Browsing Tag

platform ticket

କେବଳ ପ୍ଲାଟଫର୍ମ ଟିକେଟ ସାହାଯ୍ୟରେ ମଧ୍ୟ ଆପଣ ଟ୍ରେନ ଯାତ୍ରା କରିପାରିବେ, ଜାଣନ୍ତୁ ରେଳ ବିଭାଗର ଏହି ଜରୁରୀ ନିୟମ

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଟ୍ରେନରେ ଯାତ୍ରା କରିବା ଏବେ ହେବ ଆହୁରି ସୁବିଧା। ଏବେ ଟିକେଟକୁ ନେଇ ନୋ ଟେନସନ୍‌। ଟ୍ରେନରେ ଯାତ୍ରା ପାଇଁ ଆପଣ ମାସକ ପୂର୍ବରୁ ଯେଉଁ ରିଜର୍ଭେସନ ଟିକେଟ ବୁକ କରୁଥିଲେ। ତାହାକୁ ନେଇ ଆଉ ବେଶି ଚିନ୍ତା କରନ୍ତୁ ନାହିଁ। ରିଜର୍ଭେସନ ଟିକେଟ ସାଧାରଣତଃ ଦୁଇ…

ରେଲୱେ ଦେଲା ବଡ଼ ଆଶ୍ୱସ୍ତି, ଏବେ ୫୦ ଟଙ୍କା ନୁହେଁ ୧୦ ଟଙ୍କାରେ ମିଳିବ ପ୍ଲାଟଫର୍ମ ଟିକେଟ

ଦେଶରେ କରୋନା ମାମଲା ଧିରେ ଧିରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ସଂକ୍ରମଣ କମ୍‌ ମାମଲାକୁ ଦେଇ ଭାରତୀୟ ରେଲୱେ ପକ୍ଷରୁ ଲାଗୁ ହୋଇଥିବା ପ୍ରତିବନ୍ଧକ ସବୁ କୋହଳ ହେବାକୁ ଲାଗିଲାଣି। ରେଲୱେ ପକ୍ଷରୁ ବନ୍ଦ ହୋଇପଡିଥିବା ଟ୍ରେନ ମଧ୍ୟରୁ କିଛି ଟ୍ରେନ ଚାଲିଲାଣି। ଆଉ ଏହା ମଧ୍ୟରେ ବଡ…

କରୋନା ଭାଇରସ୍‌ ପାଇଁ ୧୦ ଟଙ୍କାର ପ୍ଲାଟଫର୍ମ ଟିକେଟ ଦାମ ହେଲା ୫୦ ଟଙ୍କା, ୨୫୦ ଷ୍ଟେସନରେ ଲାଗୁ

କରୋନା ଭାଇରସର ଦିନକୁ ଦିନ କାୟା ବିସ୍ତାର କରିଚାଲିଛି। କରୋନାର କାୟାକୁ ରୋକିବା ପାଇଁ ଏବଂ ରେଲେଓ୍ଵର ଭୀଡକୁ କମ୍‌ କରିବା ପାଇଁ ରେଲେଓ୍ଵ ବଡ ନିଷ୍ପତ୍ତି ନେଇଛି। ସାରା ଦେଶର ୨୫୦ ରୁ ଅଧିକ ରେଲୱେ ଷ୍ଟେସନର ପ୍ଲାଟଫର୍ମ ଟିକେଟ ୧୦ ଟଙ୍କାରୁ ବଢ଼ି ୫୦ ଟଙ୍କା କରିଦିଆଯାଇଛି। ମୁମ୍ବାଇ,…

୩୦ ଥର ବସ୍‌ ଉଠ୍‌ ହୁଅନ୍ତୁ ଆଉ ୧୦ ଟଙ୍କାର ଟିକେଟ୍‌ ସଞ୍ଚୟ କରନ୍ତୁ, ଆନନ୍ଦ ବିହାର ପ୍ଲାଟ୍‌ଫର୍ମ ଭିତରକୁ ଯିବାର ନୂଆ…

ନୂଆଦିଲ୍ଲୀ: ୩୦ ଥର ବସ୍‌ ଉଠ୍‌ ହୁଅନ୍ତୁ ଆଉ ୧୦ ଟଙ୍କା ସଞ୍ଚୟ କରନ୍ତୁ। କଥାଟା ଶୁଣିଲେ ଯେ କେହି ଲୋକଙ୍କୁ ଖରାପ ଲାଗିପାରେ। କିନ୍ତୁ କଥା ସେଭଳି ନୁହେଁ। ଆପଣଙ୍କର ଏକ୍ସରସାଇଜ୍‌ ବି ହେବ ଆଉ ଅର୍ଥ ସଞ୍ଚୟ ମଧ୍ୟ। ଦିଲ୍ଲୀ ଆନନ୍ଦ ବିହାର ରେଳ ଷ୍ଟେସନ୍‌ରେ ଏହି ବ୍ୟବସ୍ଥା କରିଛି ଭାରତୀୟ ରେଳ…