DIY Broom: କେବଳ ୫ ମିନିଟରେ ଏବଂ ବିନା ଖର୍ଚ୍ଚରେ ତିଆରି କରନ୍ତୁ ଏଭଳି ଝାଡୁ, ଚୁଟକିରେ ଘର ହେବ ସଫା
ଶ୍ରାବଣ ମାସରେ ଲୋକମାନେ ପ୍ରତିଦିନ ବିଶେଷ ଯତ୍ନର ସହିତ ସେମାନଙ୍କ ଘର ଏବଂ ଠାକୁର ଘରକୁ ସଫା ସୁତୁରା କରନ୍ତି । ପ୍ରାୟତଃ ଛାତ ଉପରେ ବୁଢୁଆଣୀ ଜାଲ ମାଡିଯାଇଥାଏ । ଯଦି ଆପଣ ମହଙ୍ଗା ଝାଡୁ କିଣିବା ପରିବର୍ତ୍ତେ କମ ମୂଲ୍ୟରେ ଘରେ ଏକ ଝାଡୁ ତିଆରି କରିବାକୁ ଚାହାଁନ୍ତି, ତେବେ ଖାଲି…