Below header

କଟକ ଜିଲ୍ଲାରେ ବାରଙ୍ଗ ନିଶ୍ଚିନ୍ତକୋଇଲି ଓ ବଡମ୍ବା ବ୍ଲକରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ

କଟକ (କେନ୍ଯୁଜ୍): କଟକ ଜିଲ୍ଲାରେ ବାରଙ୍ଗ ନିଶ୍ଚିନ୍ତକୋଇଲି ଓ ବଡମ୍ବା ବ୍ଲକରେ ଅନୁଷ୍ଠିତ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ମୋଟ ୨୬୬୬ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ଲକ୍ଷ ୫୬ହଜାର ୬୯୦ ଭୋଟର।

ନିଶ୍ଚିନ୍ତକୋଇଲି ବ୍ଲକରେ ୫ ଜିଲ୍ଲା ପରିଷଦ, ବାରଙ୍ଗ ବ୍ଲକର ଦୁଇଟି ଜିଲ୍ଲା ପରିଷଦ ଓ ବଡ଼ମ୍ବା ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ୍‌ରେ ଅନୁଷ୍ଠିତ ହେଉଛି ନିର୍ବାଚନ। ନିଶ୍ଚିନ୍ତକୋଇଲିରେ ୧୪ଜିଲ୍ଲା ପରିଷଦ ପ୍ରାର୍ଥୀ, ବାରଙ୍ଗରେ ୯ ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ବଡ଼ମ୍ବାରେ ୧୪ଜିଲ୍ଲା ପରିଷଦ ପ୍ରାର୍ଥୀ ମୈଦାନରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.