Browsing Tag

new born rescued

ପୁଣି ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ମାଲକାନଗିରି(କେନ୍ୟୁଜ୍): ପୁଣି ଅଲୋଡ଼ା ଶିଶୁକନ୍ୟା । ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହେଲା ନବଜାତ । ମାଲକାନଗିରି ସଦର ମହକୁମାର ତଳସାହିଠାରେ ଏକ ଖତ ଗଦାରୁ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ । ଶିଶୁଟିକୁ କେହି ଜରି ବସ୍ତା ଭିତରେ ପୁରାଇ ଫିଙ୍ଗିଦେଇଥିଲେ । ଆଜି ଭୋରୁ…

ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା, ବୁଦା ମୂଳରୁ ହେଲା ଉଦ୍ଧାର

ରାଇରଙ୍ଗପୁର(କେନ୍ଯୁଜ୍): ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ବୁଦା ମୂଳରୁ ନବଜାତ ଶିଶୁ କନ୍ୟା ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ତାମୁଡ଼ିଆ ଗାଁର ଜଣଙ୍କ ବାଡ଼ି ପଛପଟ ବୁଦାରୁ ଶିଶୁକନ୍ୟାଟି ଉଦ୍ଧାର ହୋଇଛି । ଶିଶୁଟିର କାନ୍ଦ ଶୁଣି ଆଶା କର୍ମୀଙ୍କୁ ଖବର ଦେଇଥିଲେ…

ଉମରକୋଟରେ ଅଭାବନୀୟ ଘଟଣା: ପରିତ୍ୟକ୍ତ ଅଳିଆ ଗଦାରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

ଉମରକୋଟ: ପରିତ୍ୟକ୍ତ ଅଳିଆ ଗଦାରୁ ଏକ ନବଜାତ ଶିଶୁ ପୁତ୍ର ଉଦ୍ଧାର। ଉମରକୋଟ ପୌରାଞ୍ଚଳରେ ଥିବା ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପଛପଟେ ଥିବା ଶିକ୍ଷକ କଲୋନୀ ନିକଟରେ ଦେଖିବାକୁ ମିଳିଛି। ନବଜାତ ଶିଶୁପୁତ୍ରକୁ କେହି ନିକଟସ୍ଥ ଏକ ଅଳିଆ ଗଦାରେ ଫିଙ୍ଗି ଚାଲି ଯାଇଥିଲେ। କିଛି ସମୟ ପରେ ଜଣେ…

କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାର ଶିଶୁ ଝୁଲଣ କେନ୍ଦ୍ରରୁ ଦିନକର ଶିଶୁ କନ୍ୟା ଉଦ୍ଧାର

କୁଚିଣ୍ଡା : ପୁଣି ଅଲୋଡା ହେଲା ଶିଶୁ କନ୍ଯା । ବାରମ୍ବାର ସଚେତନ ପରେ ବି ଅବୁଝା ଏହି ସମାଜ। ୧୦ ମାସ ଗର୍ଭରେ ରଖି ଜନ୍ମ କରିବା ପରେ ବି, ଝିଅ ବୋଲି ଛାଡି ଚାଲି ଯାଉଛନ୍ତି ବାପା ମା । କଣ ବା ଦୋଷ ଏଇ ଅବୋଧ ଶିଶୁଟିର। ପୁଣି ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୁଚିଣ୍ଡା ଉପଖଣ୍ଡ…

ଘଟଗାଁ ମଣତା ଗାଁ କୁମୁଟିଆ ନାଳ ନିକଟରୁ ନବଜାତ କନ୍ୟା ଉଦ୍ଧାର, ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

କେନ୍ଦୁଝର: କେନ୍ଦୁଝରର ଘଟଗାଁ ଥାନା ମଣତା ଗାଁ କୁମୁଟିଆ ନାଳ ନିକଟରୁ ନବଜାତ କନ୍ୟା ଉଦ୍ଧାର । ଆଜି ସକାଳେ ଗାଁ ଲୋକେ ନାଳକୁ ଗାଧୋଇବାକୁ ଯାଇଥିବା ବେଳେ କାନ୍ଦ ଶୁଣି ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ । ପରେ ତାକୁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ତାକୁ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର…