Below header
Browsing Tag

panchayat election

ଏବେ ନମସ୍କାରର ଋତୁ ପାଦ ଧରିବାର ବେଳା, ଆଉ ଭୋଟ୍‌ ପରେ……???

ଆଜ୍ଞା, ରାଜ୍ୟରେ ଚାଲିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ମାନେ ଗାଁ ରାଜନୀତି । ପୂରା ତୃଣମୂଳ ସ୍ତରରେ ଚାଲିଛି ରାଜନୀତି । ନିଜ ଅଞ୍ଚଳରେ ପତିଆରା ରଖିଥିବା ଲୋକ ନେତା ହେବାକୁ ଉଦ୍ୟମ କରୁଛନ୍ତି ଅବା ପୁରୁଣା ନେତା ନିଜ ଆସନ ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି । ଯିଏ ଦଳୀୟ ସମର୍ଥନ…

ଶେଷ ହେଲା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ୬୦ ପ୍ରତିଶତ ହୋଇଛି ମତଦାନ

କେନ୍ୟୁଜ୍(ବ୍ୟୁରୋ): ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୬୦ ପ୍ରତିଶତ ମତଦାନ ହୋଇଛି । କାଁ ଭାଁ ହିଂସାକାଣ୍ଡକୁ ଛାଡିଦେଲେ ସବୁଠି ସୁରୁଖୁରରେ ସରିଛି ଭୋଟ୍‌ ଗ୍ରହଣ । କୋଭିଡ କଟକଣାରେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିଥିଲା ମତଦାନ । ସକାଳୁ…

ନିଜ ନିର୍ବାଚନ ମଣ୍ଡଳୀରେ ମତଦାନ କରିଛନ୍ତି ରାଜ୍ୟର ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବିଧାୟକ

କେନ୍ଯୁଜ୍: ନିଜ ନିର୍ବାଚନ ମଣ୍ଡଳୀରେ ମତଦାନ କରିଛନ୍ତି ରାଜ୍ୟର ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବିଧାୟକ। ମାହାଙ୍ଗା ଜଳେଶ୍ୱରପୂର ପଞ୍ଚାୟତ ୧୧ ନମ୍ବର ବୁଥରେ ନିଜ ପରିବାର ସହ ମତଦାନ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଉପବାଚସ୍ପତି ରଜନୀକାନ୍ତ ସିଂ ଅନୁଗୁଳ ବଅଁରପାଳ ବ୍ଲକର ୨୭ ନମ୍ବର…

ବରଗଡ଼ ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କ ହୃଦଘାତରେ ମୃତ୍ୟୁ

ବରଗଡ଼(କେନ୍ଯୁଜ୍): ବରଗଡ଼ ଜିଲ୍ଲାର ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କ ହୃଦଘାତରେ ମୃତ୍ୟୁ । ସେ ସୂର୍ଯ୍ୟ ଚିହ୍ନରେ ନିର୍ବାଚନ ଲଢ଼ୁଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଯାହାଫଳରେ ଆଗାମୀ ୨୪ ତାରିଖରେ ହେବାକୁ ଥିବା ସରପଞ୍ଚ ନିର୍ବାଚନକୁ ସ୍ଥଗିତ…

ମାଓ ଅଧ୍ୟୁଷିତ ଇଲାକାରେ ଭୋଟିଂ ଜାରି: ସୁରକ୍ଷା ଦାୟିତ୍ୱରେ ୩୭ହଜାର ୨୪୫ ପୋଲିସ୍, ୨୩୫ ପ୍ଲାଟୁନ୍‌ ଫୋର୍ସ ମୁତୟନ

କେନ୍ଯୁଜ୍: ମାଓ ଅଧ୍ୟୁଷିତ ଇଲାକାରେ ଭୋଟିଂ ଜାରି । ମାଓ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ୭ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍‌ ନିଆଯାଉଛି । ସେହିପରି ମାଲକାନଗିରି, କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାର ୩ଟି ଲେଖାଏ ନିର୍ବାଚନ ମଣ୍ଡଳୀରେ ମତଦାନ ହେଉଛି । ସୁରକ୍ଷା ଦାୟିତ୍ୱରେ ଅଛନ୍ତି ୩୭ହଜାର ୨୪୫…

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ, ୩୦ ଜିଲ୍ଲାର ୭୧ ବ୍ଲକ ଅନ୍ତର୍ଗତ ୨୦୦ ଜିଲ୍ଲା ପରିଷଦ ଆସନ…

ଭୁବନେଶ୍ବର(କେନ୍ଯୁଜ୍): ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ । ୩୦ ଜିଲ୍ଲାର ୭୧ ବ୍ଲକ ଅନ୍ତର୍ଗତ ୨୦୦ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍‌ ନିଆଯାଉଛି । ମୈଦାନରେ ଅଛନ୍ତି ୭୨୬ ପ୍ରାର୍ଥୀ । ସେହିପରି ୧୬ଶହ ୬୯ ପଞ୍ଚାୟତରେ ଭୋଟିଂ ହେଉଛି । ଏଥିପାଇଁ ୨୨ହଜାର ୩୭୯ ବୁଥ୍‌ କରାଯାଇଛି…

କାଲି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ମତଦାନ: ୨୦୦ ଜିଲ୍ଲା ପରିଷଦ ଜୋନରେ ୭୨୬ ପ୍ରାର୍ଥୀ, ୩ହଜାର ୩୫୭ ଉତ୍ତେଜନା ପ୍ରବଣ…

ଭୁବନେଶ୍ବର(କେନ୍ଯୁଜ୍): ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ କାଲି ପଡ଼ିବ ଭୋଟ । ୩୦ ଜିଲ୍ଲାର ୭୧ ବ୍ଲକରେ ୨୦୦ ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ହେବ। ୧୬୬୯ ପଞ୍ଚାୟତର ୨୨ ହଜାର ୩୭୯ ବୁଥରେ ମତାଧିକାର ସାବ୍ୟସ୍ତ କରିବେ ୬୭ ଲକ୍ଷ ୫୧ ହଜାର ଭୋଟର। ଏଥିରେ ୩ହଜାର ୩୫୭ ବୁଥ ଉତ୍ତେଜନା…

ଥମିଲା ପ୍ରଚାର,ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ଆଜି ସନ୍ଧ୍ୟା ସୁଦ୍ଧା ବୁଥରେ ପହଞ୍ଚିବେ ପୋଲିଂ ପାର୍ଟି

ଭୁବନେଶ୍ବର(କେନ୍ଯୁଜ୍): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଥମିଛି ପ୍ରଚାର । ରାତି ପାହିଲେ ଭୋଟ୍‌ । ୩୦ ଜିଲ୍ଲାର ୭୧ ବ୍ଲକରେ ୨୦୦ ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ହେବ । ସେହିପରି ୧୬୬୯ ପଞ୍ଚାୟତ ଓ ୨୨ ହଜାର ୩୭୯ ବୁଥରେ ମତାଧିକାର ସାବ୍ୟସ୍ତ କରିବେ ୬୭ ଲକ୍ଷ ୫୧ ହଜାର ଭୋଟର । ଚଳିତଥର…

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି: ୧୧ ଜିଲ୍ଲାକୁ ପଠାଗଲା ପୋଲିଂ ପାର୍ଟି

କେନ୍ୟୁଜ୍(ବ୍ୟୁରୋ):ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି । ଆଜି ୧୧ ଜିଲ୍ଲାକୁ ପୋଲିଂ ପାର୍ଟି ଯାଇଥିବା ବେଳେ ଆସନ୍ତାକାଲି ୧୯ ଟି ଜିଲ୍ଲାକୁ ପୋଲିଂ ପାର୍ଟି ଯିବେ । ୧୬ ତାରିଖ ଦିନ ସକାଳ ୭ଟାରୁ ଅପରାହ୍‌ଣ ଗୋଟାଏ ଯାଏ ଭୋଟ ଗ୍ରହଣ କରାଯିବ ।…

ଘର କାନ୍ଥରେ ପୋଷ୍ଟର, ହେଲେ ପ୍ରଚାର ପାଇଁ ଆସୁନାହାନ୍ତି କେହି; ଜାଣନ୍ତୁ କାହିଁକି

ଆନନ୍ଦପୁର(କେନ୍ଯୁଜ୍): ଘର କାନ୍ଥରେ ବିଭିନ୍ନ ପ୍ରାର୍ଥୀଙ୍କ ପୋଷ୍ଟର । ଗାଁ ଦାଣ୍ଡରେ ବନ୍ଧା ହୋଇଛି ବିଭିନ୍ନ ପ୍ରାର୍ଥୀଙ୍କ ବ୍ୟାନର । ପ୍ରାର୍ଥୀମାନେ କିଛିଦିନ ତଳେ ପ୍ରଚାରରେ ଆସୁଥିଲେ । ଭୋଟରଙ୍କୁ ଭେଟି ଭୋଟ ଭିକ୍ଷା କରୁଥିଲେ । କିନ୍ତୁ ୪/୫ଦିନ ହେଲା ଆଉ କେହି ଆସୁ ନାହାନ୍ତି କି ପଚାରୁ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଟିଆ ସୀମାନ୍ତବର୍ତ୍ତୀ ଗାଁରେ ପୋଲିସର ଫ୍ଳାଗ ମାର୍ଚ୍ଚ

କୋରାପୁଟ(କେନ୍ୟୁଜ୍):ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋରାପୁଟ ଜିଲ୍ଲା କୋଟିଆ ସୀମାନ୍ତବର୍ତ୍ତୀ ଗାଁରେ ପୋଲିସର ଫ୍ଳାଗ ମାର୍ଚ୍ଚ । ଫଗୁଣସେନେରୀ, ଫାଟୁସେନେରି , ନେରେଡିୱ୍ଵାଲସା ସମେତ ୨୮ଟି ରାଜସ୍ୱ ଗାଁରେ ଆଇଆରବି ଓ ଓଡ଼ିଶା ପୋଲିସ ପକ୍ଷରୁ ଫ୍ଳାଗ ମାର୍ଚ୍ଚ କରାଯାଇଛି । କୋଟିଆ ପଞ୍ଚାୟତର…

ମୋ ସ୍ବାମୀଙ୍କୁ ଜିତାଇ ଆଣ, ମହିଳାଙ୍କୁ ଅଳତା ଲଗାଇ ଭୋଟ ଭିକ୍ଷା କଲେ ସରପଞ୍ଚ ପ୍ରାର୍ଥୀଙ୍କ ସ୍ତ୍ରୀ

ମାହାଙ୍ଗା(କେନ୍ୟୁଜ୍): ଆଉ ଦିନ କେଇଟା ପରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ । ପ୍ରାର୍ଥୀ ମାନେ ନିଜର  ପୁସିଂ କାର୍ଡକୁ  ଘରେ ଘରେ ବାଣ୍ଟି ଭୋଟରଙ୍କୁ ଭୋଟ ଭିକ୍ଷା କରିଛନ୍ତି । ଗାଁ ଗହଳି ଠାରୁ ଆରମ୍ଭ କରି ଛକ ବଜାରରେ ଜମୁଛି ପ୍ରାର୍ଥୀ…