Browsing Tag

panchayat election

ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଚାର

ଭଞ୍ଜନଗର (କେନ୍ୟୁଜ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଓ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ପ୍ରଥମେ ଦଦରାଲୁଣ୍ଡା ପଞ୍ଚାୟତରେ ନିର୍ବାଚନୀ ରାଲି କରି ୫୦ନଂ ଜୋନ୍ର ଜିଲ୍ଲା ପରିଷଦ ପ୍ରାର୍ଥୀ ଶୈଳବାଳା ବିଷୋୟୀଙ୍କ ପାଇଁ…

୩ଟି ଗାଁର ଲୋକେ ଦେଲେନି ଭୋଟ୍‌, ଚେଷ୍ଟା ପରେ ବି ବୁଝିଲେନି କଲେ ଭୋଟ୍‌ ବର୍ଜନ

ବରଗଡ଼ (କେନ୍ୟୁଜ) : ପଦ୍ମପୁର ଉପଖଣ୍ଡ ୩ଟି ଗାଁରେ ବିଭିନ୍ନ ସମସ୍ୟାକୁ ନେଇ ଭୋଟ୍ ବର୍ଜନ କଲେ ଗ୍ରାମବାସୀ । ଆଜି ଜିଲ୍ଲାର ରାଜବୋଡାସମ୍ବର ଓ ଗାଇସିଲାଟ ବ୍ଲକରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଥିଲା। ହେଲେ ରାଜବୋଡାସମ୍ବର ବ୍ଲକର ଦୁଇଟି ଗାଁ ଏବଂ ଗାଇସିଲାଟ ବ୍ଲକର…

ବାରଙ୍ଗରେ ଭୋଟ ବାକ୍ସ ଛଡାଇ ନେବା ଘଟଣାକୁ ଖଣ୍ଡନ କଲେ ଡିସିପି ପ୍ରତୀକ ସିଂ

କଟକ (କେନ୍ୟୁଜ) : କଟକ ଜିଲ୍ଲା ବାରଙ୍ଗରେ ଭୋଟ ବାକ୍ସ ଛଡାଇ ନେବା ଘଟଣାକୁ ଖଣ୍ଡନ କଲେ କଟକ ଡିସିପି ପ୍ରତୀକ ସିଂ। କୌଣସି ଭୋଟ ବାକ୍ସ ଲୁଟ ହୋଇନଥିବା କହିଛନ୍ତି । ମତଦାନ ସରିବା ପରେ ପୋଲିସର ଉପସ୍ଥିତରେ ପୋଲିଂ ଅଧିକାରୀ ଭୋଟ ବାକ୍ସ ବୁଥରୁ ନେଇ ଗଲେ । ଲୋକଙ୍କ ଭିତରେ ଭୁଲ ବୁଝାମଣା ସୃଷ୍ଟି…

ଚାନ୍ଦବାଲି : ଗୋବିନ୍ଦପୁର ପଂଚାୟତରେ ବିଜେଡିର ବିଶାଳ ରୋଡ ସୋ

ଚାନ୍ଦବାଲି (କେନ୍ୟୁଜ) : ପ୍ରଚାରର ଶେଷ ଦିନରେ ବିଜେଡିର ବିଶାଳ ରୋଡ ଶୋ। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୋବିନ୍ଦପୁର ପଂଚାୟତରେ ବିଜେଡିର ବିଶାଳ ରୋଡ ସୋ । ବିଜେଡି ପ୍ରାର୍ଥୀଙ୍କ ପାଇଁ ଅଭିନେତ୍ରୀ ଲିପ୍ସା ମିଶ୍ର ଏବଂ ବିଧାୟକ ବ୍ୟୋମକେଶ ରାୟ ରୋଡ ସୋ କରି ଭୋଟ ମାଗିଛନ୍ତି । ସରପଞ୍ଚ…

ମାଲକାନଗିରି ବଣ୍ଡା ଘାଟିରେ ୨ଟି ପଞ୍ଚାୟତର ୧୬ଟି ବୁଥରେ ଚାଲିଛି ମତଦାନ

ବଣାଇ (କେନ୍ଯୁଜ୍) : ମାଓ ଗଡ଼ରେ କଡା ସୁରକ୍ଷା ମଧ୍ୟରେ ହୋଇଛି ମତଦାନ। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡା ଘାଟିର ୨ଟି ପଞ୍ଚାୟତ ଆଣ୍ଡ୍ରାହାଲ ଓ ମୁଦୁଲିପଡ଼ାରେ ୧୬ଟି ବୁଥ୍‌ କରିଛି ପ୍ରଶାସନ। ଏହି ବ୍ଲକରେ ଗଟିଏ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟଗ୍ରହଣ କରାଯାଇଛି। ୪୭ଟି ବୁଥ୍‌…

ମୋ ଭୋଟ ମୋ ଅଧିକାର: ଖଟିଆରେ ବୁହା ହୋଇ ଆସି ନିଜର ମତଦାନ କଲେ ୮୫ ବର୍ଷୀୟ ବୃଦ୍ଧ

ସୁନ୍ଦରଗଡ଼(କେନ୍ଯୁଜ୍): ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକର ଗ୍ରାମରେ ମଧ୍ଯ ଚାଲିଛି ମତଦାନ । ଏହି ଅବସରରେ ଜଣେ ୮୫ ବର୍ଷୀୟ ବୃଦ୍ଧ ଖଟିଆରେ ବୁହା ହୋଇ ଆସି ନିଜ ଅଧିକାର ସାବ୍ଯସ୍ତ କରିଛନ୍ତି। ତାଙ୍କୁ ତାଙ୍କ ପରିବାର ଲୋକ ଓ ସ୍ଥାନୀୟ ଆଶା…

ଜଗତସିଂହପୁର: ବୁଥରେ ପଶି ବ୍ୟାଲେଟ ବାକ୍ସ ଓ ଅନ୍ୟାନ୍ୟ ଭୋଟ ସାମଗ୍ରୀ ଲୁଟ୍

ଜଗତସିଂହପୁର(କେନ୍ଯୁଜ୍): ବୁଥରେ ପଶି ବ୍ୟାଲେଟ ବାକ୍ସ ଓ ଅନ୍ୟାନ୍ୟ ଭୋଟ ସାମଗ୍ରୀ ଲୁଟ୍। ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ୧ ନମ୍ବର ଜୋନର ପଟସରା ପଂଚାୟତର ଢୋଲବନ୍ଦ ପ୍ରାଥମିକ ବିଦ୍ୟାଳୟ ୨ ନମ୍ବର ବୁଥ ଓ ଢ଼ିହ ପଟସରା ଗ୍ରାମର ୧ ନମ୍ବର ବୁଥରେ ଘଟିଛି ଏହି ଘଟଣା । ଏହି ବୁଥରେ ୨୦ ରୁ ୨୫ ଜଣ…

କଟକ ଜିଲ୍ଲାରେ ବାରଙ୍ଗ ନିଶ୍ଚିନ୍ତକୋଇଲି ଓ ବଡମ୍ବା ବ୍ଲକରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ

କଟକ (କେନ୍ଯୁଜ୍): କଟକ ଜିଲ୍ଲାରେ ବାରଙ୍ଗ ନିଶ୍ଚିନ୍ତକୋଇଲି ଓ ବଡମ୍ବା ବ୍ଲକରେ ଅନୁଷ୍ଠିତ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ମୋଟ ୨୬୬୬ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ଲକ୍ଷ ୫୬ହଜାର ୬୯୦ ଭୋଟର। ନିଶ୍ଚିନ୍ତକୋଇଲି ବ୍ଲକରେ ୫ ଜିଲ୍ଲା ପରିଷଦ, ବାରଙ୍ଗ…

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ରେକର୍ଡ ମତଦାନ: ବୌଦ୍ଧରେ ସର୍ବାଧିକ ୮୪.୭%, ଗଞ୍ଜାମରେ ସର୍ବନିମ୍ନ ୬୪.୯୬%

ଭୁବନେଶ୍ବର(କେନ୍ଯୁଜ୍): ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ରେକର୍ଡ ମତଦାନ। ଭୋଟ ହାର ରହିଛି ୭୭.୨% । ବୌଦ୍ଧରେ ସର୍ବାଧିକ ୮୪.୭% ମତଦାନ ରେକର୍ଡ କରାଯାଇଛି। ଗଞ୍ଜାମରେ ସର୍ବନିମ୍ନ ୬୪.୯୬% ମତଦାନ ହୋଇଛି। ଦେବଗଡ଼ରେ ୮୩.୭୫%, ଅନୁଗୁଳରେ ୮୨.୬% ଓ ଝାରସୁଗୁଡ଼ାରେ ୮୨.୧ପ୍ରତିଶତ ମତଦାନ…

ଆଦିବାସୀ ଗାଁରେ ଜନମଞ୍ଚ, ଭୋଟରଙ୍କ ସାମ୍ନାରେ ପରୀକ୍ଷା ଦେଲେ ପ୍ରାର୍ଥୀ

ସୁନ୍ଦରଗଡ(କେନ୍ଯୁଜ୍): ଆଦିବାସୀ ଗାଁରେ ଜନମଞ୍ଚ । ଭୋଟରଙ୍କ ସାମ୍ନାରେ ପରୀକ୍ଷା ଦେଲେ ପ୍ରାର୍ଥୀ । ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ ମୁଣ୍ଡରକ୍ଷେତ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପ୍ରତିଶ୍ରୁତି ଦେଇ ଭୋଟ ମାଗୁଥିବା ପ୍ରାର୍ଥୀ ବିଜୟ ପରେ କଣ କରିବେ, ସେନେଇ ପ୍ରାର୍ଥୀ…

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ମଦ ଓ ଟଙ୍କା ବାଣ୍ଟିବା ଅଭିଯୋଗରେ ୩ ଗିରଫ

ନୟାଗଡ଼(କେନ୍ଯୁଜ୍): ମଦ ଓ ଟଙ୍କା ବାଣ୍ଟିବା ଅଭିଯୋଗରେ ୩ ଗିରଫ। ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପ୍ରାର୍ଥୀ ଟଙ୍କା ବାଣ୍ଟି ଲୋକଙ୍କ ହାତରେ ଧରା ପଡିଛନ୍ତି। ନୟାଗଡ଼ ଚାନ୍ଦପୁର ଥାନା ମୟୂର ଝାଲିଆ ଗାଁର ଲୋକମାନେ ଗାଁ…

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ୬୨ଲକ୍ଷ ୧୦ହଜାର ଭୋଟର ସାବ୍ୟସ୍ତ କରିବେ ନିଜ ମତ

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକରେ ୧୮୬ଟି ଜିଲ୍ଲା ପରିଷଦ ଜୋନ୍‌ ଲାଗି ନିର୍ବାଚନ ହେବ। ମୋଟ ୧୫ଶହ ୧୪ପଞ୍ଚାୟତରେ ୨୦ହଜାର ୪୩୬ ବୁଥ୍‌ରେ ଭୋଟ ଗ୍ରହଣ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୬୨ଲକ୍ଷ ୧୦ହଜାର…