Browsing Tag

PAK vs AFG

ଆଫଗାନିସ୍ତାନ ଠାରୁ ହାରିବା ପରେ ନିଜର ବ୍ୟାଟ୍‌ ଗୁରୁବାଜଙ୍କୁ ଗିଫ୍ଟ କଲେ ବାବର ଆଜମ, ଭିଡିଓ ଭାଇରଲ

ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ତାନ ପାକିସ୍ତାନକୁ ହରାଇଛି । ଦିନିକିଆ କ୍ରିକେଟ ଇତିହାସରେ ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ଏହା ପ୍ରଥମ ବିଜୟ । ଏହି ବିଜୟ ପରେ ଆଫଗାନିସ୍ତାନର ସମସ୍ତ ଖେଳାଳି ଖୁସିରେ ନାଚି ଉଠିଛନ୍ତି । ଏହି ମ୍ୟାଚ…

ଓ୍ଵିକେଟ ଯିବାରୁ ଆଫଗାନୀ ବୋଲରଙ୍କୁ ବ୍ୟାଟ ଉଠାଇଥିଲେ ଆସିଫ ଅଲ୍ଲୀ, ଧକ୍କା ମଧ୍ୟ ମାରିଥିଲେ : ଦେଖନ୍ତୁ ଭିଡିଓ

ଏସିଆ କପ୍‌ ୨୦୨୨ ରେ ବୁଧବାର ହୋଇଥିବା ପାକିସ୍ତାନ ଏବଂ ଆଫଗାନିସ୍ତାନ ମ୍ୟାଚରେ ପଡିଆରେ ମୁହାଁମୁହିଁ ହୋଇଥିଲେ ପାକ୍‌ ଏବଂ ଆଫଗାନୀ ଖେଳାଳି। ପରିସ୍ଥିତି ଏମିତି ଥିଲା କି, ଦୁଇଟି ଯାକ ଟିମ୍‌ର ଖେଳାଳି ପରସ୍ପର ମଧ୍ୟରେ ହାତ ଉଠାଉଠି ହୋଇଯାଇଥିଲେ। ରାଗରେ ପାକିସ୍ତାନୀ ଖେଳାଳି ଆଫଗାନୀ…

ମ୍ୟାଚ୍‌ ହାରିବା ପରେ ପାକିସ୍ତାନୀ ଫ୍ୟାନ୍ସଙ୍କୁ ପିଟିଲେ ଆଫଗାନିସ୍ତାନ ଫ୍ୟାନ୍ସ, ଭିଡିଓ ଭାଇରଲ

ଏସିଆ କପ୍‌ ୨୦୨୨ ସୁପର-୪ ମ୍ୟାଚରେ ବୁଧବାର ପାକିସ୍ତାନ ଟିମ୍‌ ଆଫଗାନିସ୍ତାନ ଟିମକୁ ହରାଇଛି। ପାକିସ୍ତାନ ମ୍ୟାଚ୍‌ ଜିତି ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚ୍‌ ହାରିବା ପରେ ଆଫଗାନିସ୍ତାନୀ ଫ୍ୟାନ୍ସ ରାଗରେ ପାକିସ୍ତାନୀ ଫ୍ୟାନ୍ସଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ମ୍ୟାଚ୍‌ ସରିବା ପରେ…

ଆଜି ହ୍ୟାଟ୍ରିକ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ପାକିସ୍ତାନ, ସେପଟେ ୱେଷ୍ଟଇଣ୍ଡିଜ ପାଇଁ କର ବା ମର ସ୍ଥିତି

ଟି-୨୦ ବିଶ୍ୱକପ୍‌ ସୁପର-୧୨ରେ ଶୁକ୍ରବାର ଦୁବାଇରେ ଦୁଇ ପ‌ଡ଼ୋଶୀ ଦେଶ ପାକିସ୍ତାନ ଓ ଆଫ୍‌ଗାନିସ୍ତାନ ମୁହାଁମୁହିଁ ହେବେ। ପାକିସ୍ତାନ ନିଜର ଦୁଇଟି ଯାକ ମ୍ୟାଚ୍‌ ଜିତିଥିବାରୁ ଦୃଢ଼ ସ୍ଥିତିରେ ରହିଛି। ଏପଟେ ଆଫ୍‌ଗାନିସ୍ତାନ ବଡ଼ ବ୍ୟବଧାନରେ ସ୍କଟଲାଣ୍ଡକୁ ହରାଇଛି। ଏହି ମ୍ୟାଚରେ ଏହି ଦଳ ଉଭୟ…