Browsing Tag

odisha weather report

ଦୁର୍ବଳ ମୌସୁମୀ ପ୍ରଭାବରେ ବଢୁଛି ଦିନ ତାପମାତ୍ରା, ରାଜ୍ୟର ୧୧ଟି ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଦୁର୍ବଳ ମୌସୁମୀ ପ୍ରଭାବରେ ବଢୁଛି ଦିନ ତାପମାତ୍ରା। ରାଜ୍ୟର ୧୧ଟି ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ୩୭.୨ ଡିଗ୍ରୀ ସହ ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସମ୍ବଲପୁର ୩୬.୫ଂ ଏବଂ ଅନୁଗୁଳରେ ୩୬.୧ଂ ଦିନ ତାପମାତ୍ରା ରେକର୍ଡ…

ସେପ୍ଟେମ୍ବରରେ ୩ଟି ଲଘୁଚାପ ସୃଷ୍ଟି ସମ୍ଭାବନା! ବରିଷ୍ଠ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସଙ୍କ ପୂର୍ବାନୁମାନ

ଭୁବନେଶ୍ୱର(କେନ୍ୟୁଜ୍): ସେପ୍ଟେମ୍ବରରେ ୩ଟି ଲଘୁଚାପ । ସେପ୍ଟେମ୍ବରରେ ୩ଟି ଲଘୁଚାପ ସୃଷ୍ଟି ସମ୍ଭାବନା । ଏଥିପାଇଁ ପାଗ ଅନୁକୂଳ ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ଲଘୁଚାପ ହେବାର ସମ୍ଭାବନା ରହିଛି । ଏ ନେଇ ବରିଷ୍ଠ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ପୂର୍ବାନୁମାନ କରିଛନ୍ତି ।…

କଟକରେ ଲଗାଣ ବର୍ଷା ଜାରି: ସ୍ଥିତି ଅନୁଧ୍ୟାନ କଲେ ମେୟର ଓ ସିଏମସି କମିଶନର

କଟକ(କେନ୍ୟୁଜ୍): କଟକର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା । ଆଜି କଟକ ମେୟର, ସିଏମସି କମିଶନର, ସିଏମସି ଅଧିକାରୀ, ଜାଇକା ଅଧିକାରୀ ଓ କର୍ପୋରେଟର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସହର ଭିତରେ କେଉଁଠି ଜଳବନ୍ଦୀ ସମସ୍ୟା ଉପୁଜି ନାହିଁ । ୨୫୦ରୁ ଉର୍ଦ୍ଧ୍ୱ…

ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ, ଆଗାମୀ ୨୪ ଘଣ୍ଟାରେ ଭୀଷଣ ବର୍ଷା ପାଇଁ ୭ ଜିଲ୍ଲାକୁ ରେଡ୍‌…

ଭୁବନେଶ୍ୱର(କେନ୍ୟୁଜ୍): ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ । ୨୪ ଘଣ୍ଟାରେ ଅବପାତରେ ପରିଣତ ହେବ ଲଘୁଚାପ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ େଓ୍ଵଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା । ୩୦ଟି ଯାକ ଜିଲ୍ଲାକୁ ଚେତାବନୀ ଜାରି ହୋଇଛି ।…

ଆଜିଠୁ ପୁଣି ବୃଦ୍ଧି ପାଇବ ବର୍ଷାର ପ୍ରକୋପ: ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ୩ ଦିନ ପାଇଁ…

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ବଢ଼ିବ ବର୍ଷା । ଆଜିଠୁ ବର୍ଷାର ପ୍ରକୋପ ପୁଣି ବୃଦ୍ଧି ପାଇବ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବର୍ଷା ଲାଗିରହିବ । ଏହି ସମୟରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ତିନି ଦିନ ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ…

ରାଜ୍ୟରେ ଆଜିଠୁ ଦୁଇ ଦିନ ପାଗ ଶୁଖିଲା ଓ ଖରାଟିଆ ରହିବ, ୨୧ରୁ ପୁଣି ବର୍ଷିବ

ଭୁବନେଶ୍ୱର(କେନ୍ୟୁଜ୍):  ୨୧ରୁ ପୁଣି ବର୍ଷିବ । ଦୁଇ ଦିନ ପାଗ ଶୁଖିଲା ଓ ଖରାଟିଆ ରହିବ । କିଛି ସ୍ଥାନରେ ସ୍ୱଳ୍ପ ବର୍ଷାର ସମ୍ଭାବନା ରହିଛି । ୨୧ ତାରିଖରୁ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହୋଇଯିବ । ପାଣିପାଗ କେନ୍ଦ୍ର କହିଛି, ଆସନ୍ତା ଦୁଇ ଦିନ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ ।…

ଆଜିଠାରୁ ୧୬ ଯାଏ ରାଜ୍ୟରେ ଭୀଷଣ ବର୍ଷା, ଆସନ୍ତା ୨୪ ଘଣ୍ଟା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(କେନ୍ୟୁଜ୍):ଆଜିଠୁ ପ୍ରବଳ ବର୍ଷା। ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା । ତୁହାକୁ ତୁହା ବର୍ଷା ହେଉଛି । ଦକ୍ଷିଣ ଉପକୂଳ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ୱେଲ ମାର୍କଡ ଲୋ ପ୍ରେସର ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଜିଠାରୁ ୧୬ ଯାଏ ରାଜ୍ୟରେ ଭୀଷଣ ବର୍ଷା ହେବ । ଏନେଇ ସତର୍କ…

ଆଜି ପାଇଁ ୧୫ଟି ଜିଲ୍ଲାରେ କାଳବୈଶାଖି ସମ୍ଭାବନା, ୨୨ରୁ ପୁଣି ରାଜ୍ୟକୁ ଫେରିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ବର(କେନ୍ୟୁଜ୍‌): ପୁଣି ଫେରିବ ଗ୍ରୀଷ୍ମ ପ୍ରବାହ । ୩ ଦିନ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ସମ୍ଭାବନା ରହିଛି । ବାତ୍ୟା ଅସାନି ଯୋଗୁ କିଛି ସ୍ଥାନରେ ତାପମାତ୍ରା ତଳମୁହାଁ ହୋଇ ରହିବ । ୨୨ରୁ ରାଜ୍ୟର କିଛି ଜିଲ୍ଲାରେ ଗ୍ରୀଷ୍ମ…

ଆଗାମୀ ତିନି ଦିନରେ ଖସିବ ରାତି ତାପମାତ୍ରା, ବଢିବ ସାମାନ୍ୟ ଥଣ୍ଡା

ଭୁବନେଶ୍ବର(କେନ୍ଯୁଜ୍): ସ୍ୱାଭାବିକ ହେବ ରାତ୍ରି ତାପମାତ୍ରା। ବଢିବ ସାମାନ୍ୟ ଥଣ୍ଡା। ଆଗାମୀ ତିନି ଦିନରେ ଖସିବ ରାତି ତାପମାତ୍ରା । ରାତ୍ରି ତାପମାତ୍ରା ଧୀରେ ଧୀରେ ୩ ଡିଗ୍ରି ସେଲସିୟସରୁ ୫ ଡିଗ୍ରି ସେଲସିୟସ ଖସିପାରେ । ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ…

ପୁଣି ୧୭ରୁ ଆସୁଛି ଆଉ ଏକ ପଶ୍ଚିମା ଝଡ଼, ଫେବ୍ରୁଆରୀରେ ରାଜ୍ୟର ସବୁଠାରୁ ଉତ୍ତାପ ସହର ଟିଟିଲାଗଡ଼

ଭୁବନେଶ୍ବର(କେନ୍ଯୁଜ୍): ପୁଣି ଆସୁଛି ଆଉ ଏକ ପଶ୍ଚିମା ଝଡ଼ । ୧୭ରୁ ପଶ୍ଚିମାଝଡ଼ର ପ୍ରଭାବ । ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପଶ୍ଚିମାଝଡ଼ର ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ହୋଇଛି । ୬ ଜିଲ୍ଲା ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଏବଂ ପୁରୀ…

ଆଜିଠୁ ଦୁଇ ଦିନ ଉତ୍ତର ଓ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା, ୧୧ରୁ ପୁଣି ବଢିବ ଶୀତ

ଭୁବନେଶ୍ବର(କେନ୍ଯୁଜ୍): ପୁଣି ଦୁଇ ଦିନ ଭିଜିବ ଓଡ଼ିଶା । ପଶ୍ଚିମା ଝଡ଼ ପ୍ରଭାବରେ ଆଜିଠୁ ଦୁଇ ଦିନ ବର୍ଷା ହେବ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ୬ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତାକାଲି…

ରାଜ୍ୟରେ ପ୍ରବାହିତ ହେଉଛି ପଶ୍ଚିମା ଝଡ଼, ଆଗାମୀ ୨୪ ଘଣ୍ଟା ଯାଏ ରହିବ ବର୍ଷାର ପ୍ରଭାବ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ପ୍ରବାହିତ ହେଉଛି ପଶ୍ଚିମା ଝଡ଼। ଏହାର ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଆଗାମୀ ୨୪ ଘଣ୍ଟା ଯାଏ ବର୍ଷାର ପ୍ରଭାବ ରହିବ। ଉତ୍ତର ଓଡ଼ିଶାର କିଛି ସ୍ଥାନରେ କୁଆପଥର ମାଡ଼ ସହ ହାଲୁକାରୁ ମଧ୍ୟମ ଧରଣର…