Browsing Tag

offine ticket

ଖଣ୍ଡିଏ ଟିକେଟ ପାଇଁ ଅସମ୍ଭାଳ ଭିଡ: ମହିଳା କାଉଣ୍ଟର ଆଗରେ ଧସ୍ତାଧସ୍ତି, ପୋଲିସର ମୃଦୁ ଲାଠିଚାଳନା

କଟକ(କେନ୍ୟୁଜ୍‌): ଟି-ଟେ୍ଵଣ୍ଟି ଟିକେଟ ପାଇଁ ବାରବାଟୀରେ ଅସମ୍ଭାଳ ଭିଡ। ବିଳମ୍ବିତ ରାତିରୁ ଅପେକ୍ଷା କରି ରହିଥିଲେ କ୍ରିକେଟ ପ୍ରେମୀ। କାଉଣ୍ଟର ଖୋଲିବା ପରେ ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା। ମହିଳା କାଉଣ୍ଟର ଆଗରେ ଧସ୍ତାଧସ୍ତି ହେବାକୁ ପୋଲିସକୁ ମୃଦୁ…

୨୨ରେ ଭାରତ ୱେଷ୍ଟ ଇଣ୍ଡିଜ ଦିିନିକିଆ, ଅଫଲାଇନରେ ନଗଦ ଟଙ୍କା ଦେଇ ମୁଖ୍ୟମନ୍ତ୍ରୀ କିଣିଲେ ପ୍ରଥମ ଟିକେଟ

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀରେ ଖେଳାଯିବ ଭାରତ ଓ ୱେଷ୍ଟଇଣ୍ଡିଜ ଦିିନିକିଆ କ୍ରିକେଟ ମ୍ୟାଚ୍‌। ଏଥିପାଇଁ ଅଫ୍‌ଲାଇନରେ ପ୍ରଥମ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ନଗଦ ଟଙ୍କା ବି ଦେଇଥିଲେ। ଲୋକସେବା ଭବନରେ ଏହି ଟିକେଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ଓସିଏ…