Browsing Tag

pet cat

ଏବେ କୁକୁର ଓ ବିଲେଇଙ୍କ ପାଇଁ ହେବ ଟ୍ରେନ ଟିକେଟ ବୁକିଂ

ଆପଣ ନିଜ ଘରେ କୁକୁର , ବିଲେଇ ପାଳିଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । ଏଣିକି ଆପଣମାନେ ବିନା କୌଣସି ସମସ୍ୟା ରେ ନିଜର ପାଳିତ ପଶୁଙ୍କୁ ସାଙ୍ଗରେ ନେଇ ଟ୍ରେନରେ ଯାତ୍ରା କରି ପାରିବେ । ଏହି ଖୁସି ଖବର ରେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି କରିଦିଆଯାଇଛି । ରେଳ ମନ୍ତ୍ରଣାଳୟ ଏସି -୧…

ପୋଷା ବିଲେଇ ପାଇଁ ମାଲିକଙ୍କ ନାଁରେ ଥାନାରେ ଅଭିଯୋଗ, ଦୁର୍ଗନ୍ଧରେ ଫାଟି ପଡୁଛି ସାହି

ଗଞ୍ଜାମ(କେନ୍ୟୁଜ୍): ବିଲେଇ ପାଇଁ ଥାନାରେ ମାମଲା। ପୋଷା ବିଲେଇ ପାଇଁ ମାଲିକଙ୍କ ନାଁରେ ଥାନାରେ ଅଭିଯୋଗ କଲେ ସାଇପଡ଼ିଶା। ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନଏସିର ଶଙ୍କର ମଠ ସାହି ପାଣି କଲୋନୀରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସାହିର ଜଣେ ମହିଳା ଘରେ ୩୦ରୁ ଅଧିକ ବିଲେଇ ପାଳିଛନ୍ତି।…

ବିଲେଇ ସାଥୀରେ ମିତ ବସିଛନ୍ତି ଅଙ୍କିତାଙ୍କ ପରିବାର, ମାସକୁ ଖର୍ଚ୍ଚ କରୁଛନ୍ତି ୨୦ରୁ ୩୦ହଜର ଟଙ୍କା

ବିରାଡିକୁ ନେଇ ଭିନ୍ନ ଭିନ୍ନ ବିଶ୍ୱାସ ଓ ଅନ୍ଧବିଶ୍ୱାସ ରହିଛି । କିଏ କହେ ବିରାଡି ବାଟ କାଟିଲେ ଅଶୁଭ ତ ଆଉ କେଉଁଠି ଗାଡି ଆଗରେ ବିରାଡିଟିଏ ଚାଲିଗଲେ ଗାଡି ଦଣ୍ଡେ ଅଟକି ଯାଏ । ଏଭଳି ଅନେକ କିଛି ବିରାଡିକୁ ନେଇ ଅନ୍ଧବିଶ୍ୱାସ ରହିଛି ହେଲେ ବାଲେଶ୍ୱରରେ ଏଭଳି ଏକ ପରିବାର ରହିଛି, ଯେଉଁଠି…