Browsing Tag

neha dhupia

ଦ୍ୱିତୀୟ ଥର ପାଇଁ ମା’ ହେଲେ ନେହା ଧୁପିଆ, ଦେଲେ ପୁତ୍ର ସନ୍ତାନ ଜନ୍ମ; ସ୍ୱାମୀ ସେୟାର କଲେ ଫଟୋ

ଦ୍ୱିତୀୟ ଥର ପାଇଁ ମା’ ହେଲେ ବଲିଉଡ୍‌ ଅଭିନେତ୍ରୀ ନେହା ଧୁପିଆ। ସେ ଏକ ପୁତ୍ର ଜନ୍ମ ଦେଇଛନ୍ତି। ତାଙ୍କ ସ୍ୱାମୀ ଅଙ୍ଗଦ ବେଦୀ ସୋସିଆଲ ମିଡିଆରେ ଫଟୋ ସେୟାର କରି ଏହି ଖୁସି ଖବର ଦେଇଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ନେହାଙ୍କର ଏକ ଝିଅ ଅଛି, ଯାହାର ନାଁ ମେହେର। ଅଙ୍ଗଦ ବେଦୀ ନେହା…

ନେହା ଧୂପିଆଙ୍କୁ ମିଳିଲା ସରପ୍ରାଇଜ୍‌ ବେବି ଶାଓ୍ଵର, ଜଲ୍‌ଦି ହିଁ ଆସିବାକୁ ଯାଉଛି ଦ୍ୱିତୀୟ ଅତିଥି

ବଲିଉଡ୍‌ ଅଭିନେତ୍ରୀ ନେହା ଧୂପିଆ ପୁଣିଥରେ ମା’ ହେବାକୁ ଯାଉଛନ୍ତି। ଏହି ମଉକାରେ ନେହାଙ୍କୁ ତାଙ୍କ ସାଙ୍ଗମାନେ ସରପ୍ରାଇଜ୍‌ ବେବି ଶାଓ୍ଵର ଭେଟି ଦେଇଛନ୍ତି। ଅଭିନେତ୍ରୀ ସୋହା ଅଲ୍ଲୀ ଖାନ ଓ ତାଙ୍କର ବାକି ସାଙ୍ଗମାନ ନେହାଙ୍କ ପାଇଁ ବେବି ଶାଓ୍ଵରର ବନ୍ଦୋବସ୍ତ କରିଥିଲେ। ଏହି ସମୟରେ ନେହା…

ନା’ କେହି ମାନୁଛନ୍ତି କରୋନା ନିୟମ ନା’ ପିନ୍ଧୁଛନ୍ତି ମାସ୍କ, ଦିଲ୍ଲୀ ଏୟାରପୋର୍ଟର ଦୃଶ୍ୟ ସେୟାର କଲେ ନେହା ଧୁପିଆ

ପୁଣିଥରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। କରୋନା ଟିକା ଆସିସାରିଥିଲେ ମଧ୍ୟ ସଂକ୍ରମଣ କମିବାର ନାଁ ଧରୁନି। ଏଣୁ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ଉପରେ ଗୁରୁତ୍ୱ…

ଏୟାରପୋର୍ଟରେ ନେହା ଧୂପିଆ ଓ ଅଙ୍ଗଦ ବେଦୀ ଦେଖାଇଲେ ଝିଅର ପ୍ରଥମ ଝଲକ୍‌, ଦେଖନ୍ତୁ ଫଟୋ

ବଲିଉଡ୍‌ ଅଭିନେତ୍ରୀ ନେହା ଧୂପିଆ ପ୍ରଥମ ଥର ଝିଅ ମେହର ସହିତ ନଜର ଆସିଛନ୍ତି। ଝିଅ ଏବଂ ସ୍ୱାମୀ ଅଙ୍ଗଦ ବେଦୀଙ୍କ ସହ ସେ ଏୟାରପୋର୍ଟରେ ସ୍ପଟ୍‌ ହୋଇଛନ୍ତି। ନିଜର ବୋଲ୍ଡ ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ନେହା ଝିଅର ହାତ ଧରି ଏୟାରପୋର୍ଟରୁ ବାହାରକୁ ଆସୁଥିବା ଦେଖିବାକୁ…