Below header
Browsing Tag

new delhi

ଭିଟା ମାଟିକୁ ଫେରିଲେ ପ୍ରବାସୀ ଓଡିଆ, ନୁଆଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଁଚିଲା ପ୍ରବାସୀ ଓଡ଼ିଆଙ୍କ ସ୍ୱତନ୍ତ୍ର…

କେନ୍ୟୁଜ୍ (ବ୍ୟୁରୋ): ଭୁବନେଶ୍ୱରରେ ପହଁଚିଲା ନୁଆ ଦିଲ୍ଲୀ ରୁ ଆସୁଥିବା ସ୍ୱତନ୍ତ୍ର ଟ୍ରେନ ।  ପ୍ରବାସୀ ଓଡ଼ିଆଙ୍କୁ ନେଇ ୧୮ଟି ବଗି ବିଶିଷ୍ଟ ଟ୍ରେନ ରାଜଧାନୀ  ଭୁବନେଶ୍ବରରେ ପହଁଚିଲା। ପ୍ଲଟଫର୍ମ ନମ୍ବର ୧ରେ ଓହ୍ଲାଇଛନ୍ତି ୫୬୬ ଜଣ ଯାତ୍ରୀ । ୧୫୦୩ ଜଣ ପଞ୍ଜିକୃତ କରିଥିଲେ। ୭ଟି ସ୍ଥାନରେ…

କାହିଁକି ମଦୁଆଙ୍କ ଉପରେ ପୁଷ୍ପ ବୃଷ୍ଟି କଲେ ଏହି ବ୍ୟକ୍ତି, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

ଦେଶ ରାଜଧାନୀ ଦିଲ୍ଲୀରେ ଆଜି ଠାରୁ ମଦ ଦର ୭୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଦିଲ୍ଲୀ ସରକାର ମଦ ବିକ୍ରି ଉପରେ "ସ୍ପେଶାଲ କରୋନା ଟ୍ୟାକ୍ସ" ଆଦାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । କ୍ୟାବିନେଟ ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି ।…

ଦୁଇ ଦିନ ପାଇଁ ନୂଆଦିଲ୍ଲୀ ସ୍ଥିିତ ନୀତି ଆୟୋଗ ଅଫିସ୍‌ ସିଲ୍‌, ଜଣେ ଅଫିସର କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ…

ନୂଆଦିଲ୍ଲୀ: ଦୁଇ ଦିନ ପାଇଁ ନୂଆଦିଲ୍ଲୀ ସ୍ଥିିତ ନୀତି ଆୟୋଗ ଅଫିସ୍‌ ସିଲ୍‌ । ନୀତି ଆୟୋଗର ଜଣେ ଅଫିସର କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଅଫିସ୍‌କୁ ସିଲ୍‌ କରାଯାଇଛି । ଆବଶ୍ୟକ ପ୍ରୋଟୋକଲ୍‌ ଅନୁସରଣ କରାଯିବ । ଏହା ସହ ଦୁଇ ଦିନ ଭିତରେ ଅଫିସ୍‌କୁ ବିଶୋଧନୀକରଣ କରାଯିବ ।

ଆସନ୍ତାକାଲି ଠାରୁ ଦିଲ୍ଲୀରେ କୋହଳ ହେବନି ଲକ୍‌ଡାଉନ୍‌ କଟକଣା: ଅରବିନ୍ଦ କେଜରିଓ୍ଵାଲ

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀରେ କୋହଳ ହେବନି ଲକ୍‌ଡାଉନ୍‌ କଟକଣା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ କହିଛନ୍ତି, ଦିଲ୍ଲୀରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ହେଲେ ଦିଲ୍ଲୀରେ ସ୍ଥିତି ନିୟନ୍ତ୍ରଣ ବାହାରେ ନାହିଁ । ତେଣୁ ଏପରି ସମୟରେ କଟକଣା କୋହଳ କରାଯାଇପାରିବ ନାହିଁ ।…

ଚଣ୍ଡୀଗଡ଼-କୋଚୁବେଲୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ସୂଚନା

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ରେଳ ଷ୍ଟେସନ୍‌ରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଶୁକ୍ରବାର ଅପରାହ୍ନରେ ୮ ନମ୍ବର ପ୍ଲାଟଫର୍ମରେ ଠିଆ ହୋଇଥିବା ଚଣ୍ଡୀଗଡ଼-କୋଚୁବେଲୀ ଏକ୍ସପ୍ରେସ୍‌ ର ଏକ ବଗିରେ ନିଆଁ ଲାଗିଛି। ନିଆଁ ଲାଗିଥିବା ଜଣାପଡ଼ିବା ପରେ ଘଟଣାସ୍ଥଳରେ ଦମକଳ ବାହିନୀର ୪ଟି ଗାଡ଼ି ପହଞ୍ଚି…

ଆଜି କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ : ଆଜି ଦିଲ୍ଲୀରେ ବସୁଛି କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ତୃତୀୟ ଓ ଚତୁର୍ଥ ପର‌୍ୟ୍ୟାୟ ନିର୍ବାଚନ ନେଇ ବୈଠକରେ ଆଲୋଚନା ହେବ । ବୈଠକ ପରେ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ । ବିଜେଡି ଓ ବିଜେପି ତୃତୀୟ ଓ ଚତୁର୍ଥ ପର‌୍ୟ୍ୟାୟ…

ବାଇକର ମୂଲ୍ୟରେ ଘରକୁ ଆଣନ୍ତୁ କାର , ଜାଣନ୍ତୁ କେଉଁଠାରେ ରହିଛି ଏପରି ବଜାର

ନୂଆଦିଲ୍ଳୀ : କାର କିଣିବା ନେଇ ଅନେକ ବ୍ୟକ୍ତିଙ୍କ ସ୍ବପ୍ନ ରହିଥାଏ। ଭାରତୀୟ ପରିବାରରେ ତ କାର କିଣିବା ପାଇଁ ବହୁ ବର୍ଷ ପର‌୍ୟ୍ୟନ୍ତ ପ୍ରସ୍ତୁତି ମଧ୍ୟ ହୋଇଥାଏ। ବେଳେବେଳେ ବଜେଟ ମଧ୍ୟରେ କିଛି କାର ପସନ୍ଦ ଆସିନଥିବା ବେଳେ ବେଳେବେଳେ କାର ବଜେଟ ଅଧିକ ହୋଇଯାଇଥାଏ। ଏମିତି ପରିସ୍ଥିତିରେ…