ପିରିୟଡ୍ ମିସ୍ ହେବାର କେତେ ଦିନ ପରେ କରିବା ଉଚିତ ପ୍ରେଗନାନ୍ସୀ ଟେଷ୍ଟ, ଜାଣନ୍ତୁ ସଠିକ ସମୟ
ବର୍ତ୍ତମାନ ସମୟରେ ପ୍ରେଗନାଣ୍ଟ ଟେଷ୍ଟ କରିବାକୁ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡୁନି। କାହିଁକିନା ଏବେ ମେଡିସିନ୍ ଦୋକାନରେ ପ୍ରେଗନନାନ୍ସି ଟେଷ୍ଟ କିଟ୍ ମିଳିଲାଣି। ଯାହାଦ୍ୱାରା ଆପଣ ମାତ୍ର କେଇ ମିନିଟରେ ଜାଣିପାରିବେ ଆପଣ ଗର୍ଭବତୀ କି ନୁହଁନ୍ତି । ଏଥିପାଇଁ ଆପଣଙ୍କୁ କିଟ୍ରେ କେବଳ…