Below header
Browsing Tag

omfed milk hike

ଆଜିଠୁ ଓମ୍‌ଫେଡ କ୍ଷୀରର ନୂଆ ଦର ଲାଗୁ, ହାଫ୍‌ ଲିଟରକୁ ୨୪ଟଙ୍କା

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ଓମ୍‌ଫେଡ କ୍ଷୀରର ନୂଆ ଦର ଲାଗୁ । ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ହୋଇଛି। ଆଜିଠୁ ଲାଗୁ ହୋଇଛି ଏହି ନୂଆ ଦର। ଏବେ ବଜାରରେ ମିଳୁଥିବା ହାଫ୍‌ ଲିଟର ଓମ୍‌ଫେଡ ପ୍ୟାକେଟ୍‌ ୨୩ ଟଙ୍କାରେ ବିକ୍ରି ହେଉଛି। ଏହା ବଢି ୨୪ଟଙ୍କା ହୋଇଛି। ଚାଷୀଙ୍କ ଲାଭ ଦୃଷ୍ଟିରୁ…

ଆଜିଠୁ ନୂଆ ବର୍ଦ୍ଧିତ ଦରରେ ମିଳିବ ଓମଫେଡ୍‌ କ୍ଷୀର, ଲିଟର ପିଛା ୪ ଟଙ୍କା ବୃଦ୍ଧି

ଭୁବନେଶ୍ବର: ଆଜିଠୁ ନୂଆ ବର୍ଦ୍ଧିତ ଦରରେ ମିଳିବ ଓମଫେଡ୍‌ କ୍ଷୀର । ଲିଟର ପିଛା ୪ ଟଙ୍କା ଦର ବୃଦ୍ଧି ହୋଇଛି । ଏନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରିମିୟମ ଓ ଗୋଲ୍ଡ ପ୍ରିମିୟମ କ୍ଷୀର ଲିଟର ପ୍ରତି ଏଣିକି ଗ୍ରାହକଙ୍କୁ ୪୪ ଟଙ୍କା ଦେବାକୁ ପଡିବ । ପୂର୍ବରୁ ଗ୍ରାହକମାନେ ୪୦…