ଡ୍ରାଇଭରଙ୍କ ଭୁଲ୍ ଯୋଗୁଁ ଚାଲିଗଲା ୩ ଜୀବନ, ୩୫ ଜଣ ଆହତ
ରାଜସ୍ଥାନ : ଗତକାଲି ବିଳମ୍ବିତ ରାତିରେ ରାଜସ୍ଥାନ କୋଟାର ନ୍ୟାସନାଲ ହାଇୱେରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩୫ ଜଣ ଆହତ ହୋଇଛନ୍ତି । କୋଟା ବାଇପାସର ହରେ କୃଷ୍ଣ ମନ୍ଦିର ନିକଟରେ ଏକ ଦ୍ରୁତଗାମୀ ସ୍ଲିପର କୋଚ୍ ବସ୍…