UPSC ରେ ନର୍ସିଂ ଅଫିସର ପଦବୀ ପାଇଁ ବମ୍ପର ଭର୍ତ୍ତି, ଜାଣନ୍ତୁ କେମିତି କରିବେ ଆବେଦନ
ନର୍ସିଂ କରି ସରକାରୀ ଚାକିରି ଖୋଜୁଥିଲେ, ଆପଣଙ୍କ ପାଇଁ ଖୁସି ଖବର । UPSC ରେ ନର୍ସିଂ ଅଫିସର ପଦବୀରେ ଆବେଦନ କରିବା ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ଆପ୍ଲିକେସନ ପ୍ରୋସେସ ଆରମ୍ଭ ହୋଇନାହିଁ । ଏଥିପାଇଁ ଯୋଗ୍ୟ ପ୍ରାର୍ଥୀ UPSC ର ଅନଲାଇନ ସାଇଟ upsconline.nic.in ମାଧ୍ୟମରେ…