୪୧ ବର୍ଷ ପାଦ ଦେଲେ ରାଣା ଦଗ୍ଗୁବତୀ, ୧୫ ବର୍ଷରେ ହେଲେ ଫିଲ୍ମ ଜଗତର ସୁପରଷ୍ଟାର
ବାହୁବଳୀ ଖଳନାୟକ ଭଲ୍ଲାଲଦେବ ଭୂମିକାରେ ଅଭିନୟ କରି ସାରା ଦେଶରେ ଷ୍ଟାର ପାଲଟିଥିବା ରାଣା ଦଗ୍ଗୁବତୀଙ୍କୁ ଆଜି ୪୧ ବର୍ଷରେ ପାଦ ଦେଇଛନ୍ତି । ଜନ୍ମଦିନର ଏହି ବିଶେଷ ଅବସରରେ ଫ୍ୟାନ୍ସମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ୧୫ ବର୍ଷର କ୍ୟାରିୟରରେ ରାଣା ଦଗ୍ଗୁବତୀ ଫିଲ୍ମ ଜଗତରେ ନିଜର ଏକ…