ପ୍ରଶାନ୍ତ ମହାସାଗରରେ ହୁତୁହୁତୁ ହୋଇ ଜଳିଲା ଜାହାଜ, ତତ୍କାଳ ଉଦ୍ଧାର କାର୍ଯ୍ୟ ଯୋଗୁଁ ବଞ୍ଚିଗଲା ଜୀବନ: ଦେଖନ୍ତୁ…
ପ୍ରଶାନ୍ତ ମହାସାଗରରେ ଯାଉଥିବା ଜାହାଜରେ ଲାଗିଲା ନିଆଁ । ଜାହାଜରେ ୧୨୦ ଯାତ୍ରୀ ରହିଥିଲେ । ଫିଲିପାଇନ୍ସ ଜାହାଜରେ ଶତାଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜରେ ନିଆଁ ଲାଗିବା ଯୋଗୁଁ ମଝି ସମୁଦ୍ରରେ ଜଳିଗଲା । ଲୋକଙ୍କ ଆତଙ୍କିତ ହୋଇପଡିଥିଲେ । ଘଟଣା ବିଷୟରେ ଖବର ପାଇ ଫିଲିପାଇନ୍ସ…