Browsing Tag

odisha cm naveen patnaik

୪୬ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଆସିଲା କାଳିଆ ଯୋଜନା ଟଙ୍କା

ଭୁବନେଶ୍ୱର(କେନ୍ୟୁଜ୍‌): ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା । ରାଜ୍ୟର ୪୬ ଲକ୍ଷ ଚାଷୀଙ୍କୁ ୯୩୩ କୋଟିରୁ ଅଧିକ ଟଙ୍କାର କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୬ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ଏହି କାଳିଆ ସହାୟତା ୨୦୨୪ ପ୍ରଦାନ କରାଯାଇଛି ।…

ଆସନ୍ତାକାଲି ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ, ନବୀନ ନିବାସ ନଯିବାକୁ ଶୁଭେଚ୍ଛୁଙ୍କୁ କରିଛନ୍ତି ଅନୁରୋଧ

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ ସୋମବାର ପଡୁଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ତେବେ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳିବେ ନାହିଁ ବୋଲି କହିଛନ୍ତି । ଗତମାସରେ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଛି । ସେଥିପାଇଁ ସେ ଚଳିତ ବର୍ଷ ଜନ୍ମଦିନ…

କାମର ହିସାବ ମାଗିଲେ ମୁଖ୍ୟମନ୍ତ୍ରୀ: ପଞ୍ଚମ ପାଳି ସରକାରକୁ ପୂରିବ ୩ ବର୍ଷ, ସବୁ ବିଭାଗକୁ ଚିଠି..ଶୀଘ୍ର ଦିଅ ରିପୋର୍ଟ

ଭୁବନେଶ୍ବର(କେନ୍ୟୁଜ): ମେ’ ୨୯, ୨୦୧୯ । ପଞ୍ଚମ ଥର ପାଇଁ ରାଜ୍ୟର ନେତୃତ୍ୱ ନେବାକୁ ନବୀନ ନେଇଥିଲେ ଶପଥ । ପ୍ରଥମ ଦିନରେ ହିଁ ମନ୍ତ୍ରୀ, ଅଫିସର ସଭିଙ୍କୁ ଗୋଟିଏ ବାର୍ତ୍ତା ଦେଇଥିଲେ ନବୀନ । ଲୋକଙ୍କ ପାଖକୁ ଯାଅ । ଯାହା ପ୍ରତିଶ୍ରୁତି ଦେଇଛୁଳ ପାଳନ କର । ଏବେ ଏହାର ହିସାବ ମାଗିଛନ୍ତି…

ମୁଖ୍ୟମନ୍ତ୍ରୀଙ୍କ ପୂଜା ଭେଟି: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୧% ବୃଦ୍ଧି, ବଢିଲା GIS ରାଶି

ଭୁବନେଶ୍ବର(କେନ୍ଯୁଜ୍): ମୁଖ୍ୟମନ୍ତ୍ରୀଙ୍କ ପୂଜା ଭେଟି । ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ ଘୋଷଣା। ମହଙ୍ଗା ଭତ୍ତା ରେ ୧୧%ବୃଦ୍ଧି । ଆକ୍ଟୋବର ଦରମାରେ ବର୍ଦ୍ଧିତ ଭତ୍ତା ମିଳିବା ନେଇ ସୂଚନା ମିଳିଛି । ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି…

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ, ସୋସିଆଲ୍‌ ମିଡିଆରେ ଦଳୀୟ ନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ…

ଭୁବନେଶ୍ବର: ୭୫ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ତାଙ୍କର ଜନ୍ମଦିନ । ଏବର୍ଷ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନ୍ମଦିନ ପାଳୁ ନାହାନ୍ତି ନବୀନ । ନବୀନ ନିବାସ ନଆସିବା ପାଇଁ ନେତା, କର୍ମୀ ଓ ସମର୍ଥକଙ୍କୁ କହିଛନ୍ତି । ଗରିବ ଲୋକଙ୍କୁ ସାହାଯ୍ୟ କରିବା ସହ ରକ୍ତ ଓ ପ୍ଲାଜମା…

ଆସନ୍ତାକାଲି ଜନ୍ମ ଦିନ ପାଳିବେନି ମୁଖ୍ୟମନ୍ତ୍ରୀ: ଗରିବ ଲୋକଙ୍କୁ ସାହାଯ୍ୟ କରିବାସହ ରକ୍ତ ଓ ପ୍ଲାଜ୍‌ମା ଦାନ କରିବାକୁ…

ଭୁବନେଶ୍ବର: ଜନ୍ମ ଦିନ ପାଳିବେନି ମୁଖ୍ୟମନ୍ତ୍ରୀ । କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଜନ୍ମ ଦିନ ପାଳନ କରିବେ ନାହିଁ । ଓଡ଼ିଶାବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ପାଇଁ ସେ ସବୁବେଳେ ଋଣୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୮ ମାସ ହେଲା…

ଘରେ ଘରେ ଟ୍ୟାପ୍‌ ଯୋଗେ ପହଞ୍ଚିବ ବିଶୁଦ୍ଧ ପାଣି: ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ମିଶନ ଅନ୍ତର୍ଗତ ସୁଜଳ ଯୋଜନାର ଶୁଭାରମ୍ଭ…

ଭୁବନେଶ୍ବର: ଘରେ ଘରେ ଟ୍ୟାପ୍‌ ଯୋଗେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ । ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ମିଶନ ଅନ୍ତର୍ଗତ ସୁଜଳ ଯୋଜନାର ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓମ୍‌ବାଡସି ଓ ରାଜ୍ୟ ପାଣ୍ଠିରୁ ୧୩୦୦କୋଟି ଟଙ୍କା ବିନିଯୋଗରେ…

ଅର୍ଥ ଅଭାବରୁ କେହି ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଅର୍ଥ ଅଭାବରୁ କେହି ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍‌ଫରେନ୍‌ସିଂରେ କୋଭିଡ୍‌ ପରିଚାଳନା ସଂପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ୍‌ ଚିକିତ୍ସା ପାଇଁ…