ନର୍ସ ନିହାରିକା ହତ୍ୟା ଘଟଣା : ରାଜା ଏବେ ଜେଲରେ କରୁଛି ଅନୁତାପ
ଜଗତସିଂହପୁର (କେ ନ୍ୟୁଜ) : ଜଗତସିଂହପୁରର ବହୁ ଚର୍ଚ୍ଚିତ ନିହାରିକା ହତ୍ୟା ଘଟଣାର ପୋଷ୍ଟମର୍ଟମ ଏବଂ ଡିଏନ୍ଏ ଟେଷ୍ଟ ରିପୋର୍ଟ ଆସିଛି। ରିପୋର୍ଟରୁ ଜଣାପଡିଛି ଯେ ଅଖା ଭିତରୁ ଉଦ୍ଧାର କରାଯାଇଥିବା ମୃତଦେହ ନିହାରିକାର। ରାଜା ହିଁ ତାକୁ ତଣ୍ଟିଚିପି ହତ୍ୟା କରିଛି। ପୋଲିସର ତଦନ୍ତ ଅନୁସାରେ…