Browsing Tag

ms dhoni

ଚତୁର୍ଥ ଦିନିକିଆରେ ଧୋନି ନଥିଲେ ବୋଲି ବାରି ହୋଇପଡ଼ିଲା

ଗତକାଲି ମୋହାଲିରେ ଭାରତ ବନାମ ଅଷ୍ଟ୍ରେଲିଆ ଚତୁର୍ଥ ଦିନିକିଆରେ କଙ୍ଗାରୁ ଦଳ ଜିତିଲା । ଗୋଟିଏ ସମୟରେ ଭାରତ ଜିତିବ ବୋଲି ଲାଗୁଥିଲା । ହେଲେ ଯୁବ ବ୍ୟାଟ୍‌ସମ୍ୟାନ୍‌ ଆଷ୍ଟନ୍‌ ଟର୍ଣ୍ଣର ଜୋରଦାର ବ୍ୟାଟିଂ କରି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଲେ । ଆହୁରି ୧୩ଟି ବଲ୍‌ ବାକି ଥାଇ ଅଷ୍ଟ୍ରେଲିଆ…

ପ୍ରଥମେ ଦୌଡାଇଲେ ପରେ ଆଲିଙ୍ଗନ କଲେ , ଫ୍ୟାନଙ୍କ ସହ ମଜାକ୍ କରୁଥବା ମାହିଙ୍କ ଭିଡିଓ ହେଲା ଭାଇରାଲ୍

ଆଗେ ଆଗେ ଧୋନୀ ଆଉ ପଛେ ପଛେ ଫ୍ୟାନ୍ । ପ୍ରଥମେ ଦୌଡାଇଲେ ଆଉ ପରେ ଆଲିଙ୍ଗନ କଲେ । କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଗତକାଲି ନାଗପୁରରେ । ଏହି ଦୃଶ୍ୟ ଆପଣ ବି ଦେଖିଲେ କହିବେ ନିଜ ଫ୍ୟାନଙ୍କ ମନ କେମିତି ଜିଣା ଯାଏ ତାହା ମାହିଙ୍କଠୁ ଅଧିକ କିଏ ବା ଜାଣେ । ଫିଲ୍ଡିଂ ପାଇଁ ଯେତେବେଳେ…

ଅବସର ପରେ ଧୋନୀଙ୍କ ଉପରେ ବର୍ଷିଲେ ଗୌତମ ଗମ୍ଭୀର, କଲେ ବଡ ଖୁଲାସା

କ୍ରିକେଟ୍‌ରୁ ସନ୍ୟାସ ନେଇଛନ୍ତି ଗୌତମ ଗମ୍ଭୀର । କ୍ୟାରିୟରର ଶେଷ ମ୍ୟାଚରେ ଶତକ ହାସଲ କରି ନିଜର ଅବସରକୁ ସ୍ମରଣୀୟ କରିଛନ୍ତି ଗମ୍ଭୀର । ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ଗମ୍ଭୀର ରଣଜୀ ଟ୍ରଫିରେ ଦିଲ୍ଲୀ ପକ୍ଷରୁ ଶେଷ ମ୍ୟାଚ ଖେଳୁଛନ୍ତି । ତେବେ ଆନ୍ତର୍ଜାତିକ…

ଧୋନି ପୁଣି ହେଲେ କ୍ଯାପଟେନ୍, ଅବସରର ୬୯୬ ଦିନ ପରେ ତୁଲାଇଲେ ଅଧିନାୟକ ଦାୟିତ୍ବ

ନୂଆଦିଲ୍ଲୀ : ଅଧିନାୟକ ପଦକୁ ଫେରିଲେ ମହେନ୍ଦ୍ର ସିଂହ ଧୋନି । ପୁଣି ଭାରତୀୟ କ୍ରିକେଟ୍‌ ଟିମ୍‌ର ଦଳପତି ହୋଇଛନ୍ତି । ତେବେ ସବୁଦିନ ପାଇଁ ନୁହେଁ । ଆଜିର ଆଫଗାନିସ୍ତାନ ବିପକ୍ଷ ଏସିଆ କପ୍‌ ମୁକାବିଲାରେ ତାଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇଛି ଟିମ୍‌ ଇଣ୍ଡିଆ । ରୋହିତ ଶର୍ମାଙ୍କୁ ବିଶ୍ରାମ…

“ଏମ୍ ଏସ୍ ଧୋନୀ : ଦ ଅନଟୋଲ୍ଡ ଷ୍ଟୋରୀ” ସିକ୍ବେଲ୍ : ପୁଣି ବଡ ପରଦାରେ ନଜର ଆସିବାକୁ ଯାଉଛନ୍ତି ମାହି !

ମୁମ୍ବାଇ: ମାଷ୍ଟରବ୍ଲାଷ୍ଟର୍ ସଚିନଙ୍କ ପରେ ଦେଶର ସବୁଠୁ ବଡ କ୍ରିକେଟ୍ ସୁପର୍ ଷ୍ଟାର୍ ଏମ୍ ଏସ୍ ଧୋନୀ। କ୍ରିକେଟର ଏବେ ପୁଣି ଥରେ ବଡ ପରଦାରେ ନଜର ଆସିବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ, ଧୋନୀଙ୍କ ଜୀବନି ଉପରେ ଆଧାରିତ ବାୟୋପିକ ’ଏମ୍ ଏସ୍ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀ’ର ସିକ୍ବେଲ ପ୍ରସ୍ତୁତ…