Browsing Tag

orange

KISS ପିଲାଙ୍କ ପାଇଁ ପଞ୍ଜାବରୁ ଆସିଲା ୨୦ ଟନ କମଳା

ଭୁବନେଶ୍ୱର : KISS ର ୪୦ ହଜାର ଛାତ୍ରଛାତ୍ରୀଙ୍କ ପାଇଁ ପଞ୍ଜାବରୁ ୨୦ଟନ କମଳା ଆଜି KISS ରେ ପହଞ୍ଚିଛି  ।  ଆଜି KISS ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ KISS ପିଲାଙ୍କ ମଧ୍ୟରେ ଏହାକୁ ବଣ୍ଟନ କରିଛନ୍ତି ।  ପ୍ରତିବର୍ଷ ଶ୍ରୀ ସାମନ୍ତ KISS ଛାତ୍ରଛାତ୍ରୀଙ୍କ ପାଇଁ ଭାରତର ବିଭିନ୍ନ ସ୍ଥାନରୁ…

ଏହି ୫ ଟି ରୋଗକୁ ଗାଏବ କରେ କମଳା ଜୁସ୍, ଶୀତଋତୁରେ ସେବନ କଲେ ଦେବ ଡବଲ ଫାଇଦା

ଖୁବ୍ ଶୀଘ୍ର ଶୀତ ଋତୁ ଆସିବାକୁ ଯାଉଛି । ବିଶେଷ କରି ଏହି ଋତୁରେ ଅଧିକାଂଶ ଲୋକ ସ୍ୱାସ୍ଥ୍ୟଗତ ସମସ୍ୟାର ଶିକାର ହୋଇଥାନ୍ତି । ସେଥିପାଇଁ ଶରୀର ପ୍ରତି ଧ୍ୟାନ ଦେବା ଆବଶ୍ୟକ । ସୁସ୍ଥ ଶରୀର ପାଇଁ ସୁସ୍ଥ ଜୀବନଶୈଳୀ ସହିତ ଉତ୍ତମ ଏବଂ ପୁଷ୍ଟିକର ଖାଦ୍ୟ ଅତ୍ୟନ୍ତ ଜରୁରୀ । ତେଣୁ ସକାଳ ଜଳଖିଆ…

ସ୍କିନ୍‌ରୁ ଡ୍ରାଏନେସ୍‌ ଏବଂ ଅନ୍ୟାନ୍ୟ ସମସ୍ୟା ଦୂର କରିବାକୁ ଚାହୁଁଛନ୍ତି କି ? ବ୍ୟବହାର କରନ୍ତୁ ଏହି ଫୁଲର…

ବର୍ତ୍ତମାନ ସମସ୍ତ ଲୋକ ନିଜ ସ୍କିନ୍‌କୁ ସୁନ୍ଦର କରିବା ପାଇଁ କିଛି ନା କିଛି କ୍ରିମ୍‌ ବ୍ୟବହାର କରିଥାନ୍ତି । ଏହା ସହ ସ୍କିନ୍‌ର ଯତ୍ନ ନେବା ପାଇଁ ଲୋକମାନେ ପ୍ରାୟତଃ ମହଙ୍ଗା ପ୍ରଡକ୍ଟ ବ୍ୟବହାର କରନ୍ତି । କିନ୍ତୁ ଏହା ପରେ ମଧ୍ୟ ଲୋକଙ୍କ ମୁହଁରେ କିଛି ନା କିଛି ସମସ୍ୟା ହୋଇଥାଏ । ଏହି…

ଶୀତ ଦିନରେ ଏହି ସବୁ ଫଳ ଶରୀର ପାଇଁ ହୋଇଥାଏ ସବୁଠୁ ବେଷ୍ଟ, ନିଶ୍ଚିତ ଖାଆନ୍ତୁ

ଶୀତ ଦିନେ ବଜାରରେ ବହୁ ମାତ୍ରାରେ ଫଳ ମିଳିଥାଏ । ଏହି ସମୟରେ ଫଳ ଦାମ ମଧ୍ୟ କମ ଥାଏ । କମଳା ,ଡାଳିମ୍ବ, କଦଳୀ ଓ ସେଓ ଶରୀର ପାଇଁ ଅମୃତ ତୁଲ୍ୟ ହୋଇଥାଏ । ଏହି ସବୁ ଫଳରେ ଭିଟାମିନ ଏ, ସି, ବି ଭଳି ବହୁ ଭିଟାମିନ ଓ ଖଣିଜ ଦ୍ରବ୍ୟ ଥାଏ । ଯଦି ଆପଣ ସବୁଦିନ ଏହି ସବୁ ଫଳ ଖାଉଛନ୍ତି ତେବେ ଏହା…

ସକାଳେ ଖାଲି ପେଟରେ ଏହିସବୁ ଫଳ ଖାଇବା ଶରୀର ପାଇଁ ହୋଇଥାଏ ବିଷ ସମାନ, ଜାଣନ୍ତୁ ଓ ସତର୍କ ରୁହନ୍ତୁ

ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କାରଣ ଫଳ ଭିଟାମିନ୍ ଏବଂ ମିନେରାଲ୍ସରେ ଭରପୂର ହୋଇଥାଏ। ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ସକାଳେ ଖାଲି ପେଟରେ ଫଳ ଖାଇବା ଦ୍ୱାରା ସାରା ଦିନ ଶରୀରରେ ଶକ୍ତି ମହଜୁଦ ହୋଇଥାଏ । ଏହା ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି…

ରକ୍ତଚାପ ନିୟନ୍ତ୍ରଣ କରିବା ସହିତ ରୋଗ ପ୍ରତିରୋଧ ଶକ୍ତି ବଢାଏ ଏହି ଫଳ, ଜାଣନ୍ତୁ ଆଉ କ’ଣ ମିଳେ ଲାଭ

କମଳା ଫଳ ଖାଇବା ଅତ୍ୟନ୍ତ ସ୍ୱାଦିଷ୍ଟ । ଏହି ଫଳର ସ୍ୱାଦ ସାମାନ୍ୟ ଖଟା ଏବଂ ସାମାନ୍ୟ ମିଠା । କମଳା ସ୍ୱାସ୍ଥ୍ୟ ଏବଂ ଏହି ଫଳ ଖାଉଥିବା ଲୋକଙ୍କ ପାଇଁ ମଧ୍ୟ ଭଲ । ଯେଉଁମାନେ ପ୍ରତିଦିନ କମଳା ଖାଉଛନ୍ତି, ସେମାନଙ୍କର ଚର୍ମ, କେଶ ଏବଂ ସ୍ୱାସ୍ଥ୍ୟ ଉପରେ ଏହାର ଭଲ ପ୍ରଭାବ ପଡିଥାଏ। ଆସନ୍ତୁ…

କମଳା ଖାଇବା କେବଳ ଶରୀରକୁ ଫାଇଦା ନୁହେଁ ହାନି ମଧ୍ୟ ପହଞ୍ଚାଇଥାଏ, ଜାଣନ୍ତୁ କିପରି ?

ଖଟାମିଠା ସ୍ୱାଦରେ ଭରପୂର କମଳା। ଆପଣ ସମସ୍ତଙ୍କୁ ପସନ୍ଦ। ଏଥିରେ ଭରପୂର ମାତ୍ରାରେ ଭିଟାମିନ ସି, ଏ, ବି, କ୍ୟାଲସିୟମ, ମ୍ୟାଗ୍ନେସିୟମ, ପୋଟାସିୟମ, ଫସଫରସ ଏବଂ ପୋଷକ ତତ୍ତ୍ୱ ରହିଥାଏ। କମଳା ଖାଇବା ଶରୀର ପାଇଁ ବହୁତ ଫାଇଦା ଦେଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଏହି କମଳା ମଧ୍ୟ ଶରୀର…

କମଳାରେ ରହିଛି ଚମତ୍କାରୀ ଫାଇଦା, ଯାହା ଦୂର କରିବ ଅନେକ ସମସ୍ୟା

କମଳା ଖାଇବାକୁ ଯେପରି ସୁଆଦିଆ ସ୍ବାସ୍ଥ୍ଯା ପ୍ରତି ମଧ୍ୟ ସେମିତି ହିତକାରୀ । ଏହା ଭିତରେ ଭରି ରହିଛି ଅନେକ ପୋଷକ ତତ୍ତ୍ଵ ଯାହା ଶରୀର ପାଇଁ ଅନେକ ଉପକାରୀ ହୋଇଥାଏ । ଆସନ୍ତୁ ଜାଣିବା କମଳା ବାବଦରେ କିଛି ତଥ୍ଯ ଯାହା ଖାଇଲେ ଆପଣଙ୍କ ଶରୀର ରହିବ ସୁସ୍ଥ। -କମଳାରେ ଭିଟାମିନ ସି ଅଧିକ…