମନ୍ତବ୍ୟ ଦେଇ ଯୁବକ ଗିରଫ

ମୋହନା(କେନ୍ୟୁଜ୍):ଧର୍ମକୁ ନେଇ ସାମାଜିକ ଗଣମାଧ୍ୟମରେ କଟୁ ମନ୍ତବ୍ୟ ଦେବା ସହ ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରୁଥିବା ଅଭିଯୋଗରେ ଯୁବକ ଗିରଫ। ଏନେଇ ଏକ ଅଭିଯୋଗ ପତ୍ର ଆଜି ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ…

ନିଶାଡ଼ି ସ୍ବାମୀର ଉନ୍ମତ୍ତ କାଣ୍ଡ: ସ୍ତ୍ରୀକୁ ପଥର ଉପରେ ଛେଚି କଲା ହତ୍ୟା

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ଭାଲିଆଗଣି ଗ୍ରାମରେ ସ୍ତ୍ରୀ କୁ ପଥର ଉପରେ ଛେଚି ହତ୍ୟା କରିଛି ସ୍ୱାମୀ । ମୃତକ ହେଲେ ସୁକାନ୍ତି ନାୟକ। ସୂଚନା ପ୍ରକାରେ ଗତକାଲି ରାତିରେ କୌଣସି ଘଟଣାକୁ କେନ୍ଦ୍ର କରି ସ୍ୱାମୀ ଭଗବାନ ନାୟକ ଏବଂ ସ୍ତ୍ରୀ ସୁକାନ୍ତି ମଧ୍ୟରେ କଳହ…

ମୋହନା ପଲ୍ଲୀଗଜପତି ଗାଁ ନିକଟରେ କାର୍ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ

ମୋହନା(କେନ୍ୟୁଜ୍):  ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ପଲ୍ଲୀଗଜପତି ଗ୍ରାମ ନିକଟରେ ସୋମବାର ଅପରାହ୍ନ ସମୟରେ ଏକ କାର୍ ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ହେଲେ ଅଡବା ଥାନା ମାଣ୍ଡିମେରା ପଞ୍ଚାୟତ ଅନ୍ତର୍ଗତ…

ଜମି ବିବାଦକୁ ନେଇ ମୋହନାରେ ଗୋଷ୍ଠୀ ସଂଘର୍ଷ : ୨୨ରୁ ଅଧିକ ଆହତ, ୮ ଗୁରୁତର; ଏମକେସିଜି ମେଡ଼ିକାଲରେ ଭର୍ତ୍ତି

ଗଜପତି (କେନ୍ୟୁଜ): ଗଜପତି ଜିଲ୍ଲା ମୋହନା ଥାନା ବାହାଡ଼ା ପଦା ଓ ବିଜିପୁର ଗାଁରେ ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ । ଗୋଷ୍ଠୀ ସଂଘର୍ଷରେ ଦୁଇଟି ଗାଁର ୨୨ରୁ ଉର୍ଦ୍ଧ ବ୍ୟକ୍ତି ଆହତ । ସେଥିରୁ ବିଜିପୁର ଗାଁର ୧୨ ଜଣ ଥିବା ବେଳେ , ବାହାଡ଼ାପଦା ଗାଁର ୧୦ ଜଣ ଅଛନ୍ତି। ଆହତଙ୍କ ମଧ୍ୟରୁ ୮ଜଣଙ୍କ…

ମୋହନାରେ ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୨୨ ଆହତ ଓ ୮ ଗୁରୁତର 

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବାହାଡ଼ା ପଦା ଓ ବିଜିପୁର ଗ୍ରାମ ରେ ଜମି ବିବାଦ କୁ ଗୋଷ୍ଠୀ ସଂଘର୍ଷ । ଏହି ସଂଘର୍ଷ ରେ ଦୁଇ ଗ୍ରାମର  ୨୨ ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଛନ୍ତି । ସେଥିରୁ ବିଜିପୁର ଗ୍ରାମ ର ୧୨ ଜଣ ଥିବା ବେଳେ ବାହାଡ଼ାପଦା ଗ୍ରାମର ୧୦ ଜଣ…

ମୋହନା ଢେପାଲାଞ୍ଜୁ ଗାଁ ନିକଟରେ ଓଲଟିଲା ସ୍କୁଲ ଅଟୋ, ୫ ଛାତ୍ରୀ ଆହତ

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଢେପାଲାଞ୍ଜୁ ଗ୍ରାମ ନିକଟରେ ଏକ ଅଟୋ ଓଲଟି ୫ ଜଣ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଆହତ ହୋଇଛନ୍ତି। ଅଟୋଟି ୧୦ ଜଣ ଛାତ୍ରୀ ଙ୍କୁ ନେଇ ଗୁଣ୍ଡିମା ସ୍ଥିତ ଆଦର୍ଶ ବିଦ୍ୟାଳୟରୁ ମୋହନା ଆସୁଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିବା…

ମୋହନା ପଞ୍ଚାୟତ ସମିତିର ପ୍ରଥମ ବୈଠକ, ଫୋକସ୍ ରେ ରହିଛି ରାଜସ୍ବ ଉପଖଣ୍ଡ ପ୍ରତିଷ୍ଠା

ମୋହନା (କେନ୍ୟୁଜ): ତ୍ରି ସ୍ତରୀୟ ନିର୍ବାଚନ ପରେ ଗଜପତି ଜିଲ୍ଲା ମୋହନା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ମଙ୍ଗଳବାର ପ୍ରଥମ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧକ୍ଷ ରଞ୍ଜୀବ ଶବରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଗଜପତି ଜିଲ୍ଲା ପରିଷଦ ଉପଧକ୍ଷା କୁନ୍ତଳା କୁମାରୀ ମଲ୍ଲିକ,…

ଗଞ୍ଜାମ ଜ଼ିଲ୍ଲା ସୀମାନ୍ତରୁ ଅଟୋ ସହ ଗଞ୍ଜେଇ ଜବତ, ଚାରି ଗିରଫ

ମୋହନା(କେନ୍ୟୁଜ୍): ଗଜପତି - ଗଞ୍ଜାମ ଜ଼ିଲ୍ଲା ସୀମାନ୍ତ କନ୍ଧଗଣି ଛକ ନିକଟରୁ ଏକ ଅଟୋ ନଂ OD 07 AF 2874 ରୁ 81 କେଜି ଗଞ୍ଜେଇ ଜବତ କରିଛି ମୋହନା ପୋଲିସ । ମୋହନା ଥାନା ଏସ୍. ଆଇ ଜୋଛନା ରାୟ ପୋଲିସ କର୍ମଚାରୀ ଙ୍କ ସହ ପେଟ୍ରୋଲିଙ୍ଗ କରିବା ବେଳେ ସନ୍ଦେହ ଜନକ ଅବସ୍ଥା ରେ ଅଟୋ ଟିକୁ…