ପୁରୀ ବେଳାଭୂମିରେ ବାଲୁକା କଳାରେ ଗଜାନନଙ୍କ ଆବାହନ, ୩ ହଜାର ୪୨୫ ବାଲି ଲଡୁରେ ମୂର୍ତ୍ତି ତିଆରି କଲେ ଶିଳ୍ପୀ ସୁଦର୍ଶନ…
ପୁରୀ(କେନ୍ୟୁଜ୍): ବାଲୁକା କଳାରେ ଗଜାନନଙ୍କ ଆବାହନ । ପବିତ୍ର ଗଣେଶ ପୂଜା ଅବସରରେ ପୁରୀ ବେଳାଭୂମିରେ ବାଳୁକାକଳା। ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରି ଗଜାନନଙ୍କ ଆବାହନ କରିଛନ୍ତି। ୩ ହଜାର ୪୨୫ ବାଲି ଲଡୁରେ ଗଣେଶଙ୍କ ବାଲୁକା ମୂର୍ତ୍ତି ତିଆରି ହୋଇଛି । ଏଥିସହ…