Below header
Browsing Tag

odisha Weather

ଫେରିଗଲା ମୌସୁମୀ,  ଏବର୍ଷ ଦେଶରେ ସ୍ୱାଭାବିକଠୁ ୯% କମ ବର୍ଷା

ଭୁବନେଶ୍ବର (କେନ୍ଯୁଜ୍) : ମୌସୁମୀ ବାୟୁ ଫେରିଯାଇଥିବା ବେଳେ ଏଥର ଦେଶରେ ସ୍ୱାଭାବିକ ଠାରୁ ୯ ପ୍ରତିଶତ କମ ବର୍ଷା ହୋଇଛି ।  ଓଡ଼ିଶାରେ ହାରାହାରି ୧୩ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ୧୧ଟି ଜିଲ୍ଲାରେ ଅତିବୃଷ୍ଟି ଓ ୧୯ ଜିଲ୍ଲାରେ ହୋଇଛି ସ୍ୱାଭାବିକ ବର୍ଷା । ସୁନ୍ଦରଗଡ଼ ଓ…

ସାବଧାନ !! ଆସୁଛି ଝଡ଼ବାତ୍ୟା ‘ଡାଏ’, ବାତ୍ୟାର ରୂପ ନେଉଛି ଲଘୁଚାପ

ଭୁବନେଶ୍ବର(କେନ୍ଯୁଜ୍) : କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଉଛି । ଏହାର ନାଁ ରଖାଯାଇଛି ‘ଡାଏ’। ଆଜି ସକାଳ ସୁଦ୍ଧା ଏହା ଡିପ୍‌ ଡିପ୍ରେସନରେ ପରିଣତ ହୋଇଥିଲା । ତେବେ ଆସନ୍ତୁ ଜାଣିବା କଣ ରହିଛି ଡ଼ାଏର ଅବସ୍ଥା। - ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

ଆସୁଛି ବାତ୍ୟା, ମଧ୍ୟରାତ୍ରି ସୁଦ୍ଧା ଗୋପାଳପୁର ଅତିକ୍ରମ କରିବା ସହ ୬୦ ରୁ ୭୦ କିମି ବେଗରେ ପବନ ବହିବା ସମ୍ଭାବନା

ଭୁବନେଶ୍ବର (କେନ୍ଯୁଜ୍) : କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ବାତ୍ୟାର ରୂପ ନେଉଛି । ଆଜି ସକାଳ ସୁଦ୍ଧା ଏହା ଡିପ୍‌ ଡିପ୍ରେସନରେ ପରିଣତ ହୋଇଥିଲା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଏଥିପାଇଁ ସତର୍କ…

ଆସନ୍ତାକାଲିଠାରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା

ଭୁବନେଶ୍ବର (କେନ୍ୟୁଜ୍) : ଆସନ୍ତାକାଲିଠାରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷିବ। ୬ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପ…

ଲଘୁଚାପ ପାଇଁ ରାଜ୍ୟରେ ବର୍ଷା : ଅନେକ ଜିଲ୍ଲାରେ ଉପୁଜୁଛି ବନ୍ୟା ପରିସ୍ଥିତି

ଭୁବନେଶ୍ବର(କେନ୍ୟୁଜ୍) :ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ଭବାନୀପାଟଣାରେ ସର୍ବାଧିକ ୧୬୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହେଲେ ଅଗଷ୍ଟ ୩୧ରୁ ପୁଣି ବର୍ଷା ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କମିବ ବର୍ଷା

ଭୁବନେଶ୍ବର (କେନ୍ଯୁଜ୍) : ଦୁର୍ବଳ ହେଉଛି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ । ଓଡିଶାରୁ ଏହା ମଧ୍ୟପ୍ରଦେଶ ଆଡକୁ ଅପସରି ଯାଇଛି । ଫଳରେ ଆସନ୍ତା ୨୪ ଘଣ୍ଟା ଭିତରେ ସାରା ରାଜ୍ୟରେ ବର୍ଷାର ପରିମାଣ କମିବ । ଏହା ସହ ଦୁର୍ବଳ ମୌସୁମୀ ଯୋଗୁଁ ଉତ୍ତର ଓଡିଶା, ଦକ୍ଷିଣ ଓଡିଶା,ଉତ୍ତର ଉପକୂଳ…

ପୁଣିଥରେ ଦାନା ବାନ୍ଧୁଛି ଲଘୁଚାପ : ୨୦ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର (କେନ୍ୟୁଜ୍) : ଆସନ୍ତା ୨୪ ଘଣ୍ଟା ଭିତରେ ଘୂର୍ଣ୍ଣବଳୟ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି । ତିନି ଦିନ ଧରି ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷ କରି…

ଡିପ୍ ଡିପ୍ରେସନରେ ପରିଣତ ହୋଇଛି ଲଘୁଚାପ : ଆସନ୍ତା ୪୮ ଘଣ୍ଟା ପର୍ୟ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର (କେ ନ୍ୟୁଜ୍) : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ପର୍ୟ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବିଶେଷକରି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା,…

ଲଘୁଚାପ ଡିପ ଡିପ୍ରେସନରେ ପରିଣତ : ୪୮ ଘଣ୍ଟା ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ବାବନା

ଭୁବନେଶ୍ବର(କେନ୍ୟୁଜ୍) : ବଙ୍ଗୋପସାଗରେ ସୃଷ୍ଟି ଲଘୁଚାପ ଡିପ ଡିପ୍ରେସନରେ ପରିଣତ ହୋଇଛି । ୪୮ ଘଣ୍ଟା ଧରି ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଏକ ବୈଠକରେ ସମୀକ୍ଷା କରିଛନ୍ତି । ପରିସ୍ଥିତିର ମୁକାବିଲା ପାଇଁ ସବୁ…

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ : ରାଜ୍ଯର ବିଭିନ୍ନ ସ୍ଥାନରେ ବର୍ଷା ସମ୍ବାବନା

ଭୁବନେଶ୍ବର(କେନ୍ଯୁଜ୍) : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ରାଜ୍ୟରେ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଉତ୍ତର ଓ ଦକ୍ଷିଣ ଓଡ଼ିଶା ସମେତ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଏବଂ ଯାଜପୁରରେ…

ଲଘୁଚାପ ନେଇଛି ଅବପାତର ରୂପ : ରାଜ୍ୟର ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୪ଟି ଜିଲ୍ଲା ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ୍ ଓ ସମ୍ବଲପୁରରେ ପ୍ରବଳରୁ ଅତି…

ଲଘୁଚାପ ବର୍ଷାରେ ଅସ୍ତବ୍ୟସ୍ତ ରାଜ୍ୟବାସୀ : ରାଜଧାନୀ ଜଳାର୍ଣ୍ଣବ

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା । ଗତକାଲିଠାରୁ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗ ସୂଚନା ଦେଇଛି, ଆସନ୍ତା ୩୬ ଘଣ୍ଟା ଭିତରେ ସାରା ରାଜ୍ୟରେ ବର୍ଷା ଲାଗି ରହିବ । ୨୪ ଘଣ୍ଟା ଭିତରେ ଉତ୍ତର ଓଡ଼ିଶାରେ…