Browsing Tag

odisha

ତେଲେଙ୍ଗାନାରେ ଦାଦନ ଶ୍ରମିକ ବନ୍ଧକ, ମିଳୁଛି ଅକଥନୀୟ ନିର୍ଯ୍ୟାତନା

କେନ୍ୟୁଜ୍‌(ବ୍ୟୁରୋ): ତେଲେଙ୍ଗାନାରେ ଶ୍ରମିକ ମୃତ । ମୃତ ଶ୍ରମିକ ହେଲେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କାଲିମାଟି ଗାଁର ରବିନ୍ଦ୍ର ହାତୀ । ଗତ ଫେବୃୟାରୀ ମାସରେ ରବିନ୍ଦ୍ର ହାତୀ ଓ ତାଙ୍କ ପତ୍ନୀ ଯଶୋଦା କାମ ଅନେ୍ଵଷଣରେ ସିକନ୍ଦରାବାଦକୁ ଯାଇଥିଲେ । ସିକନ୍ଦରାବାଦ ଜିଲ୍ଲା ବିକିରିବାଦରେ ଏକ…

ବ୍ରିଟେନରେ ନିର୍ବାଚନ ଲଢିବେ ଓଡ଼ିଆ ଝିଅ ସୁସ୍ମିତା ରାଜହଂସ, ଆଜି ଭୋଟ ଗ୍ରହଣ

କେନ୍ୟୁଜ୍‌(ବ୍ୟୁରୋ): ବିଦେଶ ମାଟି ବ୍ରିଟେନରେ ନିର୍ବାଚନ ଲଢିବେ ଓଡ଼ିଆ ଝିଅ । ଭୁବନେଶ୍ଵରର ସୁସ୍ମିତା ରାଜହଂଶ ପ୍ରଥମ ଓଡ଼ିଆ ଝିଅ ଭାବେ ବିଦେଶରେ ଲଢ଼ିବେ ର୍ନିବାଚନ । ଆଜି ବ୍ରିଟେନର ୱେଷ୍ଟ ମୋର ଲ୍ୟାଣ୍ଡରେ ହେବ କାଉନସିଲର ର୍ନିବାଚନ । ଏହି ର୍ନିବଚନରେ liberal democrats party ରୁ…

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ : ୨୪ ଘଣ୍ଟାରେ ନୂଆ ୨୫୮ ପଜିଟିଭ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଦିନକୁ ଦିନ ପୁଣି ବଢୁଛି କରୋନା ସଂକ୍ରମଣ । କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଗତ ୨୪ ଘଣ୍ଟାରେ ନୂଆ ୨୫୮ ପଜିଟିଭ ଚିହ୍ନଟ ହୋଇଛି । ସେପଟେ କରୋନାରେ ଆକ୍ରାନ୍ତ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । କଟକ scb ବଡ଼ ମେଡ଼ିକାଲରେ…

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସବୁ ସ୍କୁଲକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ୍‌) : ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରବଳ ଖରା ଯୋଗୁଁ କାଲିଠାରୁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ୧୬ ତାରିଖ ଯାଏ ବନ୍ଦ ରହିବ । ଆଜି ଜାପାନ…

ପୁଣି ଫେରିଲା କରୋନା: ରାଜ୍ଯରୁ ଚିହ୍ନଟ ହେଲେ ଆଉ ୧୪୧ ନୂଆ ଆକ୍ରାନ୍ତ

ଭୁବନେଶ୍ୱର (କେନ୍ୟୁଜ): ପୁଣି ଫେରିଲା କରୋନା । ରାଜ୍ୟରେ ପୁଣି ଥରେ ବଢିବାର ଲାଗିଲାଣି କରୋନା ସଂକ୍ରମଣ । ଇତି ମଧ୍ୟରେ ଆଜି ୧୪୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣଙ୍କ ସଂଖ୍ୟା ୧୦୦ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।…

ସ୍ୱାଭିମାନ ଅଞ୍ଚଳରେ ହେବ ପୁଷ୍ପା-2 ସୁଟିଂ, ଓଡିଶା ଆସିବେ ଅଲୁ ଅର୍ଜୁନ

ମାଲକାନଗିରି (କେନ୍ୟୁଜ): ସ୍ୱାଭିମାନ ଅଞ୍ଚଳରେ ପୁଷ୍ପାରାଜ । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ସୁଟିଂ ହେବ ସାଉଥ୍‌ ସୁପରହିଟ୍‌ ଫିଲ୍ମ ପୁଷ୍ପାର ପାର୍ଟ-2 । ସୁଟିଂ ପାଇଁ ଓଡ଼ିଶା ଆସିବେ ପୁଷ୍ପାରାଜ ତଥା ସାଉଥ୍‌ ଷ୍ଟାଇଲିସ୍‌ ଷ୍ଟାର ଅଲୁ ଅର୍ଜୁନ । ସ୍ୱାଭିମାନ ଅଞ୍ଚଳର ଝୁଲାପୋଲ,…

୨୬ରୁ ବଢ଼ିବ ଝଡ଼ବର୍ଷା ପ୍ରକୋପ, ୨୭ରେ ଉତ୍ତର ଓଡି଼ଶା ଓ ଉପକୂଳ ଓଡି଼ଶାରେ ପ୍ରବଳ ବର୍ଷା !

ଭୁବନେଶ୍ୱର (କେନ୍ୟୁଜ): ବର୍ଷା ଆଣୁଛି ପଶ୍ଚିମା ଝଡ଼ । ରାଜ୍ୟରେ ଆଉ ଏକ ପଶ୍ଚିମା ଝଡ଼ର ପ୍ରଭାବ ଆରମ୍ଭ ହୋଇଛି । ଦେଶର ଉତ୍ତର ପଶ୍ଚିମ ଭାରତରେ ବର୍ଷା ହୋଇଥିବା ବେଳେ ଗତକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । ଆସନ୍ତା ୨୭ ତାରିଖରୁ ଏହାର ପ୍ରଭାବ ଓଡ଼ିଶାରେ ବଢ଼ିବ । ଆଜି କିଛି ଜିଲ୍ଲାରେ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ, ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର

ଭୁବନେଶ୍ୱର (କେନ୍ୟୁଜ): ଦେଶରେ ଚିନ୍ତା ବଢାଉଛି କୋଭିଡ ସଂକ୍ରମିତ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ୧୭ ଜଣ ନୂଆ କୋଭିଡି ଆକ୍ରାନ୍ତ ମାମଲା ଚିହ୍ନଟ ହୋଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ କୋଭିଡ ପଜିଟିଭ୍ ସଂଖ୍ୟା ୭୩ ରେ ପହଞ୍ଚିଛି। ସେଥିମଧ୍ୟରୁ ଜଣେ ଡାକ୍ତରଖାନାରେ ଚିକିତ୍ସିତ…

ବଦଳିଲେ ରାଜ୍ୟ ବିଜେପି ସଭାପତି, ମନମୋହନ ସାମଲଙ୍କୁ ମିଳିଲା ଦାୟିତ୍ବ

ଭୁବନେଶ୍ୱର (କେନ୍ୟୁଜ): ବଦଳିଲେ ରାଜ୍ୟ ବିଜେପି ସଭାପତି । ନୂଆ ସଭାପତି ହେଲେ ମନମୋହନ ସାମଲ । ସମୀର ମହାନ୍ତିିଙ୍କ ସ୍ଥାନରେ ତାଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ପୂର୍ବରୁ ମଧ୍ୟ ମନମୋହନ ରାଜ୍ୟ ବିଜେପି ସଭାପତି ଥିଲେ । ରାଜ୍ୟରେ ବିଜେପି-ବିଜେଡି…

ଓଡ଼ିଶାକୁ ଭିଜାଇବ ଆଉ ଏକ ପଶ୍ଚିମା ଝଡ଼, ରାଜ୍ୟର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା!

ଭୁବନେଶ୍ୱର (କେନ୍ୟୁଜ): ଗୋଟିଏ ପଶ୍ଚିମା ଝଡ଼ର ପ୍ରଭାବ ସରିଲା । ଆସୁଛି ଆଉ ଗୋଟିଏ । ଆଜିଠାରୁ ଆଉ ଗୋଟିଏ ପଶ୍ଚିମା ଝଡ଼ର ପ୍ରଭାବ ଭାରତ ଉପରେ ପଡ଼ିବ । ମଧ୍ୟରାତିରୁ ଦେଶର ଉତ୍ତର ପଶ୍ଚିମ ଭାଗରୁ ଆରମ୍ଭ ହେବ ପଶ୍ଚିମା ଝଡ଼ । ଏହାର ପ୍ରଭାବରେ ୨୫ ତାରିଖ ବେଳକୁ ଓଡ଼ିଶାରେ ବର୍ଷା ହୋଇପାରେ । ଏନେଇ…

ପେଟ୍ରୋଲ ପମ୍ପ ଉପରେ ଆନ୍ଦୋଳନର ପ୍ରଭାବ: ରାତିସାରା ବୋହି ନେଲେ ପେଟ୍ରୋଲ, ଏବେ ନାହିଁ ନଥିବା ଭିଡ଼

ଭୁବନେଶ୍ୱର (କେନ୍ୟୁଜ): ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ପ୍ରଭାବ ବିଶେଷ ଭାବେ ପଡିଛି ପେଟ୍ରୋଲ ପମ୍ପ ଉପରେ। ୨ ଦିନର ଆନ୍ଦୋଳନ ଯୋଗୁଁ ଟାଙ୍କିରେ ତେଲ ସରିଯିବା ଆଶଙ୍କାରେ ରାଜ୍ୟର ସବୁ ପେଟ୍ରୋଲ ପମ୍ପରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ଏପରିକି ୧୦୦ ଟଙ୍କା ତେଲ ପକାଉଥିବା…

ଆଜିଠୁ ରାଜ୍ୟରେ ଘଡଘଡି ସହ ବର୍ଷା ସମ୍ଭାବନା, ୧୨ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ପଶ୍ଚିମାଝଡ଼ ପ୍ରଭାବରେ କାଲିଠୁ ପାଗ ମେଘୁଆ ରହିଥିବାବେଳେ ଆଜିଠୁ ବର୍ଷା ହେବା ସହ ୪୦ରୁ ୫୦ କିମି ବେଗରେ ପବନ ବି ବହିବ । ଏଭଳି ପାଗ ୧୮ ତାରିଖ ଯାଏଁ ଲାଗି ରହିବ ବୋଲି ପାଣିପାଗ…