Browsing Tag

Poda Pitha

ରତ୍ନବେଦୀକୁ ଲେଉଟିବେ ଚତୁର୍ଦ୍ଧା ମୂର୍ତ୍ତି, ମାଉସୀ ମା’ଙ୍କ ହାତରୁ ଖାଇବେ ପୋଡ଼ପିଠା

ଶ୍ରୀଜଗନ୍ନାଥ ମହାପ୍ରଭୁ ଭୋଜନପ୍ରିୟ । ସେଥିପାଇଁ ତାଙ୍କ ନିକଟରେ ପ୍ରତିଦିନ ୬୦ ପଉଟି ଭୋଗ ଓ ୫୬ ପ୍ରକାର ବ୍ୟଞ୍ଜନର ବ୍ୟବସ୍ଥା ରହିଛି । ତଥାପି ପିଠା ଖାଇବା ପାଇଁ ତାଙ୍କର ରୁଚି ଅଧିକ ଥାଏ । ତେଣୁ ପ୍ରତିଦିନ ତାଙ୍କ ପାଖରେ ପିଠା ଭୋଗ କରାଯାଏ । ବର୍ତ୍ତମାନ ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ…

ମାଉସୀ ମା’ଙ୍କ ଘରକୁ ତିନି ଥର ଯାଇଥାନ୍ତି ମା’ ବୁଢ଼ି ସାଆନ୍ତାଣୀ, ଦେଖିବାକୁ ଲାଗେ ଭକ୍ତଙ୍କ ଗହଳି

ବ୍ରହ୍ମପୁର: ମା’ ବୁଢ଼ି ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା । ଏଭଳି ନିଆରା ପରମ୍ପରାକୁ ଦେଖିବାକୁ ଲାଗେ ଭକ୍ତଙ୍କ ଗହଳି । କହିବାକୁ ଗଲେ ଜଗନ୍ନାଥ ସଂସ୍କୃତିର ପ୍ରତିଫଳନ ଦେଖିବାକୁ ମିଳିଥାଏ ଏହି ଯାତ୍ରାରେ । ଯାତ୍ରା ସମୟରେ ମା’ ତିନି ଥର ଯାଇଥାନ୍ତି ମାଉସୀ ମା’ଙ୍କ ଘରକୁ…

ଏଠାରେ ପ୍ରତିବର୍ଷ ମାଘ ମାସ କୃଷ୍ଣପକ୍ଷ ଏକାଦଶୀରେ ଭକ୍ତର ପୋଡ ପିଠା ଖାଇବାକୁ ଅନେଇଥାନ୍ତି ପ୍ରଭୁ

ସାଲେପୁର: ଯୁଗେ ଯୁଗେ ଭକ୍ତର ଭାବରେ ବନ୍ଧା ଭଗବାନ । ଭକ୍ତର କଷ୍ଟକୁ ଲାଘବ କରିବା ପାଇଁ ଦର୍ଶନ ଦେଇଥିଲେ ପ୍ରଭୁ । ମାଘ ମାସ କୃଷ୍ଣପକ୍ଷ ଏକାଦଶୀରେ ଭକ୍ତ ଟିଏ ନିଷ୍ଠାର ସହ ଘରୁ ପୋଡପିଠା ପ୍ରସ୍ତୁତ କରି ଚାଲି ଚାଲି ଦୀର୍ଘ ୩୫ ରୁ ୪୦ କିଲୋମିଟର ବାଟ ଯାଇ ପ୍ରଭୁଙ୍କୁ ସମର୍ପିତ କରୁଥିଲା ।…

୯ରେ ବାହୁଡ଼ିବେ ମହାପ୍ରଭୁ, ଶ୍ରଦ୍ଧାରେ ମାଉସୀ ମା ପ୍ରସ୍ତୁତ କରୁଛନ୍ତି ପୋଡପିଠା

ପୁରୀ(କେନ୍ୟୁଜ୍):ନବଦିନାତ୍ମକ ଘୋଷଯାତ୍ରା ସାରି ଆସନ୍ତା ୯ରେ ବାହୁଡ଼ି ଆସିବେ ମହାପ୍ରଭୁ। ଆଉ ଫେରିବା ବାଟରେ ବଡ଼ଦାଣ୍ତ ସ୍ଥିତ ମାଉସୀ ମା ମନ୍ଦିର ସମ୍ମୁଖରେ ଅଟକିବ ରଥ। ଶ୍ରଦ୍ଧାରେ ମାଉସୀ ମା ପ୍ରସ୍ତୁତ କରୁଛନ୍ତି ପୋଡପିଠା। ଆଉ ଏହି ପୋଡ଼ପିଠା ବ୍ରହ୍ମାଣ୍ତକର୍ତ୍ତାଙ୍କୁ ଖୁଆଇ ମାଉସୀ ମା…

କାଲି ଶ୍ରୀମନ୍ଦିରକୁ ଫେରିବେ ମହାବାହୁ, ବାଟରେ ମାଉସୀ ଖୁଆଇବେ ପୋଡ଼ପିଠା

ଆଜି ନବମୀରେ ଶ୍ରୀ ଜଗନ୍ନାଥ ଆଡ଼ପ ମଣ୍ଡପରେ ସନ୍ଧ୍ୟା ଦର୍ଶନ ଦେଉଛନ୍ତି। ଆସନ୍ତାକାଲି ବାହୁଡ଼ା। ୯ ଦିନ ଧରି ମାଉସୀ ଘରେ ଲୀଳା ଖେଳା କରିବା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି ପୁଣି ଫେରିବେ ଶ୍ରୀ ମନ୍ଦିରକୁ। ମହାମାୟା ମା ଲକ୍ଷ୍ମୀଙ୍କ ପାଖକୁ।…

ରଜରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ପୋଡପିଠା, ସ୍ୱାଦ ପୂରା ଅଲଗା

ଓଡିଶାର ବଡ ପର୍ବ ରଜ। ପର୍ବପର୍ବାଣୀରେ ଘରେ ପିଠାପଣାର ଆସର ଜମେ। ଖାସ୍‌ କରି ରଜରେ ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ କରାଯାଇଥାଏ। ରଜ ପାଇଁ ଘରେ ଘରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ରଜର ପର୍ବକୁ ଆହୁରି ମଧୁର କରିଥାଏ ପୋଡ ପିଠା। ରଜରେ ଖୁସିକୁ ଆହୁରି ଦୁଇ ଗୁଣା କରିବା ପାଇଁ ଆସନ୍ତୁ…