Below header
Browsing Tag

petrol

ପେଟ୍ରୋଲରେ ୧୦ ଟଙ୍କା ଓ ଡିଜେଲରେ ୧୩ ଟଙ୍କା ଏକ୍ସସାଇଜ ଡ୍ୟୁଟି ବୃଦ୍ଧି, ଆଜିଠୁ ହେବ ଲାଗୁ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ ବଢ଼ିଲା ଏକ୍ସସାଇଜ ଡ୍ୟୁଟି । ପେଟ୍ରୋଲ ୧୦ ଟଙ୍କା ଓ ଡିଜେଲରେ ୧୩ ଟଙ୍କା ଏକ୍ସସାଇଜ ଡ୍ୟୁଟି ବୃଦ୍ଧି କରାଯାଇଛି । ଏହାର ପ୍ରଭାବ ଖୁଚୁରା ଦର ଉପରେ ପଡିବ ନାହିଁ । ପେଟ୍ରୋଲ ଓ ଡିଜେଲ ଦର ବଢ଼ିବ ନାହିଁ । ଆଜିଠୁ ଏହି ନୂଆ ନିର୍ଦ୍ଧାରିତ ଏକ୍ସସାଇଜ ଡ୍ୟୁଟି…

ପେଟ୍ରୋଲ ଠାରୁ ବି ଶସ୍ତା ହେଲା ବିମାନର ଇନ୍ଧନ, ମୂଲ୍ୟ ଦୁଇ ତୃତୀୟାଂଶରୁ ଅଧିକ ହ୍ରାସ

କରୋନା ସଂକ୍ରମଣକୁ ରୋକିବା ପାଇଁ ବିଶ୍ଵର ଅଧିକ ଦେଶରେ ଲକଡାଉନ୍ ଘୋଷଣା କରାଯାଇଛି । ଏହି କାରଣରୁ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ହ୍ରାସ ଘଟିଛି, କିନ୍ତୁ ଏହା ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ 50ତମ ଦିନରେ ମଧ୍ୟ ସ୍ଥିର ରହିଛି । ତେବେ ଅଏଲ ମାର୍କେଟିଂ କମ୍ପାନୀଗୁଡିକ ଦିଲ୍ଲୀରେ ଜେଟ…

ଗାଡିରେ ପେଟ୍ରୋଲ୍ ପକାଇବା ପାଇଁ ସମୟ ଧାର୍ଯ୍ୟ କଲା ଜଗତସିଂପୁର ଜିଲ୍ଲା ପ୍ରଶାସନ, ଜନସାଧାରଣଙ୍କୁ ସଚେତନ ହୋଇ ରହିବାକୁ…

ଜଗତସିଂପୁର: ଆଜିଠାରୁ ବାଇକ ଚଳାଚଳ ଉପରେ ଲାଗୁ ହେଲା କଡା କଟକଣା। ଗାଡିରେ । ଆଜିଠାରୁ ଜଗତସିଂପୁର ଜିଲ୍ଲା ପ୍ରଶାସନ ନିୟମକୁ କଡାକଡି କରିଛି । ପେଟ୍ରୋଲ୍ ପକାଇବା ଉପରେ ସମୟ ଧାର୍ଯ୍ୟ କରିଛି ଜଗସିଂପୁର ଜିଲ୍ଲା ପ୍ରଶାସନ । ଏହି ଲକ୍ ଡାଉନ୍ ସମୟରେ ଦିନ ୧ଟାରୁ ସନ୍ଧ୍ୟା ୭ଟା ଯାଏ କେହିବି…

ଆଜି କମିଛି ପେଟ୍ରୋଲ-ଡିଜେଲ ଦର, ସକାଳ ୬ ପୂର୍ବରୁ ଜଲଦି ଭରିଦିଅନ୍ତୁ ତୈଳ

ଆଜି ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦାମ ହ୍ରାସ ପାଇଛି। ଭାରତରେ ପେଟ୍ରୋଲ ଏବଂ ଡିଜେଲର ଦାମରେ ହ୍ରାସ ୧୨ ଜାନୁୟାରୀ ଠାରୁ ଦେଖିବାକୁ ମିଳୁଛି। ଅର୍ଥାତ ଆଜି ଗ୍ରାହକଙ୍କୁ ପ୍ରତି ଲିଟର ପେଟ୍ରୋଲ ଏବଂ ଡିଜେଲ କ୍ରୟ ଉପରେ ଗତ କାଲି ଅପେକ୍ଷା କମ୍‌ ଟଙ୍କା ଦେବାକୁ ହେବ। ଦିଲ୍ଳୀରେ ଏକ…

କରୋନାର ପ୍ରଭାବ, ଭାରତରେ କମି ପାରେ ତୈଳ ଦର

ନୂଆଦିଲ୍ଲୀ : କରୋନା ଭାଇରସ୍‌ ବିଶ୍ୱର ବିଭିନ୍ନ କ୍ଷେତ୍ରକୁ ପ୍ରଭାବିତ କରିଛି । ହେଲେ ଗୋଟିଏ କ୍ଷେତ୍ରରେ ଅନ୍ତତଃ ଲାଭ ମିଳିଛି । ତାହା ହେଉଛି ତୈଳ କ୍ଷେତ୍ର । କରୋନା ବ୍ୟାପିବା ଯୋଗୁଁ ଚୀନ୍‌ ଅଶୋଧିତ ତୈଳ କିଣିବା କମାଇ ଦେଇଛି । ଫଳରେ ଆନ୍ତର୍ଜାତିକ ବଜାରରେ ଏହାର ଦାମ୍‌ କମିଛି ।…

ବଢ଼ିଲା ତେଲ ଦର, କମିଛି ସୁନା ଦର; ଜାଣନ୍ତୁ କେତେ ହେଲା

ନୂଆଦିଲ୍ଲୀ : ସାରା ଦେଶରେ ଖାଉଟି ଏବେ ହନ୍ତସନ୍ତ । ମହଙ୍ଗା ମାଡ଼ରେ ଅଥୟ । ପନିପରିବା ସାଙ୍ଗକୁ ପିଆଜର ଆକାଶ ଛୁଆଁ ଦର ଚିନ୍ତାରେ ପକାଇଥିବା ବେଳେ ଏବେ ସରକାର ତେଲ ଦର ବଢ଼ାଇ ଦେଲେଣି । ଆଜି ଜାତୀୟ ସ୍ତରରେ ପେଟ୍ରୋଲ ଦର ୭୫ ଟଙ୍କାରେ ପହଞ୍ଚିଛି । ଯାହା ଚଳିତ ବର୍ଷରେ ସର୍ବାଧିକ ଦର । ଆଜି…

ପାକିସ୍ତାନ ବୈଜ୍ଞାନିକଙ୍କ ଏ କି ଚମତ୍କାର ଆବିଷ୍କାର! ପାଣିରେ ପେଟ୍ରୋଲ ଆଉ ଫଳରୁ ଚିନି!

ପାକିସ୍ତାନରେ ପ୍ରତିଭାର ଅଭାବ ନାହିଁ। ଏଠାକାର ଲୋକେ ଏମିତି ସବୁ ଜିନିଷ ଆବିଷ୍କାର କରିଛନ୍ତି ଯେ ତାଙ୍କ ସାମ୍ନାରେ ବୈଜ୍ଞାନିକମାନେ ମଧ୍ୟ ଫିକା ପଡ଼ିଯିବେ। ପାକିସ୍ତାନର ନୂଆ ବୈଜ୍ଞାନିକ ତଥା ରାଜନେତା ମୁଅଜ୍ଜମ ଖାନ୍‌ ନିୟାଜି ନିଜ ଆବିଷ୍କାର ଦ୍ୱାରା ସାରା ବିଶ୍ୱକୁ ଚମକାଇ ଦେଇଛନ୍ତି। ସେ…

ଅଲୋଡ଼ା ପ୍ଲାଷ୍ଟିକ୍‌ରୁ ପ୍ରଦୂଷଣ ମୁକ୍ତ ପେଟ୍ରୋଲ ପ୍ରସ୍ତୁତ କରୁଛନ୍ତି ଜଣେ ପ୍ରଫେସର

ସ୍ୱାମୀ ବିବେକାନନ୍ଦ କହିଥିଲେ ଦୃଢ଼ ଇଚ୍ଛାଶକ୍ତି ଥିଲେ ଉଦ୍ଦେଶ୍ୟ ନିଶ୍ଚୟ ସଫଳ ହୋଇଥାଏ। ଏବେ ତାହା ପ୍ରମାଣିତ କରିଛନ୍ତି ହାଇଦ୍ରାବାଦର ଜଣେ ପ୍ରଫେସର। ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତୁତ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ହାଇଦ୍ରାବାଦ ନିବାସୀ ୪୫ ବର୍ଷୀୟ ପ୍ରଫେସର ସତୀଶ…

SBI ଦେବ ୫ଲିଟର ମାଗଣା ପେଟ୍ରୋଲ, ଜଣାନ୍ତୁ କିପରି ଉଠାଇବେ ଫାଇଦା

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ନିଜ ଗ୍ରାହକଙ୍କ ପାଇଁ ଆଣିଛି ଦମଦାର ଅଫର। ଏଥିରେ ଗ୍ରାହକଙ୍କୁ ବର୍ତ୍ତମାନର ମହଙ୍ଗା ତୈଲ ଦର ସମୟରେ ମାଗଣାରେ ପେଟ୍ରୋଲ ପାଇପାରିବେ। ଏହା ବିଷୟରେ ବ୍ୟାଙ୍କ ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ଗ୍ରାହକ ଇଣ୍ଡିଆନ ଅଏଲ କର୍ପୋରେସନର…

ବଢ଼ୁଥିବା ତୈଳ ଦର, ବିବାହରେ ଦମ୍ପତିଙ୍କୁ ମିଳିଲା ୫ ଲିଟର ପେଟ୍ରୋଲ ଉପହାର  

କୁଡ଼ଲୁର : ତାମିଲନାଡ଼ୁର ଏକ ବିବାହ ସମାରୋହରେ ସେଠାରେ ଉପସ୍ଥିତ ଲୋକ ଆଶ୍ଚର୍ଯ୍ଯ ହୋଇଗଲେ, ଯେତେବେଳେ ବରକୁ ତାଙ୍କ ସାଙ୍ଗ ଜଣେ ୫ଲିଟର ପେଟ୍ରୋଲ ଉପହାର ଭାବେ ଦେଇଥିଲେ। ବିବାହ ପରେ ନବଦମ୍ପତି ଅତିଥିଙ୍କୁ ଅଭିବାଦନ କରୁଥିବା ସମୟରେ ବରର ଜଣେ ସାଙ୍ଗ ୫ଲିଟର ପେଟ୍ରୋଲ ଧରି ପହଞ୍ଚିଥିଲେ। ଆସନ୍ତୁ…

ପୁଣି ବଢିଲା ପେଟ୍ରୋଲ୍ ଓ ଡିଜେଲ୍ ଦର

ପୁଣି ବଢିଲା ପେଟ୍ରୋଲ୍ ଓ ଡିଜେଲ୍ ଦର । ପେଟ୍ରୋଲ୍ ଲିଟର ପିଛା ୯ ପଇସା ଏବଂ ଡିଜେଲ୍ ୧୪ ପଇସା ବୃଦ୍ଧି ପାଇଛି । ନୂଆ ଦର ଲାଗୁ ହେବା ପରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୫ ଟଙ୍କା ୧୫ ପଇସା ଓ ଡିଜେଲ ୭୨ ଟଙ୍କା ୬୬ ପଇସାରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ୭୬ ଟଙ୍କା ୨୫ ପଇସା…

ତେଲ ଦରରେ ନିଆଁ : ହୁ ହୁ ହୋଇ ବଢୁଛି ପେଟ୍ରୋଲ ଓ ଡିଜେଲ ଦର !

ଭୁବନେଶ୍ବର : ଲଗାତାର ୫ ଦିନ ହେଲା ତେଲ ଦର ବଢିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୭୪ ଟଙ୍କା ୯୮ ପଇସା ଓ ଡିଜଲ ୭୨ ଟଙ୍କା ୭୭ ପଇସା ରହିଛି । ଗତ ଚାରି ତାରିଖରେ ପେଟୋଲ ୭୪ ଟଙ୍କା ୩୮ ଓ ଡିଜେଲ ୭୨ ଟଙ୍କା ୨୨ ପଇସା ଥିଲା । ସେପଟେ ମୁମ୍ବାଇରେ ପେଟ୍ରୋଲ ୮୩ ଟଙ୍କା ୭୫ ପଇସା ଓ ଡିଜେଲ ଦର ୭୯…