Browsing Tag

pranab mukherjee

ରାଜନୀତି ଛାଡ଼ିବାକୁ ଘୋଷଣା କଲେ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା, କହିଲେ- ‘ଆଉ ମୁଁ ନେତା ନୁହେଁ’

ରାଜନୀତି ଛାଡ଼ିବେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ। ରାଜନୀତିରୁ ସନ୍ନ୍ୟାସ ନେବା ପାଇଁ ଶର୍ମିଷ୍ଠା ଘୋଷଣା କରିଛନ୍ତି। କେବଳ ଏତିକି ନୁହେଁ, ସକ୍ରିୟ ରାଜନୀତି ଛାଡ଼ିବା ନିଷ୍ପତ୍ତି ଉପରେ ଉଠୁଥିବା ପ୍ରଶ୍ନର ମଧ୍ୟ ସେ ଉତ୍ତର ଦେଇଛନ୍ତି।…

ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍‌ ମୁଖାର୍ଜୀ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍‌ ମୁଖାର୍ଜୀ ଆଜି ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ଅଭିଜିତ୍‌ ମୁଖାର୍ଜୀ ୨୦୧୨ ଓ ୨୦୧୪ ମସିହାରେ କଂଗ୍ରେସ ଟିକେଟ୍‌ରେ ପଶ୍ଚିମବଙ୍ଗର ଜଙ୍ଗୀପୁର ଲୋକସଭା ଆସନରୁ ଲଢ଼ି ବିଜୟୀ ହୋଇଥିଲେ। ୨୦୧୯ ରେ ସେ…

ବାଲୁକା କଳା ମାଧ୍ୟମରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଭାସ୍କର୍ଯ୍ୟ ଶିଳ୍ପୀ…

ପୁରୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି । ପୁରୀରେ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ସାହୁ। ତାଙ୍କ ମୃତ୍ୟୁରେ ଏକ ଯୁଗର ଅବସାନ ଘଟିଥିବା ବାଲୁକା କଳା ମାଧ୍ୟମରେ ପ୍ରଦର୍ଶନ କରାଯାଇଛି । ତାଙ୍କ ଅମର ଆତ୍ମାର…

ପ୍ରଣବଙ୍କ ସମ୍ମାନରେ ରାଜ୍ୟରେ ୭ ଦିନିଆ ଶୋକ ପାଳନ ପାଇଁ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଘୋଷଣା ପରେ ରାଜ୍ୟ ସରକାର ମଧ୍ୟ ଶୋକ ପାଳନ ପାଇଁ ଘୋଷଣା କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ସମ୍ମାନରେ ରାଜ୍ୟରେ ୭ ଦିନ ଶୋକ ପାଳନ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି ଠାରୁ ସେପଟେମ୍ବର ୬ ତାରିଖ ଯାଏ ଶୋକ ପାଳନ…

ଭେଣ୍ଟିଲେଟରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ସ୍ୱାସ୍ଥ୍ୟାବସ୍ଥା ଗୁରୁତର; ଦିଲ୍ଲୀ ଆର୍ମି ହସ୍ପିଟାଲରେ…

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ଏନେଇ ବୁଲେଟିନ୍‌ ଜାରି କରାଯାଇଛି । ମସ୍ତିଷ୍କରେ ରକ୍ତ ଜମାଟ ଯୋଗୁ ଦିଲ୍ଲୀ ଆର୍ମି ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର କରାଯାଇଛି । ଏବେବି ଭେଣ୍ଟିଲେଟରରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ…