Browsing Tag

odisha covid

ହଜାରେ ତଳକୁ ଖସିଲା ସଂକ୍ରମଣ: ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୬୮ ପଜିଟିଭ୍‌ ଚିହ୍ନଟ, ୬୬ମୃତ

ଭୁବନେଶ୍ବର(କେନ୍ଯୁଜ୍): ୧ ହଜାର ତଳକୁ ଖସିଲା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟାରେ ୮ଶହ ୬୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୧.୩୯ ପ୍ରତିଶତ। ଯାହାକି ଗତକାଲି ଥିଲା ୧.୫୩ ପ୍ରତିଶତ । ୨୪ ଘଣ୍ଟାରେ ୬୨ ହଜାର…

ଆଜିଠୁ କଟକ ଓ ରାଉରକେଲାରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ

କଟକ: ଆଜିଠୁ କଟକରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ । ସକାଳ ୮ଟାରୁ ଦିନ ୧୨ଟା ଯାଏ ଦିଆଯିବ ଟିକା । ସ୍ଲଟ ବୁକ୍‌ କରିନଥିଲେ ଟିକା ଦିଆଯିବନି। ଏସ୍‌ସିବି, ସିଟି ହସ୍ପିଟାଲ ସହ ସହରର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ କରାଯିବ । ଇଣ୍ଡୋର ଷ୍ଟାଡିୟମରେ କେବଳ ଦ୍ୱିତୀୟ…

ଗତ ୨୪ଘଣ୍ଟାରେ ରାଜ୍ଯରେ ଆଉ ୯୮୮୯ କରୋନା ପଜିଟିଭ୍‌ ଚିହ୍ନଟ, ୧୬ଜଣଙ୍କ ଗଲା ଜୀବନ

ଭୁବନେଶ୍ବର: ରାଜ୍ୟରେ ପୁଣି ୧୦ହଜାର ମୁହାଁ ଦୈନିକ ସଂକ୍ରମଣ। ଗତ ୨୪ଘଣ୍ଟାରେ ଆଉ ୯୮୮୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୯ଟି ଜିଲ୍ଲାରେ ୪୦୦ ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୧ ଜଣ ନୂଆ ଆକ୍ରାନ୍ତ ହୋଇଛନ୍ତି। ସୁନ୍ଦରଗଡ଼ରୁ ୧୧୩୭, କଟକରୁ…

ଆଜି ରାଜ୍ୟରେ ଆଉ ୮୦୧୫ ପଜିଟିଭ୍‌ ଚିହ୍ନଟ, ଗଲା ୧୪ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଉ ୮୦୧୫ ପଜିଟିଭ୍‌ ଚିହ୍ନଟ । ଆଉ ୧୪ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୫ ଜଣ ନୂଆ ଆକ୍ରାନ୍ତ ହୋଇଛନ୍ତି । ଆକ୍‌ଟିଭ୍‌ କେସ୍‌ ୧୨ହଜାର ଉପରେ ରହିଛି। ସୁନ୍ଦରଗଡ଼ରୁ ୭୩୫,ଅନୁଗୁଳରୁ ୫୨୫ ଓ କଟକରୁ ୪୮୨ନୂଆ କେସ୍‌…

ପ୍ଲାଟ୍ୟୁରେ ପହଞ୍ଚିଲାଣି କି ରାଜ୍ୟରେ କୋଭିଡ୍‌ ସଂକ୍ରମଣ? ସପ୍ତାହେ ମଧ୍ୟରେ ରାଜ୍ୟରେ ଦୈନିକ ସଂକ୍ରମଣ ସ୍ଥିର

ଭୁବନେଶ୍ବର: ପ୍ଲାଟ୍ୟୁରେ ପହଞ୍ଚିଲାଣି କି ରାଜ୍ୟରେ କୋଭିଡ୍‌ ସଂକ୍ରମଣ। ସପ୍ତାହେ ମଧ୍ୟରେ ରାଜ୍ୟରେ ଦୈନିକ ସଂକ୍ରମଣ ୬ରୁ ସାଢେ ୬ହଜାର ଭିତରେ ରହୁଛି। ନା ଦ୍ରୁତ ଗତିରେ ବଢୁଛି ନା କମୁଛି। ଏପ୍ରିଲ ୨୨ରେ ୬୧୬୪, ଏପ୍ରିଲ ୨୩ରେ ୬ହଜାର ୨୧୫, ଏପ୍ରିଲ ୨୪ରେ ୬ହଜାର ୬୪୭, ଏପ୍ରିଲ ୨୫ରେ ୬ ହଜାର…

ଆଉ ୫୮୮ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ପୁଣି ୫ ଶହ ପାର ପଜିଟିଭ୍‌ । ଲଗାତର ଦ୍ୱିତୀୟ ଦିନ ପାଇଁ ୫ ଶହରୁ ଅଧିକ ପଜିଟିଭ୍‌ ହୋଇଛନ୍ତି । ୨୪ ଘଣ୍ଟାରେ ରାଜ୍ୟରେ ୫୮୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ଶହେ ପାର କରିଛି । ଖୋର୍ଦ୍ଧାରୁ ଗୋଟିଏ ଦିନରେ…

ରାଜ୍ୟରେ ଗତ ୨୪ଘଣ୍ଟାରେ ୨୦୮ ପଜିଟିଭ୍‌ ଚିହ୍ନଟ, ନୂଆପଡ଼ାରୁ ସର୍ବାଧିକ ୩୬ ନୂଆ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ପୁଣି ୨୦୦ ଉପରେ କରୋନା ଆକ୍ରାନ୍ତ । ଗତ ୨୪ଘଣ୍ଟାରେ ୨୦୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍‌ରୁ ୧୨୨ ଓ ଲୋକାଲ କେସ୍‌ ରହିଛି ୮୬। ନୂଆପଡ଼ାରୁ ସର୍ବାଧିକ ୩୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧା-୩୩, କଳାହାଣ୍ଡି ଓ ବରଗଡ଼ରୁ ୨୨…