Below header

ସୂର୍ଯ୍ୟନଗରରେ ଇନକମ ଟ୍ୟାକ୍ସ ବିଭାଗର ରେଡ୍ ,ଗାଡ଼ି ଭିତରୁ ମିଳିଲା ପାଞ୍ଚ କୋଟି ଟଙ୍କା

ଭୁବନେଶ୍ୱର : ଭୁବନେଶ୍ୱର ସୂର୍ଯ୍ୟନଗରରେ ଇନକମ ଟ୍ୟାକ୍ସ ବିଭାଗର ବଡ ରେଡ୍ | ଗାଡ଼ି ଭିତରୁ ମିଳିଲା ପାଞ୍ଚ କୋଟି ଟଙ୍କା ନଗଦ କ୍ୟାସ୍ | ଏକ ଫର୍ଚୁନର ଗାଡ଼ିରେ କ୍ୟାସ ନେଇ ଯାଉଥିବା ବେଳେ ମାଡ଼ିବସିଲା ଆୟକର ବିଭାଗ | ଯାଜପୁର ଅଂଚଳର କଣ୍ଟ୍ରାକ୍ଟରଙ୍କ ଗାଡ଼ିରୁ ମିଳିଛି ଏହି ଟଙ୍କା | କଣ୍ଟ୍ରାକ୍ଟରଙ୍କ ନାଁ ନିହାର ରଞ୍ଜନ ବୋଲି ଜଣାପଡିଛି |ତାଙ୍କ ଯାଜପୁର ବାସ ଭବନରେ ଏବେ ଚଢାଉ ଜାରି ରଖିଛି ଆୟକର ବିଭାଗ |
Read More...

ରାଜ୍ୟ

ଦେଶ ବିଦେଶ

ବ୍ୟବସାୟ ଓ ଅର୍ଥନୀତି

ଲାଇଫ୍ ଷ୍ଟାଇଲ୍

ଟେକ୍

ସ୍ପେଶାଲ

ରାଶିଫଳ

ରାଶିଫଳ : ଏହି ରାଶିର ଲୋକେ ଆଜି ଧାର୍ମିକ କାର୍ଯ୍ୟରେ ମନ ଦେବେ, ଚାକିରିରେ ପଦୋନ୍ନତି ହୋଇପାରେ

ମେଷ : ଆଜି ଦିନଟି ଠିକ୍‌ ଠାକ୍‌ ରହିବ । ବ୍ୟବସାୟରେ ଭଲ ଲାଭ ଏବଂ ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ରହିଛି କିନ୍ତୁ ଆୟଠାରୁ ଅଧିକ ଖର୍ଚ୍ଚ ମଧ୍ୟ ଚାପ ବଢାଇପାରେ । ନୂତନ କାର୍ଯ୍ୟ ଆରମ୍ଭ କରିବା ଠିକ୍ ହେବ ନାହିଁ, ନଚେତ୍ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ । କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ । ବୃଷ : ଆଜି ଭଲ ଦିନ ହେବ ।…
Read More...

କ୍ରୀଡା