Below header
Browsing Tag

murder in odisha

ମହିଳାଙ୍କୁ ହତ୍ୟା ! ଶାଢୀରେ ପଥର ବାନ୍ଧି ପୋଖରୀ ଭିତରକୁ ଫିଙ୍ଗିଦେଲେ ଦୁର୍ବୃତ୍ତ

କରଞ୍ଜିଆ(କେନ୍ୟୁଜ୍): ଅଜଣା ମହିଳାଙ୍କୁ ହତ୍ୟା ପରେ ଶାଢୀରେ ପଥର ବାନ୍ଧି ଏକ ପୋଖରୀ ଭିତରକୁ ଫିଙ୍ଗିଦେଲେ ଦୁର୍ବୃତ୍ତ। ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ହାଣ୍ଡିପୁହାଁଣ ଗାଁର ଜଙ୍ଗଲ ନିକଟରେ ଥିବା ଏକ ପୋଖରୀରେ ମୃତଦେହକୁ ଭାସୁଥିବା ଦେଖିବାକୁ ମିଳିଛି। ଏନେଇ ଜାଣିବାପରେ  ଗାଁ ଲୋକେ ସଙ୍ଗେ…

କୋଇଡା କୁଲା ଗାଁରେ ଚାଞ୍ଚଲ୍ୟ! ୩ ଶିଶୁଙ୍କୁ ନିର୍ମମ ହତ୍ୟା କରି କୂଅରେ ଫୋପାଡ଼ି ଦେଲା କଂସେଇ ବାପା

କୋଇଡ଼ା(କେନ୍ୟୁଜ): ଜନ୍ମଦାତା ସାଜିଲା ସୈତାନ। ୩ ଛୁଆଙ୍କୁ ମାରି କୂଅରେ ଫିଙ୍ଗିଦେଲା ବାପା। ଅତି ନିର୍ମମ ଭାବେ ଛୁଆଙ୍କୁ ଫିଙ୍ଗି ଦେଇ ହତ୍ୟା କରିଛି। ସୁନ୍ଦରଗଡ଼ କୋଇଡ଼ା ଥାନା କୁଲାମୁଣ୍ଡା ବସ୍ତିରେ ଚାଞ୍ଚଲ୍ୟ। ହତ୍ୟା ପରେ ଅଭିଯୁକ୍ତ ବାପା ପାଣ୍ଡୁ ମୁଣ୍ଡା ଫେରାର ହୋଇଯାଇଛି। ମୃତକ…

ଚୌଦ୍ୱାର ବାଣିପଦା ପଞ୍ଚାୟତରେ ମଦ କାରବାରକୁ ନେଇ ହତ୍ୟାକାଣ୍ଡ

ଚୌଦ୍ୱାର: ମଦ କାରବାରକୁ ନେଇ ହତ୍ୟାକାଣ୍ଡ। କଟକ ଜିଲ୍ଲା ଚୌଦ୍ୱାର ଥାନା ବାଣିପଦା ପଞ୍ଚାୟତରେ ଘଟିଛି ଏହି ହତ୍ୟାକାଣ୍ଡ। ମଦ ବ୍ୟବସାୟକୁ ନେଇ ସରୋଜ ସାମଲ ଓ ମଣ୍ଟୁ ସାମଲ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା। ତେବେ ଗତକାଲି ବିଳମ୍ବିତ ରାତିରରେ ଉଭୟଙ୍କ ମଧ୍ୟରେ ଜୋରଦାର…

ପାରିବାରିକ କଳହର ଉଗ୍ର ରୂପ, ଢ଼େଙ୍କାନାଳ ଖୁଣ୍ଟଉଝୁରୀ ଗାଁରେ ଦିଅରର କଟୁରୀ ଚୋଟରେ ଭାଉଜର ମୃତ୍ୟୁ

ଢ଼େଙ୍କାନାଳ: ଦିଅରର କଟୁରୀ ଚୋଟରେ ଭାଉଜଙ୍କ ମୃତ୍ୟୁ । ମୃତକ ହେଲେ ଢ଼େଙ୍କାନାଳ ସଦର ଥାନା ଖୁଣ୍ଟଉଝୁରୀ ଗାଁର ତୁଳସୀ ବେହେରା । ପାରିବାରିକ କଳହକୁ କେନ୍ଦ୍ର କରି ସୁରେଶ ବେହେରା ଏକ କଟୁରୀରେ ତାଙ୍କ ଭାଉଜଙ୍କୁ ଆକ୍ରମଣ କରିଥିଲା । ଅଭିଯୁକ୍ତକୁ ପୋଲିସ ଅଟକ ରଖି ତଦନ୍ତ ଚଲାଇଛି ।

ସମ୍ବଲପୁର ତାଳବଣିଆ ଗାଁରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ସମ୍ବଲପୁର: ଗାଁ ଦାଣ୍ଡରେ ହତ୍ୟା। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ସେଲେଭେଟା ପଞ୍ଚାୟତ ତାଳବଣିଆ ଗାଁରେ ଘଟିଛି ହତ୍ୟାକାଣ୍ଡ। ମୃତକ ଦୁଷ୍ମନ୍ତ ଦେହୁରୀ। ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦୁଷ୍ମନ୍ତ ମଦ ପିଇ ଲୋକଙ୍କୁ ଗଳିଗୁଲଜ କରିଥାଏ। ଏନେଇ ଗାଁର…

ବଣାଇରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା, କୂଅ ଭିତରେ ପଡ଼ିଛି ମୃତଦେହ

ସୁନ୍ଦରଗଡ଼(କେନ୍ୟୁଜ୍) : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ମାଆ ଓ ଚାରି ଛୁଆଙ୍କୁ ନିର୍ମମ ହତ୍ୟା ଅଭିଯୋଗ । ସାନଇନ୍ଦୁପୁର ଗାଁ କୂଅ ଭିତରୁ ମୃତଦେହ ଉଦ୍ଧାର କାର‌୍ୟ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । । ମୃତ ମହିଳାଙ୍କ ସ୍ୱାମୀ ଘରେ ନଥିବା ବେଳେ ଏଭଳି…