ଲଞ୍ଚ ହେଲା Mahindra Bolero ର ନୂଆ ବୋଲ୍ଡ ଏଡିସନ୍, ଜାଣନ୍ତୁ କ’ଣ ନୂଆ ଫିଚର୍ସ
ଭାରତୀୟ ବଜାରରେ ମହିନ୍ଦ୍ରାର SUV ଖୁବ ଲୋକପ୍ରିୟ । ମାରୁତି ସୁଜୁକି ପରେ ମହିନ୍ଦ୍ରା ଏକମାତ୍ର କମ୍ପାନୀ ଯିଏ ସର୍ବାଧିକ ସଂଖ୍ୟକ SUV ସେଲ୍ କରେ । ଏହି ସଫଳତାକୁ ଆହୁରି ବୃଦ୍ଧି କରିବା ପାଇଁ, ମହିନ୍ଦ୍ରା ଏବେ ଦୁଇଟି ନୂଆ ବୋଲେରୋ ଏବଂ ବୋଲେରୋ ନିଓର ସ୍ପେଶାଲ୍ "ବୋଲ୍ଡ ଏଡିସନ" ଲଞ୍ଚ କରିଛି…