ଆଜିଠୁ ଓଜେଇଇ କାଉନସେଲିଂ
ଭୁବନେଶ୍ୱର : ଆଜିଠୁ ଓଜେଇଇ କାଉନସେଲିଂ। ସରକାରୀ ଏବଂ ବେସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଏବଂ ଘରୋଇ ବିଶ୍ବବିଦ୍ୟାଳୟରେ ସ୍ନାତ୍ତକ ଓ ସ୍ନୋତ୍ତୋକତର ବୈଷୟିକ ପାଠ୍ୟକ୍ରମେର ନାଁ ଲେଖାଇବା ପାଇଁ ଆଜିଠାରୁ କାଉନସେଲିଂ ଆରମ୍ଭ ହେଉଛି ।
www.ojee.nic.inରେ ଲଗଇନ୍ କରି ଛାତ୍ରଛାତ୍ରୀ…