Below header
Browsing Tag

pakistan

୩୬୦ ରୁ ୧୦୦ ଭାରତୀୟ କଏଦୀଙ୍କୁ ମୁକ୍ତ କଲା ପାକିସ୍ତାନ, ଅଟାରୀ ରାସ୍ତାରେ ଫେରିବେ ସ୍ୱଦେଶ

ଖୁବ ଦିନରୁ ଚର୍ଚ୍ଚା ହେଉଆସୁଥିବା ଖବର ଉପରୁ ଆଜି ପରଦା ଉଠିଛି । ପାକିସ୍ତାନରେ ବନ୍ଦୀଥିବା ୧୦୦ ଭାରତୀୟ କଏଦୀଙ୍କୁ ସୋମବାର ଦିନ ମୁକ୍ତ କରାଯାଇଛି । ଏହି ସମସ୍ତ କଏଦୀ ନିଜର ଦଣ୍ଡାଦେଶ ପୂରା କରିସାରିଛନ୍ତି । ଅମୃତସର ସ୍ଥିତ ଅଟାରୀ-ଓ୍ଵାଘା ସୀମା ରାସ୍ତାରେ ଭାରତୀୟ କଏଦୀଙ୍କୁ ସ୍ୱଦେଶକୁ…

ଆତଙ୍କରେ ଆତଙ୍କୀ ରାଷ୍ଟ୍ର, ଖୁବ୍ ଶୀଘ୍ର ପାକିସ୍ତାନ୍ ଉପରେ ଆକ୍ରମଣ କରିପାରେ ଭାରତ

ଭୟରେ ପାକିସ୍ତାନ । କାରଣ ଖୁବ୍ ଶୀଘ୍ର ଭାରତ କରିପାରେ ଆକ୍ରମଣ । ଏଭଳି ଦାବି କରିଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମ୍ମୁଦ୍ କୁରେଶି । ୧୬ ରୁ ୨୦ ଏପ୍ରିଲ୍ ମଧ୍ୟରେ ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିପାରେ । ଏନେଇ ଭାରତ ପ୍ଲାନ୍ ମଧ୍ୟ ପ୍ରସ୍ତୁତ କରିସାରିଛି ବୋଲି ସୂଚନା…

ଠକ ପାକିସ୍ତାନ, ନାମ ବଦଳାଇ ବିକ୍ରି କରୁଛି ଏହି ୫ ପ୍ରସିଦ୍ଧ ଭାରତୀୟ ବାଇକ୍

ସବୁ ଜିନିଷ ଅନ୍ୟଠୁ କପି କରିବାରେ ମାହିର୍ ହେଉଛି ଚୀନ । ହେଲେ ଚୀନର ଏହି ଗୁଣ ଏବେ ପାକିସ୍ତାନ ମଧ୍ୟ ଆପଣାଇ ନେଇଛି । କାରଣ ପାକିସ୍ତାନରେ ଏମିତି ଅନେକ ବାଇକ୍ ଅଛି ଯାହା ଭାରତୀୟ ମୋଟର ସାଇକେଲର କପି । ଯାହାକୁ ଦେଖିଲେ ଚିହ୍ନିବା କଷ୍ଟ ଯେ ଏହା ଅସଲି ନା ରେପ୍ଲିକା । ଆଉ ସବୁଠାରୁ ଖାସ୍…

ମିଛ କହୁଛି ପାକିସ୍ତାନ, ପୁଣି ଅଭିଯୋଗ କରିଛି ଭାରତ

ପାକିସ୍ତାନ ମିଛ କହୁଥିବା ପୁଣି ଅଭିଯୋଗ କରିଛି ଭାରତ । ବିଦେଶ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି, ଭାରତ ବିରୋଧରେ ପାକିସ୍ତାନ F-16 ବିମାନ ବ୍ୟବହାର କରିଛି । କିନ୍ତୁ ମିଛ କହୁଛି । ଏବେ ବି ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କୋଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ପୁଲଓ୍ଵାମା…

ଭାରତ ସହ ପଙ୍ଗା ପଡିଲା ମହଙ୍ଗା, ପାକିସ୍ତାନରେ ୪ ବର୍ଷର ରେକର୍ଡ ଭାଙ୍ଗିଲା ଦରଦାମ୍

ପଙ୍ଗା ପଡିଲା ମହଙ୍ଗା । ପାକିସ୍ତାନକୁ ଓଲଟା ପଡିଛି ଭାରତ ସହ ବିବାଦ । ପୁଲୱାମା ଆକ୍ରମଣ ପରେ ଶତ୍ରୁ ଦେଶ ବିରୋଧରେ ଶକ୍ତ କାର‌୍ୟ୍ୟାନୁଷ୍ଠାନ ନେଇଛି ଭାରତ । ଯାହା ଫଳରେ ପାକିସ୍ତାନରେ ଆକାଶ ଛୁଆଁ ହୋଇଛି ଦରଦାମ୍ । ଗତ ଚାରି ବର୍ଷର ଭାଙ୍ଗିଛି ରେକର୍ଡ । ରିପୋର୍ଟ ମୂତାବକ, ଫେବ୍ରୁଆରୀ…

ପାକିସ୍ତାନୀ କଳାକାର ମାନେ ବାହାର କଲେ ମୋର୍ଚ୍ଚା, ଏୟାରଷ୍ଟ୍ରାଇକ୍ ନେଇ ଭାରତକୁ ଦେଲେ ଚେତାବନୀ

ପୁଲଓ୍ବାମା ଆତଙ୍କୀ ଆକ୍ରମଣରେ ଭାରତୀୟ ଜବାନ ଗତକାଲି ପାକିସ୍ତାନକୁ ଜବାବି ହମାଲା କରିଛନ୍ତି। ଭାରତୀୟ ବାୟୁସେନା ଏୟାରଷ୍ଟ୍ରାଇକ୍ ଜରିଆରେ ପାକିସ୍ତାନ ଆତଙ୍କୀ ଠିକଣାକୁ ଧ୍ବଂସ କରିଛି। କୁହାଯାଉଛି କି ଏହି ଆକ୍ରମଣରେ ୩୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଜବାବୀ ହମଲା ପରେ…

ଭାରତୀୟ ବାୟୁସେନା ଭୟରେ ପାକିସ୍ତାନ ବନ୍ଦ କଲା ୫ଟି ବିମାନ ବନ୍ଦର, ସବୁ ଘରୋଇ ଏବଂ ଅନ୍ତଃରାଷ୍ଟ୍ରୀୟ ଉଡାଣ ରଦ୍ଦ

ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୀମାରେ ଚାଲିଥିବା ଅଶାନ୍ତି ମଧ୍ୟରେ ପାକିସ୍ତାନ ତାହାର ୫ଟି ବିମାନବନ୍ଦରକୁ ବନ୍ଦ କରିଛିା ଖବର ମୁତାବକ, ଲାହୋର, ମୁଲତାନ, ଫେସଲାବାଦ, ସିୟାଲକୋଟ ଏବଂ ଇସଲାମାବାଦ ବିମାନବନ୍ଦରରେ ସମସ୍ତ ପ୍ରକାରର ଉଡ଼ାଣକୁ ରଦ୍ଧ କରାଯାଇଛିା ତେବେ ଏୟାରପୋର୍ଟଟି…

ଟମୋଟୋ ପରେ ଏବେ ପାନ ଓ କପଡା ପାଇଁ ହଇରାଣ ହେବ ପାକିସ୍ତାନ, ରପ୍ତାନୀ ବନ୍ଦ କଲେ ଭାରତୀୟ ଚାଷୀ

ଟମାଟୋ ପରେ ଏବେ ପାନ ପାଳି । ପାକିସ୍ତାନକୁ ଚାରଆଡୁ ଘେରିସାରିଲାଣି ଭାରତ । ପ୍ରଥମେ ଟମାଟୋ ବନ୍ଦ କରିବା ପରେ ଏବେ ପାନ ଆଉ କପଡା ବନ୍ଦ କରିଛି ଭାରତ । ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲା ସହ ଅନ୍ୟ କିଛି ଜିଲ୍ଲାରୁ ଦେଶର ବିଭିନ୍ନ ଅଂଚଳକୁ ପାନ ସପ୍ଲାୟ ହୋଇଥାଏ । ଏହା ବ୍ୟତୀତ ପାକିସ୍ତାନ…

ଭାରତ ପାକିସ୍ତାନ ଉପରେ କାହିଁକି କରେ ନାହିଁ ଆକ୍ରମଣ, କାରଣ ଜାଣି ହେବେ ଚକିତ

ପାକିସ୍ତାନ ଭାରତ ଉପରେ ସବୁବେଳେ ପ୍ରଥମତଃ ଆକ୍ରମଣ କରୁଥିବାର ଦେଖିବାକୁ ମିଳୁଛି। ଏପରି ମଧ୍ୟ ଦେଖାଯାଇଛି ପାକିସ୍ତାନ ବିଭିନ୍ନ ଆକ୍ରମଣ କରି ବାରମ୍ବାର ଭାରତକୁ ଯୁଦ୍ଧ ପାଇଁ ଉସକାଉଛି। କିନ୍ତୁ ଯେତେଯାହା ହେଲେ ମଧ୍ୟ ଭାରତ ଆଜି ଯାଏଁ କିଛି ପ୍ରତିକ୍ରିୟା ରଖିନାହିଁ। ଏହି ପ୍ରଶ୍ନ ସବୁବେଳେ…

ଏସିଆ କପରେ ଆଜି ହାଇଭୋଲଟେଜ୍ ମୁକାବିଲା, ପୁଣି ମୁହାଁମୁହିଁ ଭାରତ-ପାକିସ୍ତାନ

ଦୁବାଇ : ସୁପର ସଣ୍ଡେରେ ସୁପର ମୁକାବିଲା । ଏସିଆ କପରେ ଆଜି ପୁଣି ମୁହାଁମୁହିଁ ହେବେ ଦୁଇ ପାରଂପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଗତ ମ୍ୟାଚରେ ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ପାଖରେ ଆତ୍ମ ସମର୍ପଣ କରିଥିଲା ପାକିସ୍ତାନ । ସମସ୍ତ…

ବର୍ଷେ ପରେ କାଲି ଭାରତ-ପାକ୍ ଫାଇଟ୍, ଦୁବାଇରେ ୧୨ ବର୍ଷ ପରେ

ନୂଆଦିଲ୍ଳୀ : ଆସନ୍ତାକାଲି ଏସିଆ କପରେ ହାଇଭୋଲଟେଜ୍‌ ମୁକାବିଲା । ଭାରତ-ପାକିସ୍ତାନ ମୁକାବିଲା । ପାଖାପାଖି ବର୍ଷେ ପରେ ମୁହାଁମୁହିଁ ହେଉଛନ୍ତି ଏସିଆ ମହାଦେଶର ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ଉଭୟ ଦଳରେ ଅଛନ୍ତି ଯୁବ ଅଭିଜ୍ଞ ଖେଳାଳି । ଗତବର୍ଷ ଇଂଲଣ୍ଡରେ ଚାମ୍ପିଅନ୍ସ ଟ୍ରଫିରେ…

ଜଣେ ହିନ୍ଦୁ ଜଣେ ମୁସଲମାନ୍ ! କିଏ ସେହି ଦୁଇ ବ୍ୟକ୍ତି ଯିଏ କରିଥିଲେ ହିନ୍ଦୁସ୍ତାନ ଓ ପାକିସ୍ତାନ ମଧ୍ୟରେ ସମ୍ପତ୍ତି…

ଭାରତ ସ୍ୱାଧୀନତା ପାଇବାର ୭୧ ବର୍ଷ ପୁରା ହେଉଛି । ଏହି ସମୟ ଭିତରେ ଦେଶ ଅନେକ ଉତ୍ଥାନ ପତନର ସାମ୍ନା କରିଛି । ରାଜନୀତି, ଅର୍ଥନୀତି କ୍ଷେତ୍ରରେ ଦେଶ ଆଗକୁ ଯାଇଛି । ଆଜି ସାରା ବିଶ୍ୱରେ ଅନ୍ୟ ଦେଶମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଠିଆହୋଇପାରୁଛି ଆମ ଦେଶ । ଲମ୍ବା ସଂଘର୍ଷ ପରେ ଇଂରେଜଙ୍କ…