Below header
Browsing Tag

otdc

ରାଜ୍ୟର ବିଭିନ୍ନ ବୋର୍ଡ ଓ ନିଗମର ଅଧ୍ୟକ୍ଷ ନିଯୁକ୍ତ: ଶ୍ରୀମୟୀ ହଟିଲେ ଲେନିନ ମହାନ୍ତି ହେଲେ ଓଟିଡିସି ଅଧ୍ୟକ୍ଷ

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟର ବିଭିନ୍ନ ବୋର୍ଡ ଓ ନିଗମର ଅଧ୍ୟକ୍ଷ ନିଯୁକ୍ତ । ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ଭାବେ କଳିକେଶ ସିଂହଦେଓ, ଆପିକଲ୍‌ର ଅଧ୍ୟକ୍ଷା ଭାବେ ପ୍ରତାପ ଆଦିତ୍ୟ ମିଶ୍ର, ORHDCର ଅଧ୍ୟକ୍ଷ ଭାବେ ଡି. ବିଶ୍ୱନାଥଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ଲେନିନ…

ଭୁବନେଶ୍ୱର ହୋଟେଲ ନିମନ୍ତ୍ରଣରେ ଘୋଟାଲା: ବନ୍ଧାହେଲେ ଓଟିଡିସି ମ୍ୟାନେଜର ଓ ଠିକା କର୍ମଚାରୀ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ହୋଟେଲ ନିମନ୍ତ୍ରଣରେ ଘୋଟାଲା। ବନ୍ଧାହେଲେ ଓଟିଡିସି ମ୍ୟାନେଜର ଓ ଠିକା କର୍ମଚାରୀ। ମ୍ୟାନେଜର ରାଜ୍ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନିଲ ଘଡେଇଙ୍କୁ ବାନ୍ଧିଛି ପୋଲିସ୍। ୬ମାସରେ ୧୭ ଲକ୍ଷ ୫୦ହଜାର ଟଙ୍କା ଆତ୍ମସାତ କରିଥିଲେ ।…

ଓଟିଡିସି ପାଳନ କଲା ୪୧ ତମ ପ୍ରତିଷ୍ଠା ଦିବସ, ନନ୍ଦନକାନନର ଗୋଟିଏ ବାଘକୁ ପୋଷ୍ୟ ଭାବେ ନେଲା କର୍ପରେସନ

କେନ୍ୟୁଜ୍(ବ୍ୟୁରୋ): ଓଡିଶା ପର୍ଯ୍ୟଟନ ବିକାଶ ନିଗମ (OTDC)  ୪୧ ତମ ପ୍ରତିଷ୍ଠା ଦିବସକୁ ଭୁବନେଶ୍ୱରର କର୍ପୋରେଟ ଅଫିସରେ ପାନ୍ଥ ନିବାସରେ ନିରଡାମ୍ବର ସହକାରେ ପାଳନ କରିଛି। ଭିଡିଓ କନଫରେନ୍ସ ଜରିଆରେ OTDC ର କର୍ମଚାରୀମାନଙ୍କୁ ସମ୍ବୋଧିତ କରି କର୍ପୋରେସନର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର…

ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର  କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର(କେନ୍ୟୁଜ୍): ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର  କରୋନାରେ ଆକ୍ରାନ୍ତ ହୋଇଛନ୍ତି।  ସେ କରୋନା ପଜିଟିଭ ହୋଇଛନ୍ତି ବୋଲି ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି। ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସେ ଏହି ଟ୍ବିଟ…

ଓଡିଶାବାସୀଙ୍କ ପାଇଁ ଖୁସି ଖବର, OTDC ଜୋମାଟୋ ଓ ସ୍ୱିଗୀ ମାଧ୍ୟମରେ ଦେବ ସୁଆଦିଆ ଖାଇବା

କେନ୍ୟୁଜ୍ (ବ୍ୟୁରୋ):  ଓଡିଶାବାସୀଙ୍କ ପାଇଁ ଖୁସି ଖବର। ଓଟିଡିସି ଆରମ୍ଭ କରିଛି ନୂଆ ପ୍ରୟାସ, ‘ପସନ୍ଦ ଆପଣଙ୍କର, ରୋଷେଇ ଆମର’। କରୋନା ପାଇଁ ସାରା ରାଜ୍ୟ  ଲକଡାଉନରେ ଥିବା ବେଳେ ପକ୍ଷରୁ ଘରେ ଘରେ ସ୍ୱସ୍ୱାଦୁ ଖାଦ୍ୟ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଅନଲାଇନ ଖାଦ୍ୟ ବଣ୍ଟନ…

ବିଦେଶ ଯାତ୍ରା କରିବାକୁ ଚାହୁଁଛନ୍ତି କି? ଏବେ କମ ଖର୍ଚ୍ଚରେ ବୁଲାଇବ ଓଟିଡିସି

କେନ୍ଯୁଜ୍: ରାଜ୍ଯରେ ପର୍ଯ୍ଯଟକଙ୍କ ଭିଡ ବଢାଇବା ପାଇଁ ଗତ ବର୍ଷ ଓଡିଶା ପର୍ଯ୍ଯଟନ ବିକାଶ ନିଗମ ଡେଷ୍ଟିନେସନ ୱେଡିଂ ପ୍ଯାକେଜ୍ ଲଞ୍ଚ କରିବା ପରେ ଏବେ ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ ବିଦେଶ ଭ୍ରମଣର ସୁଯୋଗ ଆଣିଛି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)। ଓଟିଡିସି ର ଏହି ନୂଆ ପ୍ଯାକେଜ୍…