Browsing Tag

Pregnant women

ଗର୍ଭବତୀ ମହିଳା ଏବଂ ଛାତ୍ର-ଛାତ୍ରୀଙ୍କ ପାଇଁ ଲାଭକାରୀ ହୋଇଥାଏ କଦଳୀ, ମସ୍ତିଷ୍କ ବିକାଶ କରିବା ସହ ଦୂର ହୁଏ…

ଆୟୁର୍ବେଦ ଅନୁଯାୟୀ ପାଚିଲା କଦଳୀରେ କ୍ଯାଲସିୟମ ବ୍ଯତୀତ ଅନ୍ଯ ଏକ ଗୁଣକାରୀ ତତ୍ତ୍ବ ଫସଫରସ୍ ମଧ୍ଯ ରହିଥାଏ। ଏହି ଗୁଣକାରୀ ତତ୍ତ୍ବ ମସ୍ତିଷ୍କର କ୍ଷମତା ବଢାଇବାରେ ସାହାଯ୍ଯ କରିଥାଏ। କଦଳୀ ଗର୍ଭାବସ୍ଥା ସମୟରେ କ୍ଯାଲସିୟମର ଅଭାବ ଦୂର କରିଥାଏ। ଏହା ମସ୍ତିଷ୍କର କ୍ଷମତା ବିକଶିତ କରିବା ସହ…

ସୂର୍ଯ୍ୟୋପରାଗ ବେଳେ ଗର୍ଭବତୀ ଆଦୌ କରନ୍ତୁନି ଏହି କାମ, ଶିଶୁର ଜୀବନ ପ୍ରତି ଆସିପାରେ ବିପଦ

ଆସନ୍ତାକାଲି ଆଷାଢ଼ କୃଷ୍ଣ ଅମାବାସ୍ୟାରେ ଦୃଶ୍ୟମାନ ହେବାକୁ ଯାଉଛି ଆଉ ଏକ ସୂର୍ଯ୍ୟୋପରାଗ। ଏହି ପରାଗ ମୃଗଶିରା ନକ୍ଷତ୍ର ଏବଂ ମିଥୁନ ରାଶିରେ ହେବ। ଭାରତୀୟ ସମୟ ଅନୁସାରେ ଏହି ପରାଗର ଅବଧି ୩ ଘଣ୍ଟା ୩୨ ମିନିଟ୍‌ ରହିବ। ରବିବାର ଦିନ ୧୦.୩୮ରେ ପରାଗ ସ୍ପର୍ଶ ହେବ। ମଧ୍ୟାହ୍ନ ୧୨.୨୫ରେ ପରାଗ…

ଗର୍ଭବତୀ ମହିଳା ଯଦି କରିବେ ଏହି ୬ଟି କାମ, ପିଲା ହେବ ସ୍ମାର୍ଟ ଏବଂ ହୃଷ୍ଟପୃଷ୍ଟ

ସବୁ ଗର୍ଭବତୀ ମହିଳା ଚାହାଁନ୍ତି, ତାଙ୍କର ହେବାକୁ ଥିବା ପିଲା ସୁସ୍ଥ ଏବଂ ସ୍ମାର୍ଟ ହେଉ। ଏହାସହ ପ୍ୟାରେଣ୍ଟସ୍‌ ଚାହାଁନ୍ତି ଯେ ସେମାନଙ୍କ ସନ୍ତାନ ତୀକ୍ଷ୍‌ଣ ବୁଦ୍ଧିସମ୍ପନ୍ନ ହେଉ। ଆପଣଙ୍କ ଚାଲିଚଳଣ, ଖାଦ୍ୟପେୟ ଆପଣଙ୍କ ପିଲା ଉପରେ ବହୁତ ପ୍ରଭାବ ପକାଇଥାଏ। ତେଣୁ ଏହା ଜରୁରୀ ଯେ ଆପଣ ନିଜ…

ଗର୍ଭବତୀ ମହିଳାଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ଏହି ବ୍ୟକ୍ତି, କାରଣ ଜାଣିଲେ ଆପଣଙ୍କର ଉଡିବ ହୋସ୍‌

ଆପଣ ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ପ୍ରକାର ଭାଇରାଲ ଭିଡିଓ ନିଶ୍ଚିତ ଭାବେ ଦେଖୁଥିବେ। ଏହି ଭିଡିଓ ଯୋଗୁଁ ଲୋକ ଅନେକ ସଚେତନ ମଧ୍ୟ ହୋଇପାରୁଛନ୍ତି। ଅନେକ ଭିଡିଓରେ ମହିଳାଙ୍କ ସହିତ ହେଉଥିବା ଅତ୍ୟାଚାର ଓ ହିଂସା ଦୃଶ୍ୟ ଦେଖିବାକୁ ମିଳୁଛି। ପୁଣି ଥରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି,…

ଭଦ୍ରକ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା, ମେଡିକାଲ ବାରଣ୍ଡାରେ ପ୍ରସବ କଲେ ମହିଳା

ମେଡିକାଲ ବାରଣ୍ଡାରେ ମହିଳାଙ୍କ ପ୍ରସବ। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ପ୍ରସବ ବେଦନା ହେବା ପରେ ତିହିଡ଼ି ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତର ତଳଦୁମୁକା ଗାଁର ଦାମୋଦର ଖିଲାରଙ୍କ ସ୍ତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ମାଲକାନଗିରିରେ ଜନନୀ ଯନ୍ତ୍ରଣା, ପୁଣି ଭାରରେ ବୁହାହେଲେ ଗର୍ଭବତୀ

ମାଲକାନଗିରି(କେନ୍ୟୁଜ୍): ରାଜ୍ୟରେ ଥମୁନି ଜନନୀ ଯନ୍ତ୍ରଣା । ପୁଣି ଭାରରେ ବୁହାହେଲେ ଗର୍ଭବତୀ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଧୁଙ୍ଗିଆପୁଟ ଗାଁର ଜଣେ ମହିଳାଙ୍କ ପ୍ରସବ ବେଦନା ହୋଇଥିଲା। ପରିବାରଲୋକେ ତାଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍‌ସକୁ ଫୋନ୍‌ କରିଥିଲେ। କିନ୍ତୁ ଗାଁକୁ…

ଜାଣନ୍ତୁ ଗର୍ଭାବସ୍ଥା ସମୟରେ ମହିଳାମାନେ କେଉଁ ସବୁ ସ୍ଥାନକୁ ଯିବା ଅନୁଚିତ୍

ସାଧାରଣତଃ ମହିଳାମାନେ ଗର୍ଭବତୀ ଥିବା ସମୟରେ ନିଜ ଉପରେ ଧ୍ୟାନ ରଖିବା ଉଚିତ। ଏହି ସମୟରେ ସେ ନିଜର ଯତ୍ନ ନେବା ସହ ଦୁନିଆକୁ ଆସିବାକୁ ଥିବା ନୂଆ ଜୀବନ ଉପରେ ମଧ୍ୟ ଧ୍ୟାନ ରଖିବା ଉଚିତ। ଯାହା ଦ୍ବାରା ମା ଏବଂ ପିଲା ଉଭୟ ସୁସ୍ଥ ରହିଥାନ୍ତି। ଶାସ୍ତ୍ରରେ ମଧ୍ୟ ଏଭଳି କିଛି ଖାସ୍ ପରମ୍ପରା…