Browsing Tag

ms dhoni

ଆଇପିଏଲ ୨୦୨୩ ସିଜିନ ପୂର୍ବରୁ ଫାର୍ମ ହାଉସରେ ସମୟ ବିତାଉଛନ୍ତି ଏମଏସ ଧୋନି ଏବଂ କେଦାର ଯାଦବ, ଫଟୋ ହେଉଛି ଭାଇରଲ

କେନ୍ୟୁଜ୍‌ : ଆଇପିଏଲ ୨୦୨୩ ସିଜିନରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପଟେନ ଏମଏସ୍‌ଡି ପୁଣି ଥରେ ଚେନାଇ ସୁପର କିଙ୍ଗ୍‌ସର ମଙ୍ଗ ଧରିବାକୁ ଯାଉଛନ୍ତି । ଏବେ ଆଇପିଏଲ ଆରମ୍ଭ ହେବାର ବହୁତ ଦିନ ବାକି ଥିବା ବେଳେ ଏବେ ସାଙ୍ଗମାନଙ୍କ ସହିତ ଫାର୍ମ ହାଉସରେ ସମୟ ବିତାଉଛନ୍ତି । ଏବେ…

ଟି-୨୦ କ୍ରିକେଟକୁ ଫେରୁଛନ୍ତି କ୍ୟାପଟେନ କୁଲ୍‌, ଦ୍ରାବିଡଙ୍କ ଉପରୁ ଚାପ କୋହଳ ପାଇଁ ବିସିସିଆଇ ଦେଇପାରେ ବଡ ଦାୟିତ୍ୱ

ଆଇସିସି ଟି-୨୦ ବିଶ୍ୱକପ ସେମିଫାଇନାଲରୁ ଭାରତ ବାଦ୍‌ ପଡିବା ପରେ ବିସିସିଆଇ ଆକ୍ସନ ମୋଡରେ ରହିଛି। ଆଉ ଏଥିପାଇଁ ଖୁବଶୀଘ୍ର ଡ୍ରେସିଂ ରୁମରେ କ୍ୟାପଟେନ କୁଲ୍‌ ମହେନ୍ଦ୍ର ସିଂ ଧୋନିଙ୍କୁ ପୁଣିଥରେ ଦେଖିବାକୁ ମିଳିପାରେ। ଯାହାର ଯୋଜନା କରୁଛି ବିସିସିଆଇ । ରିପୋର୍ଟ ମୁତାବକ, ବିସିସିଆଇ ଟି-୨୦…

ଆଇପିଏସ୍‌ ଅଧିକାରୀଙ୍କ ବିରୋଧରେ କୋର୍ଟ ଗଲେ ମହେନ୍ଦ୍ର ସିଂ ଧୋନି, ୧୦୦ କୋଟି ଜରିମାନା କଲେ ଦାବି

ଆଇପିଏସ ଅଧିକାରୀଙ୍କ ବିରୋଧରେ କୋର୍ଟ ଗଲେ ମହେନ୍ଦ୍ର ସିଂ ଧୋନି । ଆଇପିଏସ ସମ୍ପତ କୁମାରଙ୍କ ବିରୋଧରେ ମାନହାନି ମାମଲା ଦାୟର କରି ମାଦ୍ରାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହି ମାମଲାରେ ୨୦୧୩ରେ ଆଇପିଏଲରେ ହୋଇଥିବା ମ୍ୟାଚ୍‌ ଫିକ୍ସିଂ ଏବଂ ସଟ୍ଟାବାଜି ସହିତ ଜଡିତ। ଆଉ ଧୋନିଙ୍କ ଏହି…

ଧୋନି ଲଞ୍ଚ କଲେ ମେଡ ଇନ୍‌ ଇଣ୍ଡିଆ ଡ୍ରୋନ୍‌ ‘Droni’, ଫସଲ ଉପରେ କରିପାରିବ କୀଟନାଶକ ସିଞ୍ଚନ

ଭାରତୀୟ କ୍ରିକେଟ ଜଗତର କୁଲ୍‌ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି କ୍ରିକେଟ ଜଗତରୁ ବ୍ରେକ ନେଇ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି ମାରିଛନ୍ତି। ଆଉ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି ମାରିବା ପରେ ଧୋନି କ୍ୱାଡକାପ୍ଟର କଞ୍ଜ୍ୟୁମର କ୍ୟାମେରା ଡ୍ରୋନ୍ ଲଞ୍ଚ କରିଛନ୍ତି, ଯାହାର ନାମ ‘ Droni ’…

ଧୋନିଙ୍କ ନାଁରେ ଅଭିଯୋଗ ଆଣିଲେ ବୋଲର ଈଶ୍ୱର ପାଣ୍ଡେ, କହିଲେ ‘ଧୋନିଙ୍କ ଯୋଗୁଁ ମୋ କ୍ୟାରିଅର ନଷ୍ଟ’

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନାମରେ ଅଭିଯୋଗ ଆଣିଲେ ବୋଲର ଈଶ୍ୱର ପାଣ୍ଡେ। ଧୋନିଙ୍କ ଯୋଗୁଁ ତାଙ୍କ କ୍ୟାରିଅର ବରବାଦ ହୋଇଛି ବୋଲି ଈଶ୍ୱର ଅଭିଯୋଗ କରିଛନ୍ତି । ନିକଟରେ ଈଶ୍ୱର ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ଖବର ମୁତାବକ, ନିକଟରେ…

ଏସିଆ କପ୍‌ ୨୦୨୨ ଟାଇଟଲ ହାତେଇବାର ସମସ୍ତ ଶ୍ରେୟ ଧୋନିଙ୍କୁ ଦେଲା ଶ୍ରୀଲଙ୍କା ଟିମ୍‌, ଶ୍ରୀଲଙ୍କା ଅଧିନାୟକଙ୍କ ବଡ…

ଏସିଆ କପ୍‌ ୨୦୨୨ରେ ଫାଇନାଲ ମ୍ୟାଚ୍‌ ବାଜିନେଇଛି ଶ୍ରୀଲଙ୍କା। ପାକିସ୍ତାନକୁ ୨୩ରନରେ ହରାଇ ଶ୍ରୀଲଙ୍କା ଏହି ଟାଇଟଲ ହାସିଲ କରିଛି। ଫାଇନାଲ ମ୍ୟାଚ୍‌ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଶ୍ରୀଲଙ୍କା ୬ ଥର ପାଇଁ ଏସିଆ କପ୍‌ ଟାଇଟଲ ବିଜୟୀ ହୋଇଛି। ଶ୍ରୀଲଙ୍କା…

‘ଟେଷ୍ଟ ଅଧିନାୟକ ପଦ ଛାଡିବା ବେଳେ ମୋତେ କେବଳ ଧୋନି ହିଁ ମେସେଜ କରିଥିଲେ’ : ବିରାଟ କୋହଲି

ଏସିଆ କପ୍‌ ୨୦୨୨ ରେ ସୁପର ୪ ମ୍ୟାଚରେ ପାକିସ୍ତାନ ଠାରୁ ୫ ଓ୍ଵିକେଟରେ ପରାଜୟ ହୋଇଛି ଭାରତ। ଏହି ସିଜିନରେ ଟିମ୍‌ ଇଣ୍ଡିଆ ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜର ପୁରୁଣା ଲକ୍ଷ୍ୟ ହାସଲ କରିଛନ୍ତି। ରବିବାର ଦିନ କୋହଲି ଟୁର୍ଣ୍ଣାମେଣ୍ଟରେ ନିଜର ତୃତୀୟ ମ୍ୟାଚ୍‌ ଖେଳିଥିଲେ ଏବଂ ଲଗାତାର…

ଏସିଆ କପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା: ରାହୁଲ କରୋନା ସଂକ୍ରମିତ, ଧୋନୀ ନେଇପାରନ୍ତି ଦାୟିତ୍ୱ !

ଏସିଆ କପ୍ ପୂର୍ବରୁ ଭାରତୀୟ ଟିମକୁ ଲାଗିଛି ବଡ଼ ଝଟକା। ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କରୋନା ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ସେ ଭାରତୀୟ ଟିମ୍ ସହିତ ଏସିଆ କପ୍ ପାଇଁ ଗସ୍ତ କରିପାରିବେ କିମ୍ବା ନାହିଁ ଏହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏଥିପାଇଁ ଧୋନୀ ପ୍ରସ୍ତୁତ…

ଇନଷ୍ଟାଗ୍ରାମ ଲାଇଭ୍‌ରେ ଆସିଲେ ପନ୍ତ- ରୋହିତ- ସୂର୍ଯ୍ୟକୁମାର ଏବଂ ଚହଲ, ପନ୍ତ କହିଲେ ‘ମାହି ଭାଇଙ୍କୁ ଟିକେ ରଖ’

ଟିମ୍ ଇଣ୍ଡିଆର ୱିକେଟ୍ କିପର ଏବଂ ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ମଙ୍ଗଳବାର ଦିନ ଇନଷ୍ଟାଗ୍ରାମରେ ଏକ ଧମାଲ କରିଛନ୍ତି। ରିଷଭ ତାଙ୍କ ଇନଷ୍ଟାଗ୍ରାମରେ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାରଙ୍କ ସମେତ ଅନେକ ଷ୍ଟାର କ୍ରିକେଟ୍ରଙ୍କ ସହ ମିଶି ଲାଇଭ୍ କରିଥିଲେ। କେବଳ ଏତିକି ନୁହେଁ ମହେନ୍ଦ୍ର ସିଂ…

ମହେନ୍ଦ୍ର ସିଂ ଧୋନିଙ୍କୁ ନୋଟିସ ପଠାଇଲେ ସୁପ୍ରିମକୋର୍ଟ, ଆମ୍ରପାଲୀ ଗ୍ରୁପ ଠାରୁ ଧୋନି ପାଇବେ ୧୫୦ କୋଟି ଟଙ୍କା

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଆମ୍ରପଲୀ ଗ୍ରୁପ ଏବଂ ଧୋନିଙ୍କ ମଧ୍ୟରେ ଚାଲିଥିବା ଅର୍ଥ ନେଣଦେଣ ମାମଲା ହାଇକୋର୍ଟରୁ ଯାଇ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ସୋମବାର ଏହା ଉପରେ ସର୍ବୋଚ୍ଚ ଶୁଣାଣି…

ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମରେ ପହଞ୍ଚିଲେ କ୍ୟାପଟେନ କୁଲ୍‌, BCCI ସେୟାର କଲା ଫଟୋ

ଏଜବାଷ୍ଟନରେ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଟି-୨୦ ମ୍ୟାଚ ଜିତିସାରିଛି। ଏହି ମ୍ୟାଚ ଜିତି ଟିମ୍‌ ଇଣ୍ଡିଆ ସିରିଜ ବିଜୟ କରିସାରିଛି। ଏହାପରେ ଆଜି ୩ୟ ଟି-୨୦ ଖେଳି କ୍ଲିନ୍‌ ସୁଇପ ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ। ଏହା ମଧ୍ୟରେ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମରେ ପହଞ୍ଚିଛନ୍ତି କ୍ୟାପଟେନ କୁଲ୍‌…

୪୧ ବର୍ଷ ବୟସରେ ପାଦ ଦେଲେ ମହେନ୍ଦ୍ର ସିଂହ ଧୋନି, ଜାଣନ୍ତୁ ତାଙ୍କ ସହ ଜଡିତ କିଛି ଖାସ୍ କଥା

ଭାରତୀୟ କ୍ରିକେଟ ଟିମ୍‌ ପୂର୍ବତନ ଅଧିନାୟକ, ଦେଶର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓରଫ ମାହି । ଆଜି ସେ ୪୧ ବର୍ଷ ବୟସରେ ପାଦ ଥାପିଛନ୍ତି । ଗତକାଲି ଠାରୁ ତାଙ୍କୁ ପ୍ରଶଂସକ ଓ କ୍ରିକେଟପ୍ରେମୀ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । କିନ୍ତୁ ଧୋନୀ ଏଥର ଜନ୍ମଦିନରେ କିଛି ନୂଆ…