Browsing Tag

olive ridley turtle egg

ଅଲିଭ ରିଡଲେଙ୍କ ଅଣ୍ଡାଦାନ ଋତୁ ଆରମ୍ଭ, ଆଜିଠୁ ସମୁଦ୍ରରେ ମାଛ ଧରା ଉପରେ କଟକଣା ଜାରି

ପାରାଦୀପ (କେନ୍ୟୁଜ): ଆଜିଠୁ ସମୁଦ୍ରରେ ମାଛ ମାରିବା ଉପରେ କଟକଣା । ଆଗାମୀ ମେ ୩୧ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ । ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ପ୍ରକ୍ରିୟା ସରିବା ଯାଏ ମତ୍ସ୍ୟ ବିଭାଗ ପକ୍ଷରୁ ଏହି କଟକଣା ଲାଗୁ କରାଯାଇଛି । ସମୁଦ୍ରରୁ ୨୦ କିଲୋମିଟର ମଧ୍ୟରେ ମାଛ ନ ମାରିବାକୁ…

ଅଲିଭ ରିଡଲେ କଇଁଛଙ୍କ ପାଇଁ କାଳ ସାଜିବାକୁ ଯାଉଛି ସାମୁଦ୍ରିକ ଛଡ଼ ଅସାନି

କାକଟପୁର(କେନ୍ୟୁଜ): ଅଲିଭ ରିଡଲେ କଇଁଛଙ୍କ ପାଇଁ କାଳ ସାଜିବାକୁ ଯାଉଛି ସାମୁଦ୍ରିକ ଛଡ଼ ଅସାନି। କଇଁଛ ଛୁଆଙ୍କୁ ସୁରକ୍ଷା ଦେବାକୁ ଯାଇ ଅସ୍ଥାୟୀ ହାଚେରୀରେ ପଲିଥିନ ଘୋଡାଇଲା ଅସ୍ତରଙ୍ଗ ବନବିଭାଗ । ଅସ୍ତରଙ୍ଗ ଦେବୀନଦୀ ମୁହାଣ ନିକଟ ସମୁଦ୍ର ଉପକୂଳରେ ବିରଳ ଅଲିଭ ରିଡଲେ କଇଁଛ ଅଣ୍ଡାଦାନ…

ଗହିରମଥାରେ ସରିଲା ଅଲିଭ ରିଡଲେଙ୍କ ଅଣ୍ଡା ଦାନ ପ୍ରକ୍ରିୟା, ଅଣ୍ଡାକୁ ସୁରକ୍ଷା ଦେବାକୁ ୭୦ବନ କର୍ମଚାରୀ ନିୟୋଜିତ

ରାଜନଗର(କେନ୍ୟୁଜ୍): ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ ଶେଷ ହୋଇଛି ଅଲିଭ ରିଡଲେଙ୍କ ସାମୁହିକ ଅଣ୍ଡା ଦାନ ପ୍ରକ୍ରିୟା। ଚଳିତ ବର୍ଷ ଗହିରମଥାରେ ୫ଲକ୍ଷ ୧ହଜାର କଇଁଛ ଅଣ୍ଡାଦାନ କରିଛନ୍ତି। ମାର୍ଚ୍ଚ ୨୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା।…

ଗହୀରମଥାରେ ଅଣ୍ଡା ଦେଉଛନ୍ତି ଅଲିଭ ରିଡଲେ: ଲକ୍ଷ ଲକ୍ଷ ଅଣ୍ଡାକୁ ସୁରକ୍ଷିତ ରଖିବା ପାଇଁ ବନ ବିଭାଗର ସ୍ୱତନ୍ତ୍ର…

ଗହୀରମଥା (କେନ୍ୟୁଜ): ଗତ ୨୩ ତାରିଖରୁ ସାମୁହିକ ଅଣ୍ଡାଦାନ କରିଛନ୍ତି ଅଲିଭ ରିଡଲେ କଇଁଛ । ଦୁଇ ଦିନରେ ପ୍ରାୟ ଚାରି ଲକ୍ଷ ୩୦ହଜାରରୁ ଅଧିକ ଅଣ୍ଡାଦାନ କରିଛନ୍ତି । ୨୫ ତାରିଖ ମଧ୍ୟରାତ୍ରରେ ମୋଟ ୨ଲକ୍ଷ ୪୫ ହଜାର ୧୮୮ ଅଲିଭ ରିଡଲେ କଇଁଛ ସାମୁହିକ ଭାବେ ଅଣ୍ଡାଦାନ କରିଥିବା ବେଳେ ୨୬ତାରିଖରେ…

ଅସ୍ତରଙ୍ଗ ଦେବୀ ମୁହାଣରେ ଅଲିଭ ରିଡଲେ କଇଁଛଙ୍କ ଅପ୍ରତ୍ୟାଶିତ ଅଣ୍ଡାଦାନ ଆରମ୍ଭ

କାକଟପୁର : ରାଜ୍ଯରେ ଜାରି ରହିଛି ଶୀତର ଲହରୀ । ଏହାରି ଭିତରେ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । କରୋନା କଟକଣା ଯୋଗୁଁ ସମୁଦ୍ର କୂଳରେ ସାଧାରଣ ଲୋକଙ୍କ ଯାତାୟତ ଓ ଶିକାରୀଙ୍କ ସଂଖ୍ୟା ମଧ୍ୟ କମ ରହିଛି । ଏହା ସହିତ ସମୁଦ୍ର ଭିତରେ ଜାହାଜ ଓ ମାଛଧରା…