Browsing Tag

Neet exam

ମାର୍ଚ୍ଚ ୧୨ରେ ନିଟ୍‌ ପିଜି ପରୀକ୍ଷା, NBE ୱେବସାଇଟ୍‌ରେ ମିଳିଲା ସୂଚନା

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ମାର୍ଚ୍ଚ ୧୨ରେ ୨୦୨୨ ପାଇଁ ନିଟ୍‌ ପିଜି ପରୀକ୍ଷା। ଏନେଇ NBE ୱେବସାଇଟ୍‌ରେ ସୂଚନା ଦିଆଯାଇଛି। ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହୋଇଛି ରେଜିଷ୍ଟ୍ରେସନ୍‌। ଆସନ୍ତା ଫେବ୍ରୁଆରୀ ୪ ତାରିଖରେ ସରିବ। ଛାତ୍ରଛାତ୍ରୀମାନେ nbe.edu.in and natboard.edu.inରେ…

ବଢ଼ିଲା NEET ୨୦୨୧ ପାଇଁ ଆବେଦନର ଶେଷ ତାରିଖ, ଏବେ ଏହି ଦିନ ଯାଏଁ କରିପାରିବେ ଆପ୍ଲାଏ

ବଢ଼ିଲା NEET ୨୦୨୧ ପଞ୍ଜିକରଣର ଶେଷ ତାରିଖ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(NTA) ନିଟ୍‌ ୨୦୨୧ର ପଞ୍ଜିକରଣ ତାରିଖ ବୃଦ୍ଧି କରିଛି। ଏବେ ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ ପାଇଁ ଆବେଦନ କରିବାର ଶେଷ ତାରିଖ ୧୦ ଅଗଷ୍ଟ, ୨୦୨୧ ସନ୍ଧ୍ୟା ୫ଟା ଯାଏଁ ବଢ଼ାଇ ଦିଆଯାଇଛି। ଇଚ୍ଛୁକ ତଥା…

ଆଜି ସର୍ବଭାରତୀୟ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା NEET

ଆଜି ସର୍ବଭାରତୀୟ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା NEET । କୋଭିଡ୍‌ ୧୯ କଟକଣା ଭିତରେ ହେବ ପରୀକ୍ଷା । ଏଥିପାଇଁ ଭୁବନେଶ୍ୱର, କଟକ,ସମ୍ବଲପୁର, ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା ଓ ଅନୁଗୁଳରେ ହୋଇଛି ମୋଟ୍‌ ୮୪ଟି ସେଣ୍ଟର । ୩୭ ହଜାର ୪୫୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷାର୍ଥୀଙ୍କ…

NEET ପରୀକ୍ଷା ଦେବେନି ପଜିଟିଭ୍ ଛାତ୍ରଛାତ୍ରୀ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ନୂଆ SOP ଜାରି

ଆଜି ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା NEET। ଓଡ଼ିଶାରେ ୮୪ ସେଣ୍ଟର, ୩୭ ହଜାରରୁ ଅଧିକ ପରୀକ୍ଷାର୍ଥୀ। ସମସ୍ତ ଛାତ୍ରଛାତ୍ରୀଙ୍କ ହେବ ଥର୍ମାଲ ସ୍କ୍ରିନିଂ। ପଜିଟିଭ୍‌ ଛାତ୍ରଛାତ୍ରୀଙ୍କୁ ହଲ୍‌କୁ ଏଣ୍ଟି୍ ମନା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ନୂଆ SOP ଜାରି ହୋଇଛି ।…

ଧାର୍ଯ୍ୟ ତାରିଖରେ ହେବ NEET ପ୍ରବେଶିକା, ଆସନ୍ତା ୧୩ ରେ ୧୫ ଲକ୍ଷରୁ ଅଧିକ ଆଶାୟୀ ଦେବେ ପରୀକ୍ଷା

ନୂଆଦିଲ୍ଲୀ: ଉଚ୍ଚତମ ନ୍ୟାୟାଳୟ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା "ନିଟ " ପରୀକ୍ଷା ରଦ୍ଦ କିମ୍ବା ସ୍ଥଗିତ କରିବାକୁ ନେଇ ପ୍ରତିପକ୍ଷଙ୍କ ପକ୍ଷରୁ କରାଯାଇଥିବା ସମସ୍ତ ଯାଚିକା ଗୁଡିକର ଶୁଣାଣି କରିବାକୁ ଖଣ୍ଡନ କରି ଦେଇଛନ୍ତି । ଦେଶବ୍ୟାପୀ ଇଂଜିନିୟରିଙ୍ଗ…

ଶେଷ ହେଲା ଛାତ୍ରଛାତ୍ରୀଙ୍କ ଅପେକ୍ଷା, ମେ ୫ରେ ହେବ JEE ମେନ୍ ଏବଂ NEET ପରୀକ୍ଷାର ଘୋଷଣା

ଇଞ୍ଜିନିୟରିଂ ଏବଂ ମେଡିକାଲରେ ନାମ ଲେଖାଉଥିବା ଛାତ୍ରଛାତ୍ରୀମାନେ କରୋନା ପାଇଁ ଦେଶରେ ଲଗାଯାଇଥିବା ଲକଡାଉନ ଯୋଗୁଁ ଅସନ୍ତୋଷ ପ୍ରକାଶ କରିଛନ୍ତି । JEE ମେନ୍ ଏବଂ NEET ପରୀକ୍ଷା କେବେ ହେବ ସେନେଇ ଛାତ୍ରଛାତ୍ରୀମାନେ ଚିନ୍ତାରେ । ଛାତ୍ର ଏବଂ ଅଭିଭାବକମାନଙ୍କ ପାଇଁ ଏହି ଅପେକ୍ଷା ଆସନ୍ତା 5…