Browsing Tag

panjshir

ତାଲିବାନ ବର୍ବରତାର ଆଉ ଏକ ନଗ୍ନ ଚିତ୍ର, ସର୍ବସମ୍ମୁଖରେ ପଞ୍ଜଶିର କମାଣ୍ଡୋଙ୍କୁ ଗୁଳି କରି ହତ୍ୟା

ଦିନ ଗଡିବା ସହ ତାଲିବାନୀଙ୍କ ବର୍ବରତା ବଢି ଚାଲିଛି। ପଞ୍ଜଶିରରେ ମାନବାଧିକାରର ଖୋଲା ଉଲ୍ଲଂଘନ। ଦେଶର ଅନ୍ୟ ପ୍ରଦେଶରେ ମଧ୍ୟ ବିରୋଧ ପ୍ରଦର୍ଶନକୁ ହିଂସା ଜରିଆରେ ଦମନ କରାଯାଉଛି। ତାଲିବାନ ବର୍ବରତାର ଆଉ ଏକ ନଗ୍ନ ଚିତ୍ର । ସର୍ବସମ୍ମୁଖରେ ପଞ୍ଜଶିରରେ ଏନଆରଏଫର ଜଣେ କମାଣ୍ଡୋଙ୍କୁ ଗୁଳି…

ଆଫଗାନିସ୍ତାନ ପଞ୍ଜଶିରରେ ଚାଲିଛି ଘମାଘୋଟ ଲଢ଼େଇ

କାବୁଲ :ପଞ୍ଜଶିରରେ ଘମାଘୋଟ ଲଢେଇ। ପଞ୍ଜଶିର ସେନା ଓ ତାଲିବାନ ମଧ୍ୟରେ ଚାଲିଛି ଲଢ଼େଇ । ତାଲିବାନ ଉପରେ ଆକ୍ରମଣ କରୁଛନ୍ତି ମୁଜାହିଦ୍ଦିନ ଯୋଦ୍ଧା । ପ୍ରତ୍ୟେକ ଜିଲ୍ଲାରେ ଚାଲିଛି ଯୁଦ୍ଧ। ତାଲିବାନକୁ ଚାରିପଟୁ ଆକ୍ରମଣ କରୁଛନ୍ତି ପଞ୍ଜଶିର ଯୋଦ୍ଧା। ଯୁଦ୍ଧ ଆରମ୍ଭ ହୋଇଥିବା ନେଇ ଟ୍ଵିଟ କରି…

ପଞ୍ଜଶିର ଉପରେ ଏୟାରଷ୍ଟ୍ରାଇକ କଲା ପାକିସ୍ତାନ ଏୟାରଫୋର୍ସ, ଘାଟିକୁ ସମ୍ପୂର୍ଣ୍ଣ ଦଖଲ କରିଥିବା ନେଇ ତାଲିବାନର ଦାବି

ପଞ୍ଜଶିରକୁ ସଂପୂର୍ଣ୍ଣ ଦଖଲ କରିଥିବା ଦାବି କରୁଛି ତାଲିବାନ। ରେଜିଷ୍ଟାନ୍ସ ଫ୍ରଣ୍ଟ ସହ ଘମାଘୋଟ ଲଢ଼େଇ ପରେ ତାଲିବାନ ଏହାକୁ ନିଜ କବ୍‌ଜାକୁ ନେଇଛି। ରାଜଭବନ ଉପରେ ତାଲିବାନ ପତାକା ଉଡ଼ାଇଛି। ପଞ୍ଜଶିରକୁ ସଂପୂର୍ଣ୍ଣ ଦଖଲ କରିଥିବା ଦାବି କରିଛନ୍ତି ତାଲିବାନ ମୁଖ୍ୟ ମୁଖପାତ୍ର। ଅନ୍ୟପଟେ…

ପଞ୍ଜଶୀରରେ ଏକୁଟିଆ ଲଢ଼ୁନାହିଁ ତାଲିବାନ୍‌, ସାଥ୍‌ ଦେଉଛନ୍ତି ଉଭୟ ପାକିସ୍ତାନ ଓ ଆତଙ୍କୀ ସଂଗଠନ ଅଲ୍‌କାଏଦା

ଆଫଗାନିସ୍ତାନରେ ସରକାର ଗଠନ କରିବାକୁ ପୂରା ଦମ୍‌ରେ ଲାଗିପଡ଼ିଛନ୍ତି ତାଲିବାନ। ଇତିମଧ୍ୟରେ ଖବର ଆସିଛି ଯେ କଟ୍ଟରପନ୍ଥୀ ଇସଲାମିକ ସଂଗଠନ ହାତରେ ଏବେ ପଞ୍ଜଶୀର ଘାଟି ବି ଆସିଯାଇଛି। କିନ୍ତୁ ଘାଟିର ନେତାମାନେ ଏହାକୁ ଖଣ୍ଡନ କରୁଛନ୍ତି ଓ ତାଲିବାନୀଙ୍କୁ ମୁହଁ ତୋଡ଼ ଜବାବ ଦେଉଥିବା କହୁଛନ୍ତି।…

ପଞ୍ଜଶୀରରେ ଭୟଙ୍କର ଯୁଦ୍ଧ, ୪୦ ଆତଙ୍କୀଙ୍କ ମୃତଦେହ ଛାଡି ଫେରାର ତାଲିବାନ

କାବୁଲ : ପଞ୍ଜଶୀର ବ୍ୟତୀତ ସମଗ୍ର ଆଫଗାନିସ୍ତାନ ବର୍ତ୍ତମାନ ତାଲିବାନ ଦଖଲ କରିସାରିଛି । ତାଲିବାନ କିନ୍ତୁ ପଞ୍ଜଶୀରରେ ନର୍ଥେନ ଆଲାଇନ୍ସ ସହ ଜୋରଦାର ଲଢ଼େଇର ସମ୍ମୁଖୀନ ହେଉଛି । ତାଲିବାନ ଆତଙ୍କୀ ପଞ୍ଜଶୀରରେ ଅନୁପ୍ରବେଶ କରିବାକୁ ବାରମ୍ବାର ଚେଷ୍ଟା କରୁଛନ୍ତି । କାବୁଲ ନ୍ୟୁଜ୍ ଅନୁଯାୟୀ…

ଅମରୁଲ୍ଲା ସାଲେହଙ୍କ ଟ୍ଵିଟ୍‌ ଦେଖି ଡରିଗଲା ତାଲିବାନ, ପଞ୍ଜଶୀରରେ ବ୍ଲକ୍‌ କଲା ଇଣ୍ଟରନେଟ୍‌

୨ ସପ୍ତାହ ହେଲାଣି ଆଫଗାନିସ୍ତାନରେ ତାଲିବାନ୍‌ ରାଜ୍‌ ଚଳାଇଛି। କିନ୍ତୁ ଏବେ ଯାଏଁ ସେମାନେ ସେଠାକାର ପଞ୍ଜଶୀରକୁ କବ୍‌ଜା କରିପାରୁନାହାନ୍ତି। ପଞ୍ଜଶୀର ଉପରେ ବିରକ୍ତ ହୋଇ ତାଲିବାନ ରବିବାର ସେଠାକାର ଇଣ୍ଟରନେଟ୍‌ ବନ୍ଦ କରି ଦେଇଛି। Taliban have shut down the internet in…

ପଞ୍ଜଶୀର ଯବାନଙ୍କ ହମଲାରେ ୩୦୦ ତାଲିବାନୀ ମୃତ, ଅନେକ ହୋଇଛନ୍ତି ବନ୍ଦୀ

ଆଫଗାନିସ୍ତାନରେ ତାଲିବାନ ଆତଙ୍କର ଭୟାବହ ସମସ୍ତଙ୍କୁ ଡରାଇ ରଖିଛି । ଲୋକମାନେ ଭୟରେ ଦେଶ ଛାଡ଼ି ଯାଉଛନ୍ତି। ତେବେ ଆଫଗାନର ପ୍ରାୟ ସମସ୍ତ ସ୍ଥାନକୁ ତାଲିବାନ ନିଜ କବଜାକୁ ଆଣିଛି । କିନ୍ତୁ ଏବେ ବି ଏମିତି ଏକ ସ୍ଥାନ ରହିଛି ଯେଉଁଠି ତାଲିବାନ ନିଜ କାୟା ବିସ୍ତାର କରିବାରେ ସଫଳ ହୋଇନାହିଁ।…