Browsing Tag

odisha fight against corona

ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ, କହିଲେ ସରକାରଙ୍କ ସମସ୍ତ ନିୟମ କଡାକଡି…

ଭୁବନେଶ୍ବର: ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ନିଜ ତଥା ନିଜ ପରିବାରର ଜୀବନ ରକ୍ଷା ପାଇଁ କ୍ୱାରେଣ୍ଟାଇନ୍‌ରେ ରହିବା ସହ ସରକାରଙ୍କ ସମସ୍ତ ନିୟମ କଡାକଡି ପାଳନ କରନ୍ତୁ । ଏହାର ଉଲଂଘନ କ୍ଷେତ୍ରରେ ସରପଞ୍ଚମାନେ ତୁରନ୍ତ…

ପୁଣି ୫୪ ଘଣ୍ଟା ବନ୍ଦ ରହିବ ଅଧା ଯାଜପୁର, ଆଜି ଦିନ ୧୨ଟାରୁ ୨୯ତାରିଖ ସନ୍ଧ୍ୟା ୬ ଯାଏ କଟକଣା ଜାରି

ଯାଜପୁର : ପୁଣି ୫୪ ଘଣ୍ଟା ବନ୍ଦ ରହିବ ଅଧା ଯାଜପୁର। ଯାଜପୁର ଜିଲ୍ଲାର ୫ ବ୍ଳକ୍‌କୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା । ଯାଜପୁର, ବିଞ୍ଝାରପୁର, ଦଶରଥପୁର, ବରୀ, କୋରେଇ ବ୍ଲକ୍‌ ସମେତ ଯାଜପୁର ପୌରପାଳିକାକୁ କଣ୍ଟେନମେଣ୍ଟଜୋନ୍‌ ଘୋଷଣା କରାଯାଇଛି । ଆଜି ଦିନ ୧୨ଟାରୁ ୨୯ତାରିଖ ସନ୍ଧ୍ୟା ୬ ଯାଏ…

ବାଲେଶ୍ୱରର ନୂଆ ୫ କରୋନା ପଜିଟିଭଙ୍କ ଆସିଲା ତଥ୍ୟ, ସମସ୍ତଙ୍କ ବୟସ ୨୨ରୁ ୫୫ ବର୍ଷ ଭିତରେ

ଭୁବନେଶ୍ବର: ରାଜ୍ୟରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସମସ୍ତ ୫ ପଜିଟିଭ୍‌ ବାଲେଶ୍ୱର ଜିଲ୍ଲାର । ଏହାକୁ ମିଶାଇ ବାଲେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ତେବେ ୫ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ମହିଳା ରହିଥିବା…

ବାଲୁକା କଳା ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ ସଲାମ୍ ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପୁରୀରେ ବାଲୁକା କଳା । COVID-19 ଯୁଦ୍ଧରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ ସେ ଏହି ବାଲୁକା କଳା ମାଧ୍ୟମରେ ସଲାମ ଜଣାଇଛନ୍ତି |

ଓଡିଶାରେ ଦୁଇ ବର୍ଷର ଶିଶୁ ବି କରୋନା ସଂକ୍ରମିତ, ବାଲେଶ୍ୱରରୁ ମିଳିଲା ଲିଙ୍କ୍

ବାଲେଶ୍ୱର: ଆଜି ଚି଼ହ୍ନଟ ହୋଇଥିବା ସମୁଦାୟ ୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାର ୨ ଆକ୍ରାନ୍ତ ଅଛନ୍ତି। ସବୁଠାରୁ ଦୁଃଖର କଥା ବାଲେଶ୍ୱର ଜିଲ୍ଲାର ୨ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଦୁଇ ବର୍ଷର ଶିଶୁ କନ୍ୟା ଥିବା ଜଣାଯାଇଛି। ଉକ୍ତ ଶିଶୁ କନ୍ୟାଟି ନୀଳଗିରି ବରହମପୁର ଥାନା…