Browsing Tag

one day match

ବାରବାଟୀ ଦିନିକିଆ ମ୍ୟାଚର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ, ଫେବୃଆରୀ ୯ରେ ଦେଖିବେ ଖେଳ

କଟକ: କଟକ ବାରବାଟୀ ଷ୍ଟାଡିୟମରେ ଦିନିକିଆ ମ୍ୟାଚ ପାଇଁ ପ୍ରଥମ ଟିକେଟ ପୁରୀ ମହାପ୍ରଭୁ ଜଗନ୍ନାଥ ମନ୍ଦିରକୁ ପ୍ରଦାନ କରିଛନ୍ତି ଓସିଏସମ୍ପାଦକ ସଞ୍ଜୟ ବେହେରା । ବାରବାଟୀ ଷ୍ଟାଡିୟମରେ କିଭଳି ମ୍ୟାଚ ସୁରୁଖୁରୁରେ ହେବ ସେନେଇ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ଫେବ୍ରୁଆରୀ ୯ରେ…

ଆଜି ଇଣ୍ଡିଆ-ଶ୍ରୀଲଙ୍କା ଟକ୍କର, କ୍ଲିନ୍ ସ୍ବିପ ଲକ୍ଷ୍ୟରେ ଭାରତ

ସରିଲା ଟି ଟ୍ବେଣ୍ଟି, ଏବେ ଦିନିକିଆ । ଶ୍ରୀଲଙ୍କା ବିପକ୍ଷ ଦିନିକିଆକୁ ବି କ୍ଲିନ୍ ସ୍ବିପ ଲକ୍ଷ୍ୟରେ ଟିମ ଇଣ୍ଡିଆ । ଆଜି କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଖେଳାଯିବ । ସୂର୍ଯ୍ୟ କୁମାରଙ୍କ ନେତୃତ୍ବରେ ଶ୍ରୀଲଙ୍କାକୁ ୩-୦ରେ ହରାଇ ଟି ଟ୍ବେଣ୍ଟି ସିରିଜ ଜିତିଛି ଭାରତ ।…

ବିଶ୍ବକପ୍ ପୂର୍ବରୁ ବିଗ୍ ଫାଇଟ୍ : ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍

ବିଶ୍ବକପ୍ ପୂର୍ବରୁ ବିଗ୍ ଫାଇଟ୍ । ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ । ଆଜି ମୋହାଲିରେ ଖେଳାଯିବ ପ୍ରଥମ ଦିନିକିଆ । ବିଶ୍ବକପ୍ ପୂର୍ବରୁ ଭାରତ ଖେଳିବ ଶେଷ ୱାନ୍ ଡେ ସିରିଜ୍ । ପ୍ରଥମ ଦୁଇଟି ମ୍ୟାଚ ଖେଳିବେନି ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, କୁଳଦୀପ ଯାଦବ…

କାଲିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଲଢ଼େଇ, ବିଶ୍ବକପ୍ ପୂର୍ବରୁ ଟିମ୍ ଇଣ୍ଡିଆ ଖେଳିବ ଶେଷ ୱାନ୍ ଡେ ସିରିଜ୍

କାଲିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଲଢ଼େଇ । ବିଶ୍ବକପ୍ ପୂର୍ବରୁ ଭାରତ ଖେଳିବ ଶେଷ ୱାନ୍ ଡେ ସିରିଜ୍ । ଆସନ୍ତାକାଲି ପ୍ରଥମ ମ୍ୟାଚ ମୋହାଲିରେ ଖେଳାଯିବ । ଆଜି ଉଭୟ ଦଳ ପ୍ରାକ୍ଟିସ କରିବେ । ମୋଟ୍ ୩ଟି ମ୍ୟାଚ୍ ଖେଳାଯିବ । ଏହି ସିରିଜ ପାଇଁ ଭାରତ ଦୁଇଟି ଟିମ୍ ଘୋଷଣା କରିଛି । ଲୋକେଶ…

ବାରବାଟୀ ଦିନିକିଆ ମ୍ୟାଚ ପାଇଁ ସରିଲା ଅନଲାଇନ ଟିକେଟ ବିକ୍ରି, ମାତ୍ର ଦେଢ ଘଣ୍ଟାରେ ନେଇଗଲେ ୮ ହଜାର ୧୫୦ ଟିକେଟ୍‌

କେନ୍ୟୁଜ୍(ବ୍ୟୁରୋ): ବାରବାଟୀ ଭାରତ-ୱେଷ୍ଟଇଣ୍ଡିଜ ଓ୍ଵାନଡେ ମ୍ୟାଚ ପାଇଁ ଫ୍ୟାନଙ୍କ ମଧ୍ୟରେ କ୍ରେଜ । ମାତ୍ର ଦେଢ ଘଣ୍ଟା ମଧ୍ୟରେ ସରିଲା ଅନଲାଇନ ଟିକେଟ ବିକ୍ରି । ଚାହୁଁଚାହୁଁ ଅନ୍‌ଲାଇନ୍‌ରେ ଉପଲବ୍ଧ ଥିବା ୮ ହଜାର ୧୫୦ ଟିକେଟ୍‌ ଶେଷ ହୋଇଛି । ବହୁ ଦିନ ପରେ ବାରବାଟୀରେ…