Browsing Tag

odisha omicron cases

ଓଡିଶାରେ ଆଉ ୬୭ ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୧୭୦କୁ ବୃଦ୍ଧି

କେନ୍ୟୁଜ୍(ବ୍ୟୁରୋ): ଚିନ୍ତା ବଢାଉଛି ଓମିକ୍ରନା।  ରାଜ୍ୟରେ ବଢୁଛି ଓମିକ୍ରନ୍‌ କେସ୍‌ । ଆଉ ୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କେହି ବିଦେଶ ଫେରନ୍ତା ନାହାନ୍ତି । ଜିନ୍‌ମ ସିକ୍ୱେଏନ୍‌ସିଂ ପରେ ଓମିକ୍ରନ ଚିହ୍ନଟ ନେଇ ଆଇଏଲଏସ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ…

ରାଜ୍ୟରେ ଶହେ ଟପିଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା, ଆଉ ୨୮ ଚିହ୍ନଟ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଉ ୨୮ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ଶହେ ଟପିଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ହୋଇଛି। ଏନେଇ ILS ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଗଲା । ସୂଚନା ଥାଉକି, ଆଜି ରାଜ୍ୟରେ…

ଆମ ରାଜ୍ୟରେ ଜାନୁଆରୀ ଶେଷ ସୁଦ୍ଧା ପିକ୍‌ ନେବ ଓମିକ୍ରନ୍‌! ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର(କେନ୍ଯୁଜ୍): ଦେଶରେ ସଂକ୍ରମଣ ବଢିବା ସହ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ବଢୁଛି। ମୁଖ୍ୟତଃ ରାଜ୍ୟର ୪ରୁ ୫ ଜିଲ୍ଲାରେ ଅଧିକ ସଂକ୍ରମଣ ରହୁଛି। ଏହା ସହ ସବୁ ଜିଲ୍ଲାରେ ଓମିକ୍ରନ୍‌ର ଉପସ୍ଥିତି ରହିଛି। ଦିଲ୍ଲୀ , ମହାରାଷ୍ଟ୍ରରେ କିଛି ବିଶେଷଜ୍ଞ କହିଛନ୍ତି ଜାନୁଆରୀ ୧୫ ସୁଦ୍ଧା…

ରାଜ୍ୟରେ ଆଉ ୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ, ମୋଟ୍ ସଂଖ୍ୟା ୧୪କୁ ବୃଦ୍ଧି

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଉ ୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ନୂଆ ୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ନେଇ ILS ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଥାଉକି, ଗତ ଓଡିଶାରେ ୨୧ ତାରିଖରେ ପ୍ରଥମ…

ପୁଣି ଓଡିଶାରେ ଆଉ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ, ଉଭୟ ନାଇଜେରିଆ ଫେରନ୍ତା

ଭୁବନେଶ୍ବର(କେନ୍ଯୁଜ୍):ରାଜ୍ୟରେ ଆଉ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ଆଇଏଲଏସରେ ଜିନମ୍‌ ସିକ୍ୱେନ୍ସିଂ ପରେ ୨ ଜଣଙ୍କ ଠାରେ ଓମିକ୍ରନ୍‌ ଭାରିଆଣ୍ଟ ଥିବା ଜଣାପଡ଼ିଛି । ଦୁଇ ଜଣ ଆକ୍ରାନ୍ତ ନାଇଜେରିଆ ଫେରନ୍ତା ବୋଲି ଜଣାପଡିଛି। ୨ ନୂଆ ଆକ୍ରାନ୍ତ ନାବାଳିକା ଓ ଏମାନଙ୍କ ବୟସ ଯଥାକ୍ରମେ…