କାଠ କିଣିବାକୁ ବି ନଥିଲା ଟଙ୍କା, ବାଧ୍ୟ ହୋଇ ପୁଅର ଶବକୁ ଘର ଅଗଣାରେ ପୋତିଦେଲା ବାପା
ଦାରିଦ୍ରତା ଜଣେ ବ୍ୟକ୍ତିଙ୍କୁ କିଛି କରିବାକୁ ବାଧ୍ୟ କରେ । ନିକଟରେ ପଞ୍ଜାବରେ ମଧ୍ୟ ସମାନ ଘଟଣା ଘଟିଛି । ଅର୍ଥ ଅଭାବରୁ ଚିକିତ୍ସା ନ କରିପାରିବାରୁ ଚାଲିଯାଇଥିଲା ପୁଅର ଜୀବନ । କିନ୍ତୁ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ପାଇଁ ମଧ୍ୟ ଟଙ୍କା ନଥିଲା ଜଣେ ଅସହାୟ ବାପା ପାଖରେ । ଦାରିଦ୍ରତା ଏତେ…