Browsing Tag

praised anushka

ପୂରା ପେସାଦାର ବୋଲର୍‌ ଭଳି ନେଟ୍‌ସରେ କାହାକୁ ବୋଲିଂ କରୁଛନ୍ତି ଅନୁଷ୍କା, ଦେଖନ୍ତୁ ଭିଡିଓ

ଭାରତୀୟ ଟିମର ପୂର୍ଵ କ୍ୟାପଟେନ ବିରାଟ କୋହଲିଙ୍କ ପତ୍ନୀ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ନେଟ ପ୍ରାକ୍ଟିସ କରୁଛନ୍ତି | ଅର୍ଥାତ ଦ୍ରୁତ ବୋଲିଂ ପ୍ରକଟିସ କରୁଛନ୍ତି | ଖାଲି ସେତିକ ନୁହେ ପ୍ରାକଟିସ କରୁଥିବାର ଫଟୋ ମଧ୍ୟ ସୋସିଆଲ ମେଡିଆରେ ଛାଡିବାକୁ ଭୁଲୁନାହାନ୍ତି | ଫଟୋରେ…

ରିଚାର୍ଡଙ୍କ ପ୍ରଶ୍ନର ଉତ୍ତରରେ କିଛି ଏମିତି କହିଲେ ବିରାଟ, ଯାହା ଜିଣିନେଲା ଅନୁଷ୍କାଙ୍କ ହୃଦୟ

ନିକଟରେ ବିରାଟ କୋହଲି ୱେଷ୍ଟଣ୍ଡିଜ ଟିମର ପୂର୍ବତନ ଅଧିନାୟକ ଭିଭି ରିଚାର୍ଡଙ୍କ ଇଣ୍ଟରଭ୍ୟୁ ନେଇଥିଲେ। ଏହି କଥାବାର୍ତ୍ତାର ପ୍ରଥମ ଭିଡିଓ ଜାରି ହେବା ପରେ ଏବେ ବିସିସିଆଇ ଏହାର ଦ୍ୱିତୀୟ ଭିଡିଓ ଜାରି କରିଛି। ପାଖାପାଖି ୪ ମିନିଟର ଏହି ଭିଡିଓରେ ବିରାଟ ଖେଳ ଛଡା ନିଜ ପତ୍ନୀ ଅନୁଷ୍କାଙ୍କ…