Browsing Tag

puri ratha yatra 2022

ବଦଳିବ ନନ୍ଦିଘୋଷ ରଥର ସାନ ଉଛଳା ତଥା ପଛ ବ୍ରେକ ଅଖ, ଆରମ୍ଭ ହୋଇଛି ପ୍ରସ୍ତୁତି

ପୁରୀ(କେନ୍ୟୁଜ): ବଦଳିବ ନନ୍ଦିଘୋଷ ରଥର ସାନ ଉଛଳା ତଥା ପଛ ବ୍ରେକ ଅଖ । ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ରାସ୍ତାକୁ ଭାଇବ୍ରେଟର ସାହାଯ୍ୟରେ ଖୋଳାଯାଉଛି। ଫାଟ ଥିବା ଅଖକୁ କଢାଯାଇ ନୂତନ ଅଖ ଲଗାଯିବ। ଅଖରେ ଫାଟ ଯୋଗୁ ଏହାକୁ ବଦଳାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅଖରେ ଫାଟ ଥିବାରୁ…

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା: ବର୍ତ୍ତମାନ ସୁଦ୍ଧା ୩ଟି ରଥର ୧୫ଟି ରଥ ଚକ ନିର୍ମାଣ ଶେଷ

ପୁରୀ(କେନ୍ୟୁଜ୍‌): ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ରଥଖଳା। ଜୋରସୋରରେ ଚାଲିଛି ରଥନିର୍ମାଣ କାମ । ପବିତ୍ର ଅକ୍ଷୟ ତୃତୀୟା ତିଥିରୁ ଆରମ୍ଭ ହୋଇଛି ରଥକାମ । ବର୍ତ୍ତମାନ ସୁଦ୍ଧା ୩ଟି ରଥର ୧୫ଟି ରଥ ଚକ ନିର୍ମାଣ ଶେଷ ହୋଇଛି। ତାଳଧ୍ୱଜ ରଥର ୫ଟି, ଦେବଦଳନ ରଥର ୪ଟି…

ଚଳଚଞ୍ଚଳ ରଥଖଳା: ରଥଯାତ୍ରା ପାଇଁ ଆଗେଇ ଚାଲିଛି କାମ, ତିନି ରଥ ପାଇଁ ଆବଶ୍ୟକ ୪୨ ଚକର ୪୨ଟି ତୁମ୍ବ ଶେଷ

ପୁରୀ(କେନ୍ୟୁଜ୍‌) : ଶ୍ରୀନହର ସମ୍ମୁଖ ରଥଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ନିହଣ,ମୁଗର ଓ ବାରିସି ମାଡର ଧ୍ୱନୀରେ ଗୁଞ୍ଜରି ଉଠୁଛି ରଥଖଳା। ପ୍ରଥମେ ତିନି ରଥର ଚକ ନିର୍ମାଣ କାର୍ଯ୍ୟ କରାଯାଇଥାଏ। ଚକର ମଝି ଅଂଶ ନିର୍ମାଣ ହେଉଛି। କରତିଆ ସେବକଙ୍କ ଦ୍ୱାରା ଫାସୀ କାଠରେ ସମସ୍ତ ୪୨ଟି…

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସିବ ପ୍ରଥମ ସମୀକ୍ଷା ବୈଠକ, ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ କି ନାହିଁ ସେନେଇ…

ପୁରୀ(କେନ୍ୟୁଜ): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସିବ ପ୍ରଥମ ସମୀକ୍ଷା ବୈଠକ। କୋଭିଡ୍‌ ସ୍ଥିତି ସାମାନ୍ୟ ହୋଇଥିବାରୁ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ। ରଥଯାତ୍ରାକୁ ସୁରୁଖୁରରେ କରିବା ପାଇଁ ପୁରୀ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ…

ଚଳଚଞ୍ଚଳ ରଥଖଳା: ଆଜିଠୁ ଆରମ୍ଭ ହୋଇଛି ରଥକାମ

ପୁରୀ(କେନ୍ୟୁଜ): ଚଳଚଞ୍ଚଳ ରଥଖଳା। ଆଜିଠୁ ଆରମ୍ଭ ହୋଇଛି ରଥକାମ। ରଥ ନିର୍ମାଣ ପାଇଁ ନିୟୋଜିତ ବିଶ୍ୱକର୍ମାମାନେ ପହଞ୍ଚି ରଥ କାଠ ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୁରୀରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ପରେ ଆରମ୍ଭ…