Below header
Browsing Tag

newyork

ନ୍ୟୁୟର୍କରେ ପାକିସ୍ତାନ ଦୂତାବାସ ଆଗରେ ଭାରତୀୟଙ୍କ ବିକ୍ଷୋଭ, ୨୬/୧୧ ଆକ୍ରମଣକୁ ମନେ ପକାଇ ସ୍ଲୋଗାନ ଦେଲେ

କେନ୍ୟୁଜ୍‌ ବ୍ୟୁରୋ: ଏବେ ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଶକୁ ୧୪ ବର୍ଷ ପୁରିଛି । ଏହି ସମୟରେ ଆମେରିକାର ନ୍ୟୁୟର୍କରେ ଥିବା ପାକିସ୍ତାନର ବାଣିଜ୍ୟ ଦୂତାବାସ ଆଗରେ ଭାରତୀୟ ସମୁଦାୟର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆକ୍ରମଣ କରିଥିବା ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଦାବି…

ରେଳ ଧାରଣାକୁ ଖସି ପଡିଲେ ହ୍ୱିଲ ଚେୟାରରେ ବସିଥିବା ଏହି ବ୍ୟକ୍ତି, ଜାଣନ୍ତୁ ତାପର ଘଟଣା

ନ୍ୟୁୟର୍କର ଏକ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓ ସମ୍ପର୍କରେ ଆମେ ଆପଣଙ୍କୁ କହୁଛୁ ସେଥିରେ ଜଣେ ହ୍ୱିଲ ଚେୟାରରେ ବସିଥିବା ବ୍ୟକ୍ତି ଅଚାନକ ରେଳ ଧାରଣା ଉପରୁ ଖସି ପଡିଲେ । ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଜଣେ ଯାତ୍ରୀ ଡେଇଁ ପଡ଼ି ତାଙ୍କୁ ସେହି ଧାରଣା ଉପରୁ…

ମହିଳାଙ୍କ ଅଜବ ବିଜ୍ଞାପନ, ୨ ଦିନ ପାଇଁ ବୟଫ୍ରେଣ୍ଡ ହୋଇ ୭୨ ହଜାର ଟଙ୍କା କମାଇବାର ଦେଲେ ଅଫର

ଭଡ଼ାରେ ତ ଅନେକ କିଛି ମିଳିଥାଏ । କିନ୍ତୁ ନ୍ୟୁୟର୍କରେ ଜଣେ ମହିଳା ଏମିତି କିଛି ଭଡ଼ାରେ ଲଗାଇଛନ୍ତି, ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଅନେକ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବେ ନ୍ୟୁୟର୍କରେ ଘଟିଥିବା ଅଭାବନୀୟ ଘଟଣା ସମସ୍ତଙ୍କ ହୋସ ଉଡ଼ାଇଦେଇଛି ।…

ଫୋନରେ କଥା ହୋଇ ପୋଲିସକୁ ୨୭ ହଜାର ଟଙ୍କା ଫାଇନ ଦେଲେ ମହିଳା, ଜାଣନ୍ତୁ ପ୍ରକୃତ ଘଟଣା

ସୋସିଆଲ ମିଡିଆରେ ପ୍ରତିଦିନ ଏମିତି କିଛି ଘଟାଣା ଶୁଣିବାକୁ ବା ଦେଖିବାକୁ ମିଳେ ଯାହାକୁ ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏବେ ସେହିଭଳି କିଛି ଅଜବ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ଘରେ ଫୋନରେ କଥା ହେବା ପଡିଲା ମହଙ୍ଗା । ଘରେ ଫୋନରେ କଥା…

ନ୍ୟୁୟର୍କ: ଟ୍ରକରେ ଷ୍ଟୋର ରହିଛି ୭୫୦ କୋଭିଡ ରୋଗୀଙ୍କ ମୃତଦେହ, ପୋତା ହେବାକୁ ଏକ ବର୍ଷ ହେବ କରାଯାଇଛି ଅପେକ୍ଷା

ଦୁନିଆରେ କରୋନା ଭାଇରସରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଅନ୍ତିମ ସଂସ୍କାର ସହ ଜଡ଼ିତ କେତେକ ଦୁଃଖଦ ଖବର ସାମ୍ନାକୁ ଆସୁଛି। କେଉଁଠି ମୃତକଙ୍କୁ ଦୁଇ ଗଜ ଜମି ମିଳୁନି ତ ରାସ୍ତା କଡ଼ରେ ଚିତା ଜଳେଇବାକୁ ପଡୁଛି। ପୁଣି କେଉଁଠି ନିଜ ଲୋକ ହିଁ ଅନ୍ତିମ ସଂସ୍କାର କରିବାକୁ ମନା କରି ଦେଉଛନ୍ତି।…